ମହିଳାଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ କରି ପୁଣି ବନ୍ଧାହେଲେ ୟୁଟ୍ୟୁବର ଶଙ୍କର ଓମ୍‌ ସରଣ

ଭୁବନେଶ୍ୱର : ପୂର୍ବରୁ ଅନେକ ସମୟରେ ନିଜ ଟିପ୍ପଣୀ ପାଇଁ ହରଡ ଘଣାରେ ପଡ଼ିଥିବା ପୁଣି ୟୁଟ୍ୟୁବର ଶଙ୍କର ଓମ୍‌ ସରଣ ଓରଫ ଉମାଶଙ୍କର ପାଣିଗ୍ରାହୀ ପୁଣି ଗିରଫ ହୋଇଛନ୍ତି। ପୂର୍ବରୁ ବିଭିନ୍ନ ଘଟଣାରେ ଯଥା ବିଭିନ୍ନ ଜିଲ୍ଲାର ଝିଅଙ୍କ ଉପରେ…

ବୁଗୁଡ଼ା ଥାନା ଇଲାକାରେ ବଢୁଛି ଜୁଆଆଡ଼ା

ବୁଗୁଡ଼ା (ରିପୋର୍ଟ – ସୋରେନ କୁମାର ପ୍ରଧାନ) ପାର୍ବଣ ଋତୁରେ ପରମ୍ପରା ନାଁରେ ବୁଗୁଡ଼ା ଥାନା ଅଧୀନ ବିଭିନ୍ନ ଗ୍ରାମାଞ୍ଚଳରେ ଜୁଆଆଡ଼ା ସଂଖ୍ୟା ବଢ଼ିବାରେ ଲାଗିଛି। ଲକ୍ଷାଧିକ ଟଙ୍କାର ଜୁଆ ଖେଳ ଚାଲୁଥିବା ବେଳେ ପୁଲିସ ଧରପଗଡ଼କୁ ବ୍ୟାପକ କରୁ ନଥିବା…

ଓକିଲଙ୍କୁ ଆକ୍ରମଣ ମାମଲା ପୋଲିସ ହାତରେ ଜଣେ ଅଭିଯୁକ୍ତ

ବୁଗୁଡ଼ା (ରିପୋର୍ଟ – ସୋରେନ କୁମାର ପ୍ରଧାନ):ବୁଗୁଡାର ଓକିଲ ଆଶିଷ କୁମାର ରାଉତଙ୍କୁ ଗତ ୨୪/୯/୨୪ ତାରିଖ ଦିନ ମାରଣାତ୍ମକ ଆକ୍ରମଣ କରିବା ସହ ପାଞ୍ଚ ହଜାର ଟଙ୍କା ଓ ମୋବାଇଲ ଲୁଟିନେଇ ତିନିଜଣ ଦୁର୍ବୁତ୍ତ ଫେରାର ହୋଇଯାଇଥିଲେ। ଦୀର୍ଘ ୧୪…

ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀ ବ୍ରତ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ

ପୁରୀ (ସମୀର ରଞ୍ଜନ ନାୟକ) ଚଳିତ ମାସ ୧୮ ତାରିଖରୁ ଆରମ୍ଭ ହେବ କାର୍ତ୍ତିକ ମାସର ରାଈ ଦାମୋଦର ବ୍ରତ ବା ହବିଷ୍ୟାଳୀ ବ୍ରତ । ମା ମାନେ ଏକମାସ ଧରି ୪ ଗୋଟି ହବିଷ୍ୟାଳୀ ନିବାସ ଯଥା ବୃନ୍ଦାବତୀ ନିବାସ,ଅକ୍ଷୟ…

ମା ସୁରେଶ୍ଵରୀଙ୍କ ପୀଠରେ ଆୟୋଜିତ ନବ ଦିନାତ୍ମକ ଚଣ୍ଡୀ ଯଜ୍ଞ ଉଦଯାପିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) ସମଗ୍ର ବିଶ୍ୱର କଲ୍ୟାଣ ଓ ଜିଲ୍ଲାର ବିକାଶ ପାଇଁ ସୋନପୁରର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ଵରୀ ଙ୍କ ପୀଠରେ ନବରାତ୍ରି ଅବସରରେ ଗତ ୩ ତାରିଖରୁ ୧୨ ତାରିଖ ଦଶହରା ଯାଏ ଅନୁଷ୍ଟିତ ହୋଇଥିବା ନବ…

