ପୁରୀ ରଥଯାତ୍ରା ରେ ବଡ଼ଶଙ୍ଖ ଠାରୁ ବସଷ୍ଟାଣ୍ଡ ବ୍ୟବସାୟିକ ଷ୍ଟଲ ମନା – ହାଇକୋର୍ଟ

କଟକ: ରଜତ କୁମାର ସାହୁ ମାନ୍ୟବର ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଖଲ କରିଥିଲେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ସମୟରେ ଲକ୍ଷାଧିକ ଭକ୍ତଙ୍କ ସମାବେଶ କାରଣରୁ ପୁରୀ ବଡ଼ ଶଂଖ ଠାରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ଵରେ ପୁରୀ ମ୍ୟୁନିସିପାଲିଟି…

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ସମୀକ୍ଷା ବୈଠକ ଅନୁଷ୍ଠିତ

ପୁରୀ :ବିଶ୍ଵପ୍ରସିଦ୍ଧ ରଥଯାତ୍ରାର ପ୍ରସ୍ତୁତି ଉପରେ ସମୀକ୍ଷା କରିବା ପାଇଁ ପୁରୀ ଟାଉନ୍ ହଲ୍ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ “ସ୍ଵତନ୍ତ୍ର ସମୀକ୍ଷା ବୈଠକ” ପୁରୀ ଟାଉନ ହଲ ଠାରେ ଅନୁଷ୍ଠିତ…

ଚଳିତ ବର୍ଷ ରଥଯାତ୍ରାରେ ମୁତୟନ ହେବେ ୧୮୦ ପ୍ଲାଟୁନ ପୋଲିସ

ପୁରୀ :ରଥଯାତ୍ରା ସୁପରିଚାଳନା ନିମନ୍ତେ ସମସ୍ତ ବ୍ୟବସ୍ଥା କଡାକଡି କରାଯାଉଛି ରଥଯାତ୍ରାର ସୁପରିଚାଳନା ନିମନ୍ତେ ୯୦ ଜଣ ଅଫିସରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ତହସିଲଦାର, ବିଡିଓ, ପୌର ନିର୍ବାହୀ ଅଧିକାରୀ ପ୍ରମୁଖ ୯୦ ଜଣ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କୁ ନିୟୋଜିତ କରିଛନ୍ତି…

ରଥଯାତ୍ରା ପାଇଁ ଆସୁଥିବା ଭକ୍ତଙ୍କ ଗଣନା ହେବ : ଉପମୁଖ୍ୟମନ୍ତ୍ରୀ

ପୁରୀ :ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ଯୋର ସୋରରେ ଚାଲିଛି l ଧିରେ ଧୀରେ ଭକ୍ତଙ୍କ ଆଗ ମନ ହେଲାଣି ତେବେ ଜୁଲାଇ ୭ ତାରିଖ ଦିନ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ଏଥି ପାଇଁ ସରକାର, ପ୍ରଶାସନ…

ବିଦାୟକାଳୀନ ସମ୍ଭର୍ଦ୍ଧନା

ପୁରୀ :ସୁରଜମଲ ଶାହ ମହାବିଦ୍ୟାଳୟରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭାରେ ଇଂରାଜୀ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ବିଜୟ କୁମାର ପଟ୍ଟନାୟକଙ୍କ ବିଦାୟକାଳୀନ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଡ଼ ଶ୍ରୀ କୁମାର ପାଠୀ ଅଧ୍ୟକ୍ଷତା…

ଓଡ଼ିଶାରେ ପି. ସି. ସଂସ୍କୃତିର ଅନ୍ତ ସୁନିଶ୍ଚିତ କରିବେ ମୋହନ ଚରଣ ମାଝୀ

ଭୁବନେଶ୍ୱର:ଦୁର୍ନୀତି ବିରୋଧରେ ଏକ ଦୃଢ଼ ବାର୍ତ୍ତା ଦେଇ ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର କହିଛନ୍ତି ଯେ ନୂତନ ବିଜେପି ସରକାର ଏହା ସୁନିଶ୍ଚିତ କରିବେ ଯେ ରାଜ୍ଯରେ ‘ପିସି’ (ପ୍ରତିଶତ କାଟିବା) ସଂସ୍କୃତି ରହିବ ନାହିଁ ଏବଂ ଯେଉଁମାନେ ଏହିପରି…

A1 କୃତି ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା

ପୁରୀ :ଦେଶ ଓ ଜାତିକୁ ଶ୍ରେଷ୍ଠ ଭାବେ ଗଢି ତୋଳିବାରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଭୂମିକା ଅବର୍ଣ୍ଣନୀୟ । ସେମାନଙ୍କୁ ଯଥୋଚିତ ସମ୍ମାନ ପ୍ରଦାନ କରାଯିବା ସହ ଶିକ୍ଷାନୁଷ୍ଠାନ ରେ ଥିବା ସମସ୍ୟା ଗୁଡ଼ିକର ଉପଯୁକ୍ତ ଭାବରେ ସମାଧାନ କରାଗଲେ ନିଶ୍ଚିତ…

ଖୋର୍ଦ୍ଧା ବ୍ଲକରେ ମିଳିତ ଜନ ଶୁଣାଣି ଅନୁଷ୍ଠିତ

ଖୋର୍ଦ୍ଧା: ଖୋର୍ଦ୍ଧା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜିର ପ୍ରତ୍ୟେକ୍ଷ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜି ମୋଟ 89ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ 76ଟି ଅଭିଯୋଗ ବ୍ୟକ୍ତିଗତ ଥିଲା ଓ ବାକି 08ଟି…

ଦଶମୂଳ ମୋଦକ ପ୍ରସ୍ତୁତି ପରେ ଶ୍ରୀମନ୍ଦିରକୁ ବିଜେ

ପୁରୀ: ଶ୍ରୀ ବିଗ୍ରହ ମାନେ ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନବେଦୀରେ ୧୦୮ ଗରା ସୁବାଷିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡିତ ହୋଇ ଅଣସର ପିଣ୍ଡୀରେ ଅବସ୍ଥାନ କରିଛନ୍ତିି । ମହାପ୍ରଭୁଙ୍କ ସେବକ ଦଇତାପତି ଏବଂ ପତି ମହାପାତ୍ର…

ଅଖିଳ ଭାରତୀୟ ମଜଦୁର ସଙ୍ଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ପୁରୀ :ଅଖିଳ ଭାରତୀୟ ମଜଦୁର ସଂଘ ର କାର୍ଯ୍ୟକାରିଣୀ ବୈଠକ 28/6ରୁ ଆରମ୍ଭ ହୋଇ 30/6ରେ ପୁରୀ ଜାନକି ରେସିଡେଣ୍ଟ ପରିସର ରେ ଶେଷ ହୋଇଥି ଲା l ଏହି କାର୍ଯ୍ୟକ୍ରମ ରେ ସିମେଣ୍ଟ ମହାସଙ୍ଗର ପ୍ରତିକ ମାସ ର ପ୍ରତିକ…

error: Content is protected !!