ଶ୍ରୀବଳଭଦ୍ରଙ୍କୁ ପକାଇ ଦେବା ଘଟଣା; ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଆଇନ ମନ୍ତ୍ରୀ

ପୁରୀ :ବଡଠାକୁର ଶ୍ରୀବଳଭଦ୍ର ଚାରମାଳ ଉପରେ ଝୁଙ୍କିପଡିବା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇଛନ୍ତି ଆଇନମନ୍ତ୍ରୀ । କହିଛନ୍ତି, ଏଯାଏଁ ରଥଯାତ୍ରାର ସବୁ ବ୍ୟବସ୍ଥାକୁ ସୁରୁଖରୁରେ କରାଯାଇଛି । ଆଡପ ବିଜେ ସମୟରେ ଯାହା ଘଟିଛି ତାହା ସମାନ୍ୟ ଏକ ଦୁର୍ଘଟଣା ।ଆହତ…

ରାଜ୍ୟ ସରକାରଙ୍କ ଅନୁମତି ମିଳିଲେ ରତ୍ନଭଣ୍ଡାର ଖୋଲାଯିବ: ବୀରବିକ୍ରମ ଯାଦବ

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଆଜି ଅନୁଷ୍ଠିତ ହୋଇ ଥିଲା ଏହି ବୈଠକ ଶେଷ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ ଗଣମାଧ୍ୟମ କୁ ପ୍ରତିକ୍ରିୟା କହିଛନ୍ତି। ମୋଡ଼ାଲିଟିଜ୍ ଫାଇନାଲ ହୋଇଛି। ରତ୍ନଭଣ୍ଡାର ତଦାରଖ କମିଟିର ଏସଓପି…

ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି। ଆଜିଠୁ ଜନ୍ମବେଦିରେ ମହାପ୍ରଭୁଙ୍କ ଆଡ଼ପ ଦର୍ଶନ

ପୁରୀ : ମହାପ୍ରଭୁଙ୍କ ଆଡ଼ପ ଦର୍ଶନ ଆରମ୍ଭ ହୋଇଛି। ସକାଳ ଆଳତି ପରେ ଏଭଳି ଦର୍ଶନ ଆରମ୍ଭ ହୋଇଛି। ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । କଥିତ ଅଛି ଶ୍ରୀମନ୍ଦିରରେ ଦଶବର୍ଷ ଦର୍ଶନ କଲେ ଯାହା ଫଳ ମିଳେ,…

ଆଡ଼ପ ବିଜେ ବେଳେ ଖସିପଡ଼ିଲେ ପ୍ରଭୁ ବଳଭଦ୍ର ।ପାଞ୍ଚ ଜଣ ସେବାୟତ ଆହତ

ପୁରୀ :ଆଡ଼ପ ବିଜେ ବେଳେ ଖସିପଡ଼ିଲେ ପ୍ରଭୁ ବଳଭଦ୍ର । ଆହତ ସେବାୟତଙ୍କୁ ଆମ୍ବୁଲାନ୍ସ ଯୋଗେ ନିଆଗଲା ହସ୍ପିଟାଲ lଶ୍ରୀକ୍ଷେତ୍ରର ଶରଧାବାଲିରେ ମଙ୍ଗଳବାର ଆଡ଼ପ ପହଣ୍ଡି ସମୟରେ ଅଘଟଣ ଘଟିଛି। ବଡ଼ଠାକୁର ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବିଜେ ନୀତି ବେଳେ ଏହି…

ମହାପ୍ରଭୁ ଜଗନ୍ନାଥଙ୍କୁ ପୁଣି ଅସଂମ୍ମାନ କଲେ ତ୍ହ୍ୟୁମାନ ସାଗର

କଟକ :ଓଡ଼ିଆ ସଂଗୀତରେ ଆଧୁନିକ ଓ ଚଳଚିତ୍ର ଗାୟକ ହିସାବରେ ଏହି ନାଁ ଟି ଖୁବ ପ୍ରସିଦ୍ଧି ଲାଭ କରିଛି। ଟିଭି ରିୟାଲିଟି ସୋ ରୁ ସଂଗୀତ ଜଗତରେ ପ୍ରବେଶ କରିଥିଲେ। ନିଜ ସୁମଧୁର ସ୍ୱର ପାଇଁ କମ ଦିନରେ ସମସ୍ତଙ୍କ…

