ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବିଜେପି ନେତା

କେନ୍ଦୁଝର(ସୀତାରାମ ଦୀକ୍ଷିତ): କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ନୂଆଗାଁ ଗ୍ରାମର ରାଜକିଶୋର ମୁଣ୍ଡା ବିହାର ରେଜିମେଣ୍ଟ ର ଷଷ୍ଠ ବାଟାଲିୟନରେ ହାବିଲଦାର ଭାବେ କାର୍ଯ୍ୟରତ ଥିବା ବେଳେ ସହୀଦ ହୋଇଛନ୍ତି। ସ୍ବର୍ଗତ ମୁଣ୍ଡା ଅରୁଣାଚଳ ପ୍ରଦେଶର ତାୱାଙ୍ଗ ଠାରେ କର୍ତ୍ତବ୍ୟରତ…

ଗୋଟିଏ ରାତିରେ ୩ କୋଟି ଜିତି ଭାଗ୍ୟ ବଦଳିଗଲା କେନ୍ଦୁଝର ଜିଲ୍ଲାର ଗୁରୁଚରଣ ଜମୁଦାଙ୍କର

କେନ୍ଦୁଝର (ସୀତାରାମ ଦୀକ୍ଷିତ ): ଗୋଟିଏ ରାତିରେ ୩ କୋଟି ଭାଗ୍ୟ ବଦଳାଇ ଦେଲା କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଥାନା ଅନ୍ତର୍ଗତ ଚମକପୁର କ୍ଷେତ୍ରର ରେଭେନସାପୁର ଗାଁର ୨୯ ବର୍ଷିୟ ଯୁବକ ଗୁରୁଚରଣ ଜମୁଦା, ରାତା ରାତି ଗୁରୁଚରଣଙ୍କ ଭାଗ୍ୟ ବଦଳି…

କେନ୍ଦୁଝର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ପୂର୍ବତନ କର୍ମଚାରୀଙ୍କ ବିୟୋଗ

କେନ୍ଦୁଝର(ସୀତାରାମ ଦୀକ୍ଷିତ): କେନ୍ଦୁଝର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ୧୯୬୫ରୁ ୨୦୦୭ ମସିହା ପର୍ଯ୍ୟନ୍ତ ଦୀର୍ଘ ୪୨ ବର୍ଷ ଧରି ଶିକ୍ଷିତ ଚପରାଶୀ ଭାବେ କାର୍ଯ୍ୟ କରିଥିବା ଭୀମସେନ ସେଠୀ ଗତକାଲି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ପରଲୋକ…

ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ପୁଲିସର ଫ୍ଲାଗମାର୍ଚ୍ଚ

କେନ୍ଦୁଝର/ଚମ୍ପୁଆ ( ପ୍ରଦୀପ ମହାନ୍ତ ): ଚମ୍ପୁଆ ସଦର ମହକୁମାରେ ଆଗାମୀ ଦିନ ରେ ପାଳିତ ହେବାକୁ ଥିବା ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ , ଶ୍ରୀ ରାମ ନବମୀ ଓ ଇଦ-ଉଲ-ଫିତର ଉପଲକ୍ଷେ ଆଜି ଅପରାହ୍ନ ରେ ଚମ୍ପୁଆ ପୁଲିସ ପକ୍ଷରୁ…

ଅଭାବି ପରିବାର କୁ ସହଯୋଗ ର ହାତ ବଢାଇଲେ ସମାଜ ସେବୀ ଶ୍ରୀମନ୍ତ ତ୍ରିପାଠୀ !

