ଅଭାବି ପରିବାର କୁ ସହଯୋଗ ର ହାତ ବଢାଇଲେ ସମାଜ ସେବୀ ଶ୍ରୀମନ୍ତ ତ୍ରିପାଠୀ !

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ ମହାନ୍ତ):ଚମ୍ପୁଆ ବ୍ଲକ ସରେଇ ପଞ୍ଚାୟତ ଅନ୍ତର୍ଗତ ସରେଇ ଗ୍ରାମରେ ଏହି ନିକଟରେ ଏକ ବହୁ ଦୁଃଖଦାରୁଣୀୟ ଘଟଣା ସମସ୍ତ ଅଞ୍ଚଳ ବାସୀଙ୍କୁ ଦୁଃଖ ମୟ କରିଛି l ଗ୍ରାମର ଏକ ପରିବାର ମୁଖ୍ୟ ସ୍ୱର୍ଗତ ସଂଜିତ ନାଏକ କିଡ୍ନୀ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ।

ପୁରୀ (ଜିତେନ୍ଦ୍ର କୁମାର ସାବୁତ ):: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ । ପାଣି ନେଲା ବେଳେ ପଡିଗଲେ ଆପଟ ସେବକ, ପଡିଯିବା ପରେ ଭିତରକାଠରେ ରକ୍ତ ଛିଟା ପଡ଼ିଥିବାରୁ ହୋଇଛି ମହାସ୍ନାନ । ଯାହାଫଳରେ କିଛି ସମୟ ପାଇଁ ସର୍ବସାଧାରଣ…

ତରଭା ବ୍ଲକରେ ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ମହୋତ୍ସବ ପାଳିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ସୁବର୍ଣ୍ଣପୁର ପକ୍ଷରୁ ତରଭା ବ୍ଳକ୍ ର ବଘିଆ ଗ୍ରାମ ପଞ୍ଚାୟତ ର ସରଧା ପାଲି ଓ ଚାରଭଟା ପଞ୍ଚାୟତ ର କୁଲଥିଆ ପଦର ଗ୍ରାମ ରେ ଜଳ…

ବୁଗୁଡ଼ା ବନାଞ୍ଚଳ ପକ୍ଷରୁ ବିଶ୍ଵ ବନ ଦିବସ ପାଳନ

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ):ଗଞ୍ଜାମ ଜିଲ୍ଲାର ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡା ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ମାର୍ଚ୍ଚ ୨୧ ତାରିଖ ଦିନ ବିଶ୍ବ ବନ ଦିବସ ପାଳନ ହୋଇଯାଇଛି। ବିଶ୍ବ ବନ ଦିବସ ଉପଲକ୍ଷେ ବୁଗୁଡା ବନାଞ୍ଚଳ ପରିସରରେ ଏକ…

ପୁରୀରେ ବିପୁଳ ପରିମାଣର ବାଣ ଜବତ

ପୁରୀ (ଜିତେନ୍ଦ୍ର କୁମାର ସାବୁତ) : ନବକଳେବର ରୋଡ ଅଂଚଳରେ ଚଢ଼ାଉ କରି ବିପୁଳ ପରିମାଣର ବାଣ ଜବତ କରିଛି ପୁରୀ ପୋଲିସ। ବିପୁଳ ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି! ଅବସରପ୍ରାପ୍ତ ପୋଲିସ ଡିଏସପି ଚକ୍ରଧର ମହାପାତ୍ରଙ୍କ ପୁଅ ସନ୍ତୋଷ…

ପାପୁଡିଆ ମଠ ଠାରେ ରାଷ୍ଟ୍ର ସେବା ଟ୍ରଷ୍ଟ ସେବା ସମର୍ପଣ ଦ୍ୱାରା ପଖାଳ ଦିବସ ଆୟୋଜିତ

ପୁରୀ (ଜିତେନ୍ଦ୍ର କୁମାର ସାବୁତ): ବିଶ୍ଵ ପଖାଳ ଦିବସ ଅବସରରେ ପାପୁଡିଆ ମଠ ଠାରେ ରାଷ୍ଟ୍ର ସେବା ଟ୍ରଷ୍ଟ ସେବା ସମର୍ପଣ ଦ୍ୱାରା ଆୟୋଜିତ ପଖାଳ ଦିବସ ରେ ସାଧୁ ସନ୍ଥ ମାନେ ମିଶି ପଖାଳ ଦିବସ ପାଳନ କଲେ |ପୁରୀ…

