ଭୁବନେଶ୍ୱର (ରିପୋର୍ଟ -ମୁକୁନ୍ଦ ଦାସ ): ମାଲେସିଆର ରାଜଧାନୀ କୁଆଲାଲୁମ୍ପୁର ଠାରେ ଅନୁଷ୍ଠିତ ହୋଇଥିବା ୩୬ ତମ ଆନ୍ତର୍ଜାତିୟ ମାଲେସିଆ ଓପନ୍ ମାଷ୍ଟର ଆଥଲେଟିକ୍ସ ଚାମ୍ପିଅନସିପ୍ ଯାହାକି ଅକ୍ଟୋବର ୧୨ ରୁ ୧୪ ତାରିଖ ପର୍ଯ୍ୟନ୍ତ ହୋଇଥିବା ମିଟ୍ ରେ ବରଗଡ଼…
Category: ବରଗଡ
ବରଗଡ଼ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଆୟୋଜିତ ହେବ ସି.କେ.ନାଇଡୁ କ୍ରିକେଟ ଟ୍ରଫି
ବରଗଡ (ରିପୋର୍ଟ – ମୁକୁନ୍ଦ ଦାସ ): ବରଗଡ଼ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଆସନ୍ତା ୨୦ରୁ ୨୩ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଏବଂ ମହାରାଷ୍ଟ୍ର ମଧ୍ୟରେ ୨୩ବର୍ଷରୁ କମ୍ ସି. କେ. ନାଇଡୁ କ୍ରିକେଟ ଟ୍ରଫି ଅନୁଷ୍ଠିତ ହେବ। ଶୁକ୍ରବାର କ୍ରୀଷ୍ଣା ବିକାଶ…
ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା କଂସଙ୍କ କାରନାମା , ତଦନ୍ତ ଆରମ୍ଭ
ବରଗଡ : ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ରେ କଂସ ଭୂମିକାରେ ଅଭିନୟ କରୁଥିବା କଳାକାର ହୃଷିକେଶ ଭୋଇଙ୍କ ନାଁ ରେ ସାଙ୍ଘାତିକ ଅଭିଯୋଗ। ହୃଷିକେଶ ମହାପ୍ରୟାଣ ଗାଦିରେ (ଶବବାହକ ) ଡ୍ରାଇଭର ଭାବରେ କାର୍ଯ୍ୟରତ। ଅଭିଯୋଗ ଅନୁଯାୟୀ ସେ ବରଗଡ…
ଜନ କଲ୍ୟାଣ ସେବା ଟ୍ରଷ୍ଟର ୧୯ ତମ ପ୍ରତିଷ୍ଠାତା ଦିବସ ପାଇଁ ମା ସମଲେଶ୍ବରୀଙ୍କୁ ନିମନ୍ତ୍ରଣ
ବରଗଡ଼ :ବରଗଡର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ୧୯ ତମ ପ୍ରତିଷ୍ଠାତା ଦିବସ ଓ ନୂଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ପାଇଁ ଆଜି ବରଗଡ଼ ସ୍ଥିତ ତଲିପଡା ସମଲେଶ୍ଵରୀ ମନ୍ଦିର ଠାରେ ଅନୁଷ୍ଠାନ ତରଫରୁ ପୂଜାର୍ଚ୍ଚନା…
ମାଲେସିଆ ଆନ୍ତର୍ଜାତିୟ ଓପନ୍ ଆଥଲେଟିକ୍ସ ଚାମ୍ପିଅନସିପ୍ ରେ ସନ୍ତୋଷ କୁମାରଙ୍କୁ ରୌପ୍ୟ
ବରଗଡ (ରିପୋର୍ଟ – ମୁକୁନ୍ଦ ଦାସ ) : ମାଲେସିଆର କୁଆଲାଲୁମ୍ପୁର ଠୀରେ ଆୟୋଜିତ ହୋଇଥିବା ଓପନ ଆଥଲେଟିକ୍ସ ଚାମ୍ପିଅନସିପ୍ରେ ପ୍ରଥମ ଦିନରେ ଶ୍ରୀ ପଧାନ ତାଙ୍କର ବ୍ୟକ୍ତିଗତ ଇଭେଣ୍ଟ ଲମ୍ବ ଡିଆଁ ଏବଂ ଉଚ୍ଚ ଡିଆଁରେ ଦ୍ଵିତୀୟ ସ୍ଥାନ ଅଧିକାର…
ମାଲେସିଆ ଗ୍ରସ୍ତରେ ଆନ୍ତର୍ଜାତିୟ ମାଷ୍ଟର କ୍ରୀଡାବିତ ସନ୍ତୋଷ କୁମାର ପଧାନ
ବରଗଡ ( ରିପୋର୍ଟ – ମୁକୁନ୍ଦ ଦାସ ): ଆସନ୍ତା ଅକ୍ଟୋବର ୧୧,୧୨,୧୩ ତାରିଖରେ ମାଲେସିଆର କୁଆଲାଲୁମ୍ପୁର ଠୀରେ ଆୟୋଜିତ ହେଢୠଥିବା 36ତମ ଆନ୍ତର୍ଜାତିୟ ମାଲେସିଆନ୍ ଓପନ୍ ମାଷ୍ଟର ଆଥଲେଟିକ ଚାମ୍ପିୟନ ସିପ୍ ରେ ଭାରତ ମାଷ୍ଟର ସଂଘ ପକ୍ଷରୁ ପ୍ରତିନିଧିତ୍ବ…
ପ୍ରତିଷ୍ଠାତା ଦିବସ ପାଇଁ ପ୍ରସ୍ତୁତି ବୈଠକ
ବରଗଡ଼ : ବରଗଡ଼ ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ କୁ ଆସନ୍ତା ନଭେମ୍ବର ୫ ତାରିଖ ୧୯ ବର୍ଷ ହେବ ଏ ନେଇ ବରଗଡ଼ ସ୍ଥିତ ହଟେଲ ଗଣପତି ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠାନ…
ସୁରଭି ମାଧ୍ୟମରେ ପ୍ରତିଭା ଅନ୍ଵେଷଣ ଶିଶୁ ମହୋତ୍ସବ ସୁରଭି -୨୦୨୪
ବରଗଡ (ରିପୋର୍ଟ – ମୁକୁନ୍ଦ ଦାସ ) : ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ୍ ଅନ୍ତର୍ଗତ ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭୁକ୍ତା ପରିସରରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ – ୨୦୨୪ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଗୋଷ୍ଠୀ…
କ୍ରୀଡାରତ୍ନ ସମ୍ମାନରେ ସମ୍ମାନିତ ହେଲେ ତ୍ରିଲୋକ୍ୟ
ବରଗଡ (ରିପୋର୍ଟ – ମୁକୁନ୍ଦ ଦାସ ): ବରଗଡ଼ ଜିଲ୍ଲା କର୍ମଜୀବୀ ସାମ୍ବାଦିକ ସଂଘ ଓ କୌଟିଲ୍ୟ ଗ୍ଲୋବାଲ ସ୍କୁଲର ମିଳିତ ଅନୁକୂଲ୍ୟରେ ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପୂଜ୍ୟପୂଜା ମହୋତ୍ସବ ଓ ନୂଆଁଖାଇ ଭେଟ…