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ ମହାନ୍ତ):ଚମ୍ପୁଆ ବ୍ଲକ ସରେଇ ପଞ୍ଚାୟତ ଅନ୍ତର୍ଗତ ସରେଇ ଗ୍ରାମରେ ଏହି ନିକଟରେ ଏକ ବହୁ ଦୁଃଖଦାରୁଣୀୟ ଘଟଣା ସମସ୍ତ ଅଞ୍ଚଳ ବାସୀଙ୍କୁ ଦୁଃଖ ମୟ କରିଛି l ଗ୍ରାମର ଏକ ପରିବାର ମୁଖ୍ୟ ସ୍ୱର୍ଗତ ସଂଜିତ ନାଏକ କିଡ୍ନୀ…

ବରିଷ୍ଠ ନାଗରିକଙ୍କ ପରଲୋକ

କେନ୍ଦୁଝର/ପାଟଣା(ଦଶରଥ ବାରିକ୍) ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ସ୍ୱାମ ଶାସନର ନିତ୍ୟାନନ୍ଦ ଦାଶ(୮୨)ଙ୍କ ଆଜି ସକାଳେ ହୃତଘାତରେ ମୃତ୍ୟୁ ହୋଇ ଯାଇଛି। ଖବର ମିଳିଛି କି ଆଜି ସକାଳୁ ସେ ଘରେ ଖବର କାଗଜ ପଢ଼ୁଥିବା ବେଳେ ହୃତଘାତର ଶିକାର ହୋଇଥିଲେ।…

ଅସ୍ମିତା ଖେଲୋ ଇଣ୍ଡିଆ ୧୭ ବର୍ଷରୁ କମ ବାଳିକା ଫୁଟବଲ ଚମ୍ପିୟାନସିପ

କେନ୍ଦୁଝର (ସୀତାରାମ ଦୀକ୍ଷିତ): ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ, ଫୁଟବଲ ଆସୋସିଏସନ ଅଫ ଓଡିଶା ଏବଂ ଜିଲ୍ଲା କ୍ରୀଡା ସଂସ୍ଥା, କେନ୍ଦୁଝର ମିଳିତ ସହଯୋଗରେ କେନ୍ଦୁଝର ଶଙ୍କରପୁରସ୍ଥିତ ଧରଣୀଧର ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଅସ୍ମିତା ଖେଲୋ ଇଣ୍ଡିଆ ୧୭ ବର୍ଷରୁ କମ ବାଳିକା…

ଚମ୍ପୁଆ ର ଗର୍ବ ଓ ଗୌରବ ସୌମ୍ୟାସ୍ନିଗ୍ଧା ମହାନ୍ତ

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହାନ୍ତ ) : ସର୍ବଭାରତୀୟ ଚିକିତ୍ସା ଓ ଗବେଷଣା କ୍ଷେତ୍ରରେ ଗୌରବ ଆଣିଛନ୍ତି ଚମ୍ପୁଆର ଝିଅ ସୌମ୍ୟା ସ୍ନିଗ୍ଧା ମହାନ୍ତ । ସେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପରିବାର ତଥା ମହେଶ୍ୱରପୁର ଗ୍ରାମର ସମାଜସେବୀ ସ୍ୱର୍ଗତ ଅଭିମନ୍ୟୁ…

ଚମ୍ପୁଆ ଧରଣୀଧର ନଗର ଭବନ ରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହାନ୍ତ) : ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ଥାନୀୟ ଧରଣୀଧର ନଗର ଭବନ ରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ଗିରିଜା ଶଙ୍କର ସାହୁ ଙ୍କ ଅଧ୍ୟକ୍ଷତା…

ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ସମିତିର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

କେନ୍ଦୁଝର (ସୀତାରାମ ଦୀକ୍ଷିତ): ତା ୦୬.୦୩.​୨୦୨୫ଚଳିତ ମାର୍ଚ୍ଚ ୦୬ ତାରିଖ ଗୁରୁବାର ଦିନ କେନ୍ଦୁଝର ଅଡିଟରିୟମ୍‌ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ସମିତି ଓ ମହିଳା ଆରୋଗ୍ୟ ସମିତିମାନଙ୍କର ବାର୍ଷିକ ସମ୍ମିଳନୀରେ ଅତିଥି ଓ ବକ୍ତାମାନେ…

error: Content is protected !!