ରଥପୁର ଦୁର୍ଗାପୂଜା କମିଟି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ଅନ୍ତର୍ଗତ ରଥପୁର ସ୍ଥିତ ଦୁର୍ଗାପୂଜା କମିଟି ଓ ମାହେଶ୍ଵରୀ ସେନା ର ମିଲିତ ଆନୁକୁଲ୍ୟରେ ସ୍ଥାନୀୟ ଦୁର୍ଗା ମଣ୍ଡପ ଠାରେ ସ୍ବେଚ୍ଛାକୃତ ରକ୍ତଦାନ…

ପୁରୀ ବୈଷ୍ଣବୀ ଦେବୀ ମନ୍ଦିରରେ ଦଶହରା ପୂଜା ଧୂମଧାମ ର ସହିତ ପାଳନ

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ) :ପୁରୀ ଭିଆଇପି ରୋଡ଼ ସ୍ଥିତ ଶକ୍ତି ଇଣ୍ଟରନେସନାଲ ହୋଟେଲ ସାଇଡ ଗଳିରେ ମା ବୈଷ୍ଣବୀ ଦେବୀଙ୍କ ମନ୍ଦିରରେ ସପ୍ତମୀ, ଅଷ୍ଟମୀ, ନବମୀ ଏବଂ ବିଜୟା ଦଶମୀ ପୂଜା ଧୂମଧାମ ର ସହିତ…

ମାଲେସିଆ ଆନ୍ତର୍ଜାତିୟ ଓପନ୍ ଆଥଲେଟିକ୍ସ ଚାମ୍ପିଅନସିପ୍ ରେ ସନ୍ତୋଷ କୁମାରଙ୍କୁ ରୌପ୍ୟ

ବରଗଡ (ରିପୋର୍ଟ – ମୁକୁନ୍ଦ ଦାସ ) : ମାଲେସିଆର କୁଆଲାଲୁମ୍ପୁର ଠୀରେ ଆୟୋଜିତ ହୋଇଥିବା ଓପନ ଆଥଲେଟିକ୍ସ ଚାମ୍ପିଅନସିପ୍ରେ ପ୍ରଥମ ଦିନରେ ଶ୍ରୀ ପଧାନ ତାଙ୍କର ବ୍ୟକ୍ତିଗତ ଇଭେଣ୍ଟ ଲମ୍ବ ଡିଆଁ ଏବଂ ଉଚ୍ଚ ଡିଆଁରେ ଦ୍ଵିତୀୟ ସ୍ଥାନ ଅଧିକାର…

କୋଟସମଲାଇରେ ସାର୍ବଜନୀନ ଦୁର୍ଗାପୂଜା,ଚଳିତ ବର୍ଷ ୫୦ ବର୍ଷରେ ପଦାର୍ପଣ

ସୁବର୍ଣ୍ଣପୁର (ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ଠାରେ ଚଳିତ ବର୍ଷ ୫୦ତମ ଦୁର୍ଗାପୂଜା ଅନୁଷ୍ଠିତ ହୋଇଯାଇଛି। ୧୯୭୫ମସିହାରୁ ନିରବଚ୍ଛିନ୍ନ ଭାବରେ ମହାସମାରୋହରେ ଦୁର୍ଗାପୂଜା ହେଉଅଛି। ଚଳିତବର୍ଷ ୫୦ତମ ହୋଇଥିବାରୁ ଦୁର୍ଗାପୂଜା ସୁବର୍ଣ୍ଣ ଜୟନ୍ତୀ ପାଳନ…

ନବରାତ୍ରର ଅନ୍ତିମ ଦିନରେ ମା’ ସୁରେଶ୍ଵରୀ ଙ୍କ ମହିଷାମର୍ଦ୍ଦିନୀ ବେଶ

ସୁବର୍ଣ୍ଣପୁର (ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ) “ଯାଦେବୀ ସର୍ବଭୂତେଷୁ ଦୁର୍ଗା ରୂପେଣସଂସ୍ଥିତା ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋନମଃ”ହିନ୍ଦୁଧର୍ମାବଲମ୍ବୀଙ୍କ ପାଇଁ ଶାରଦୀୟ ନବରାତ୍ର ପୂଜା ବହୁତ ପବିତ୍ର ଓ ମହତ୍ତ୍ୱପୁର୍ଣ୍ଣ କୁହାଯାଏ।ଏହି ସମୟରେ ପୂଜାର୍ଚ୍ଚନା କରାଯିବା ଦ୍ୱାରା ମନୋବାଞ୍ଛିତ ଫଳପ୍ରାପ୍ତ ହୁଏ ବୋଲି ପୁରାଣଗ୍ରନ୍ଥ…

error: Content is protected !!