ସୂଚନା ଓ ଲୋକ ସମ୍ପର୍କ ନିର୍ଦ୍ଦେଶକଙ୍କ ସୂଚନା କେନ୍ଦ୍ର ପରିଦର୍ଶନ

ପୁରୀ: ପବିତ୍ର ରଥଯାତ୍ରା ଅବସରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ୧୩ ଟି ଅସ୍ଥାୟୀ ସୂଚନା କେନ୍ଦ୍ର ଖୋଲା ଯାଇଛି।ସୂଚନା ଓ ଲୋକ ସମ୍ପର୍କ ନିର୍ଦ୍ଦେଶକ ସରୋଜ କୁମାର ସାମଲ ଆଜି ପୂର୍ବାହ୍ନରେ ବଳଗଣ୍ଡି, ବଡ ଶଖଂ ଓ…

ଭକ୍ତିମୟ ପରିବେଶ ମଧ୍ୟରେ ଶ୍ରୀବିଗ୍ରହଙ୍କ ତିନି ରଥ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଛନ୍ତି ।

ପୁରୀ: ଦୁଇଦିନର ଯାତ୍ରା ପରେ ଶେଷରେ ଜନ୍ମସ୍ଥାନରେ ପହଞ୍ଚିଛନ୍ତି ଚତୁର୍ଦ୍ଧା ମୂରତି । ବଡଦାଣ୍ଡର ଜନସମୁଦ୍ର ଭିତର ଦେଇ ଅତି ପ୍ରତିକ୍ଷିତ ଶରଧାବାଲିରେ ପହଞ୍ଚିଛି ତିନି ଠାକୁରଙ୍କ ତିନି ରଥ । ତେଣୁ ଜନ୍ମସ୍ଥାନରେ ଏବେ ଭିନ୍ନ ମାହୋଲ । ହୁଳହୁଳି…

ରଥଯାତ୍ରା ଇତିହାସରେ ପ୍ରଥମ ଥର ରଥ ଟାଣିଲେ ରାଷ୍ଟ୍ରପତି

ପୁରୀ :ରଥଯାତ୍ରା ଇତିହାସରେ ପ୍ରଥମଥର ରାଷ୍ଟ୍ରପତି ଟାଣିବାକୁ ଆସିଲେ ରାଷ୍ଟ୍ରପତି।ପୂର୍ବ ନିର୍ଧାରଣ କାର୍ଯ୍ୟକ୍ରମ ଅନୁଯାୟୀ ରାଷ୍ଟ୍ରପତିଙ୍କ ଗସ୍ତ ଥିଲା। ଅପରାହ୍ଣ ପ୍ରାୟ ସାଢ଼େ ୨ଟାରେ ସୁରକ୍ଷା ଭିତରେ ଆସି ଶ୍ରୀମନ୍ଦିର ନିକଟରେ ପହଞ୍ଚିଥିଲେ। ପରେ ପ୍ରଣାମ ଜଣାଇ ଓ ହାତ ଟେକି…

ରଥଯାତ୍ରା ଉପଲକ୍ଷେ ସ୍ଵାସ୍ଥ୍ୟ ଶିକ୍ଷା ପ୍ରଦର୍ଶନୀର ଶୁଭଉଦଘାଟନ

ପୁରୀ :ପବିତ୍ର ରଥଯାତ୍ରା ୨୦୨୪ ଉପଲକ୍ଷେ ପୁରୀ ବଡଦାଣ୍ଡର ବଡ଼ଶଙ୍ଖ ଠାରେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏକ ସ୍ଵାସ୍ଥ୍ୟ ଶିକ୍ଷା ପ୍ରଦର୍ଶନୀ ଆୟୋଜନ କରାଯାଇଛି l ଏଥିରେ ସଂକ୍ରାମକ ରୋଗ, ଅଣସଂକ୍ରାମକ ରୋଗ, ମାତୃ ଓ ଶିଶୁ…

ଶ୍ରୀକ୍ଷେତ୍ର ରଥଯାତ୍ରାରେ ଅଣନିଶ୍ୱାସୀ ହୋଇ ଶ୍ରଦ୍ଧାଳୁ ମୃତ,୪ଲକ୍ଷ ସହାୟତା ଘୋଷଣା

ପୁରୀ: ଚଳିତ ରଥଟଣା ବେଳେ ଘଟିଲା ଅଘଟଣ। ତାଳଧ୍ୱଜ ରଥଟଣା ସମୟରେ ଜଣେ ପୁରୁଷ ଭକ୍ତ ଅଣନିଃଶ୍ୱାସୀ ହୋଇ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମଳିଛି। ହେଲେ ଶ୍ରଦ୍ଧାଳୁଙ୍କ ପରିଚୟ ଜଣାପଡି ନାହିଁ।ମିଳିଥିବା ସୂଚନା ମୁତାବକ, ତାଳଧ୍ୱଜ ରଥଟଣା ବେଳେ ପ୍ରବଳ…

error: Content is protected !!