ଅବକାରୀ ବିଭାଗ ଏବଂ ପୋଲିସର ମିଳିତ ଚଢ଼ାଉ ବ୍ୟାପକ ଦେଶୀ ମଦ ଜବତ।

କେନ୍ଦୁଝର/ଯୋଡ଼ା(ସୀତାରାମ ଦୀକ୍ଷିତ): କେନ୍ଦୁଝର ଜିଲ୍ଲା ଅବକାରୀ ଅଧିକ୍ଷକ ସୀତାରାଣି ପଟ୍ଟାୟକଙ୍କ ନିର୍ଦ୍ଦେଶକ୍ରମେ ଚମ୍ପୁଆ ଅବକାରୀ ଇନିସପେକ୍ଟର ଏଚ ଜଗା ରାଓଙ୍କ ତତ୍ୱାବଧାନରେ ଯୋଡା, ବଡବିଲ ଅବକାରୀ ବିଭାଗ ସମେତ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାଡ ଯୋଡ଼ା ଅବକାରୀ ସବଇନ୍ସପେକ୍ଟର ପ୍ରଶାନ୍ତ ପରିଡା…

ଯୋଡ଼ା ପୌରପାଳିକାରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ପବନ ରଣାଙ୍କ ଦାୟିତ୍ଵଗ୍ରହଣ

କେନ୍ଦୁଝର/ଯୋଡ଼ା (ସୀତାରାମ ଦୀକ୍ଷିତ) : କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକାରେ ଗୁରୁବାର ଦିନନୂତନ କାର୍ଯ୍ୟନିର୍ବାହୀ ଅଧୂକାରୀ ଭାବେ ଆଇଏସ୍ ପବନ ସିଂ ରଣା ଦାୟିତ୍ତ୍ୱଭାର ଗ୍ରହଣ । ଶ୍ରୀ ରଣାଙ୍କୁ ଯୋଡ଼ା ପୌରପାଳିକା ପକ୍ଷରୁ ଯୋଡ଼ା ପୌରାଧ୍ଯ ଧକ୍ଷ ଜଗଦୀଶ ସାହୁ,…

ରୁଙ୍ଗଟା ପକ୍ଷରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ସହିତ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ

କେନ୍ଦୁଝର/ଯୋଡ଼ା (ସୀତାରାମ ଦୀକ୍ଷିତ): କୋଇଡା ମାଇନିଂ ସେକଟର ଅନ୍ତର୍ଗତ ଓରାଘାଟ ଖଣି ତରଫରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମରେରୁଗୁଡି ପାର୍କିଙ୍ଗ ପ୍ଲାଜ଼ା ନିକଟରେ ଫଳଗଛ ଚାରା ରୋପଣ କରାଯାଇଛି। ୧୭.୦୯.୨୫ ରିଖ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଙ୍କ…

ଚମ୍ପୁଆ ବି.ଡି.ଏନ.ପୁର ଶାସନରେ ଜାତୀୟ ସେବା ଶିବିର ଅନୁଷ୍ଠିତ

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହାନ୍ତ): ଚମ୍ପୁଆ ବୀରଧନୁର୍ଜୟ ନାରାୟଣପୁର ଶାସନରେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସ୍ୱତନ୍ତ୍ର ସାତ ଦିନିଆଁ ଜାତୀୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ସ୍ଥାନୀୟ ଉପଜିଲ୍ଲାପାଳ ଉମାକାନ୍ତ ପରିଡା ଆନୁଷ୍ଠାନିକ ଭାବେ ଉଦଘାଟନ…

ହସ୍ତଶିଳ୍ପ ବଜାରରେ ବିପ୍ଳବ ଆଣିବ କେନ୍ଦୁଝର ଚାନ୍ଦୁଆ , ସୃଷ୍ଟିହେବେ ଲକ୍ଷପତି ଦିଦି

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହାନ୍ତ):ଓଡିଶା ସରକାରଙ୍କ ହସ୍ତଶିଳ୍ପ ,ବୟନ ଓ ହସ୍ତତନ୍ତ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା କେନ୍ଦୁଝର ସ୍ଥିତ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ଚାନ୍ଦୁଆ ତିଆରି କାର୍ଯ୍ୟକ୍ରମ ସଫଳତାର ସହିତ ଶେଷ ହୋଇଛି।…