ଲକ୍ଷ୍ମୀ ବସ୍ କଣ୍ଡକ୍ଟରଙ୍କୁ ନିସ୍ତୁକ ମାଡ ଅଭିଯୋଗ, ୨ ଗିରଫ

ଗଞ୍ଜାମ/ବୁଗୁଡା(ସୋରେନ କୁମାର ପ୍ରଧାନ): ବୁଗୁଡ଼ାରୁ ଭାୟା ଅନ୍ତରପଡା ଦେଇ ଅରଖପୁର ଗାଁକୁ ଯାଉଥିବା ସରକାରୀ ଲକ୍ଷ୍ମୀ ବସର କଣ୍ଡକ୍ଟରଙ୍କୁ ନିସ୍ତୁକ ମାଡ ମାରିବା ଅଭିଯୋଗରେ ଗିରଫ ୨ ଜଣ କୋର୍ଟ ଚାଲାଣ ହୋଇଥିବା ଜଣାଯାଇଛି। ଗିରଫ ୨ ଜଣ ହେଲେ ମହୁଲପଲ୍ଲୀ…

ବରିଷ୍ଠ ନାଗରିକଙ୍କ ପରଲୋକ

କେନ୍ଦୁଝର/ପାଟଣା(ଦଶରଥ ବାରିକ୍) ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ସ୍ୱାମ ଶାସନର ନିତ୍ୟାନନ୍ଦ ଦାଶ(୮୨)ଙ୍କ ଆଜି ସକାଳେ ହୃତଘାତରେ ମୃତ୍ୟୁ ହୋଇ ଯାଇଛି। ଖବର ମିଳିଛି କି ଆଜି ସକାଳୁ ସେ ଘରେ ଖବର କାଗଜ ପଢ଼ୁଥିବା ବେଳେ ହୃତଘାତର ଶିକାର ହୋଇଥିଲେ।…

ଭାରସାମ୍ୟ ହରାଇ ମକା ମଞ୍ଜି ବୋଝେଇ ଟ୍ରକ ଦୁର୍ଘଟଣା

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ଗଞ୍ଜାମ ଜିଲ୍ଲାର ବୁଗୁଡା ପୋଲିସ ଥାନା ଅଧ୍ଵନସୁ ବାଲିପଦର ଫାଣ୍ଡି ଅଞ୍ଚଳରେ ଏକ ମକା ମଞ୍ଜି ବୋଝେଇ ଟ୍ରକ ପୋଚାଲୁଣ୍ଡି ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ଥ ହୋଇ ରାସ୍ତା କଡ଼କୁ ଓଲଟି ପଡିଥିବା ଜଣାପଡିଛି।…

ପୁରୀ ଜିଲ୍ଲାପାଳଙ୍କୁ ଇ-ମେଲ୍ ମାଧ୍ୟମରେ ସ୍ପଷ୍ଟୀକରଣ ରଖିଲେ ହେମାମାଳିନୀ

ପୁରୀ (ଜିତେନ୍ଦ୍ର କୁମାର ସାବୁତ) : ବଲିଉଡ ଅଭିନେତ୍ରୀ ତଥା ମଥୁରା ସାଂସଦ ହେମାମାଳିନୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନେଇ ବିବାଦ ପ୍ରସଙ୍ଗ । ବିବାଦକୁ ନେଇ ପୁରୀ ଜିଲ୍ଲାପାଳଙ୍କୁ ଇ-ମେଲ୍ ମାଧ୍ୟମରେ ସ୍ପଷ୍ଟୀକରଣ ରଖିଲେ ହେମାମାଳିନୀ । ମୁଁ ସନାତନୀ…

error: Content is protected !!
Powered by Joinchat