ରିମୁଳି ମହାବିଦ୍ୟାଳୟରେ କ୍ୟାମ୍ପସ୍ ୟୁନିଟ୍ ୨୦୨୫-୨୬ ଗଠନ

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ ମହାନ୍ତ) : ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କେନ୍ଦୁଝର ନଗର ତରଫରୁ ରିମୁଳି ମହାବିଦ୍ୟାଳୟରେ କ୍ୟାମ୍ପସ୍ ୟୁନିଟ୍ ୨୦୨୫-୨୬ ଗଠନ କରାଯାଇଅଛି। ଏଥିରେ କ୍ୟାମ୍ପସ୍ ୟୁନିଟ୍ ର ସଭାପତି ଭାବେ ବାଦଲ କୁମାର ମହାନ୍ତ ତଥା ଉପସଭାପତି…

ଯୋଡ଼ା ବ୍ଲକରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ

କେନ୍ଦୁଝର/ଯୋଡ଼ା(ସୀତାରାମ ଦୀକ୍ଷିତ) :କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ପ୍ରାଙ୍ଗଣରେ ବୁଧବାର ଦିନ ସମସ୍ତ ପଞ୍ଚାୟତ ଏବଂ ଯୋଡ଼ା ପୌରପାଳିକା କୁ ନେଇ ଏକ ସ୍ୱତନ୍ତ୍ର ଭିନ୍ନକ୍ଷମ ସ୍ୱାସ୍ତ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରର ଉଦ୍ଦେଶ୍ୟ ଥିଲା ଭିନ୍ନକ୍ଷମ,ଦିବ୍ୟାଙ୍ଗ ଓ ଦୃଷ୍ଟିହୀନ…

ଭଦ୍ରାସାହିରେ ପରିମଳ ସମସ୍ୟା ଉପରେ ବୈଠକ, ବଜାର କମିଟି ଗଠନ

କେନ୍ଦୁଝର/ବଡ଼ବିଲ (ସୀତାରାମ ଦୀକ୍ଷିତ): କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଭଦ୍ରାସାହି ପଞ୍ଚାୟତରେ ପରିମଳ ବ୍ୟବସ୍ଥା ଠପ୍ ହୋଇଯାଇଥିବା ନେଇ ଖବର ପ୍ରସାରଣ ହେବା ପରେ ଆଜି ପଞ୍ଚାୟତର ନିଦ ଭାଙ୍ଗିଥିବା ଦେଖିବାକୁ ମିଳିଛି  । ଆଜି ଭଦ୍ରାସାହି କଲ୍ୟାଣ ମଣ୍ଡପ ଠାରେ…

ଚମ୍ପୁଆ ରେଞ୍ଜ ପକ୍ଷରୁ ପରିବେଶ ସଚେତନତା କାର୍ଯ୍ୟକ୍ରମ

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ ମହାନ୍ତ):ଚମ୍ପୁଆ ବନାଞ୍ଚଳ ପକ୍ଷରୁ ଚମ୍ପୁଆ ଉପଖଣ୍ଡରେ ପରବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଉଦଘାଟନ କରାଯାଇଛି । ଏହି ଅବସରରେ ଚମ୍ପୁଆ ରେଞ୍ଜ କାର୍ଯ୍ୟାଳୟଠାରେ ମାଆଙ୍କ ନାମରେ ବୃକ୍ଷଟିଏର ଏକ ସଚେତନତା ରଥର ଶୁଭ ଉଦଘାଟନ କରାଯାଇଥିଲା । ଏଥିରେ…

ଚମ୍ପୁଆ ଅବକାରୀ ବିଭାଗ ଓ ପୁଲିସର ମିଳିତ ଚଢାଉ

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ ମହାନ୍ତ) : ଚମ୍ପୁଆ ଅବକାରୀ ବିଭାଗ ଓ ପୁଲିସ ବିଭାଗ ପକ୍ଷରୁ ମିଳିତ ଅବକାରୀ ଚଢାଉ କରାଯାଇଥିବା ସୂଚନା ରହିଛି । କେନ୍ଦୁଝର ଅବକାରୀ ଅଧୀକ୍ଷକ ସୀତାରାଣୀ ପଟାୟତଙ୍କ ନିର୍ଦ୍ଦେଶକ୍ରମେ ଚମ୍ପୁଆ ଅବକାରୀ ନିରୀକ୍ଷକ ଏଚ ଜଗା ରାଓଙ୍କ…

error: Content is protected !!