ଚମ୍ପୁଆ/କେନ୍ଦୁଝର (ପ୍ରଦୀପ କୁମାର ମହନ୍ତ) : ଚମ୍ପୁଆ ଚନ୍ଦ୍ରଶେଖର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପ୍ରାଥମିକ ଚିକିତ୍ସା ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ବାଳିକା ବିଭାଗରେ ବିଦ୍ୟାଳୟର ଦଳ ଦଳଗତ ଚମ୍ପିଆନ ହୋଇଥିବାବେଳେ ବାଳକ ବିଭାଗରେ ଦଳ ଦ୍ୱିତୀୟ ସ୍ଥାନ ଅଧିକାର…
Category: ରାଜ୍ୟ
ଶାନ୍ତିଶୃଙ୍ଖଳାରେ ଗଣେଶ ପୂଜା ପାଇଁ ବୁଗୁଡ଼ା ଥାନାରେ ବୈଠକ
ବୁଗୁଡ଼ା/ଗଞ୍ଜାମ (ସୋରେନ କୁମାର ପ୍ରଧାନ): ଆସନ୍ତା ଗଣେଶ ପୂଜା ଓ ବିସର୍ଜନ ଉତ୍ସବକୁ ଶାନ୍ତିଶୃଙ୍ଖଳା ପରିସ୍ଥିତି ବଜାୟ ରଖି ପାଳନ କରିବା ନେଇ ଆଜି ବୁଗୁଡ଼ା ଥାନା ପରିସରରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୁଗୁଡ଼ା ଥାନାଧିକାରୀ ସୀତାଂଶୁ…
ବିଟକାଳ ଶବ୍ଦ କରୁଥିବା ଗାଡ଼ି ଉପରେ ପୋଲିସର ଚଢ଼ାଉ, ୩୩ ଗାଡ଼ିରୁ ₹୨,୦୦,୫୦୦ ଜରିମାନା
ତାଳଚେର(ଅଜିତ କୁମାର ଭୋଇ) : ଅପରେସନ ‘ସୁରକ୍ଷା’ ଅଧୀନରେ ପରିବର୍ତ୍ତିତ ସାଇଲେନ୍ସର ଲଗାଇ ଅତ୍ୟଧିକ ଶବ୍ଦ ସୃଷ୍ଟି କରୁଥିବା ଯାନବାହନ ବିରୋଧରେ ତାଳଚେର ସବ୍-ଡିଭିଜନ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରାଯାଇଛି।ଏହି ଅଭିଯାନରେ ତାଳଚେର ଥାନା ପକ୍ଷରୁ ୧୫ଟି ଗାଡ଼ିରୁ ୭୫…
ଅସ୍ତିତ୍ୱ ହରାଉଛି ରାୟଗଡ଼ ଦୈନିକ ବଜାର।
ରାୟଗଡ (ଗୋପୀନାଥ ଗୌଡ଼): ତାରିଖ -ରାୟଗଡ ସହରର ବ୍ୟାବସାୟିକ ସ୍ଥଳର ମେରୁଦଣ୍ଡ କହିଲେ ଦୈନିକ ବଜାରକୁ ବୁଝାଏ। କିନ୍ତୁ, ଧିରେ ଧିରେ ଏହି ବଜାର ନିଜର ଅସ୍ତିତ୍ୱ ହରାଇବାକୁ ବସିଲାଣି। ଅନଲାଇନ୍ ସପିଙ୍ଗ, ଏବଂ ବିଭିନ୍ନ ମୋଲ୍ ଗୁଡ଼ିକ ଖୋଲିବା ଦ୍ୱାରା…
ଏମ୍ସିଏଲ୍ର ୧୬ତମ ଥଇଥାନ ଓ ପାରିପାର୍ଶ୍ୱିକ ଉନ୍ନୟନ ପରାମର୍ଶଦାତା କମିଟି ବୈଠକ
ଅନୁଗୋଳ (ଅଜିତ୍ କୁମାର ଭୋଇ): ମହାନଦୀ କୋଇଲା ଖଣି ସଂସ୍ଥା (ଏମ୍ସିଏଲ୍)ର ୧୬ତମ ଥଇଥାନ ଓ ପାରିପାର୍ଶ୍ୱିକ ଉନ୍ନୟନ ପରାମର୍ଶଦାତା କମିଟି (RPDAC) ବୈଠକ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…
ନୂତନ ଉପନଗରପାଳ ହେଲେ ଅନିତା
ତାଳଚେର(ଅଜିତ କୁମାର ଭୋଇ): ଓଡ଼ିଶା ମ୍ୟୁନିସ୍ ପାଲିଟ୍ ମାନୁଆଲର ସେକସନ ୯୧ ଓ ୯୨ ଅନୁଯାୟୀ ତାଳଚେର ପୌରପରିଷଦ କାଉନସିଲ ପକ୍ଷରୁ ୨୧ନଂ ୱାର୍ଡ଼ର କାଉନସିଲର ଅନିତା ବିଶ୍ୱାଳଙ୍କୁ ଉପନଗରପାଳ ଭାବେ ଦାୟୀତ୍ୱ ପ୍ରଦାନ କରାଯାଇଛି । ପ୍ରକାଶ ଥାଉକି ପୂର୍ବରୁ…
ଅନୁଗୋଳ ଛୁରୀ ଦେଖାଇ ଟଙ୍କା ଓ ମୋବାଇଲ ଲୁଟ୍ ଘଟଣାରେ ଦୁଇ ଗିରଫ
ଅନୁଗୋଳ (ଜିତେନ୍ଦ୍ର କୁମାର ସାବୁତ): ନାଲକୋ ଥାନା ଅନ୍ତର୍ଗତ କୁକୁଡାଙ୍ଗ ଗ୍ରାମ ନିକଟରେ ଥିବା ନାଲକୋ ଆସପଣ୍ଡ ନିକଟରେ ଦୁଇ ସାଙ୍ଗ ଫଟୋ ଉଠାଉଥିବା ବେଳେ ଗୋଟିଏ ପଲସର ବାଇକରେ ତିନିଜଣ ଆସି ଛୁରୀ ଦେଖାଇ ଇ ଦୁଇଟି ମୋବାଇଲ୍ ଓ…
ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ନବାଗତଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
ବୁଗୁଡ଼ା/ଗଞ୍ଜାମ (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ସମ୍ମିଳନୀ କକ୍ଷରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଭଗବାନ ଶତପଥୀଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ…
ପରିବେଶ ସଚେତନତା ସମ୍ପର୍କିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ
ଅନୁଗୁଳ (ଅଜିତ କୁମାର ଭୋଇ): ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଗୋଳ ଶାଖା ତରଫରୁ ପରିବେଶ ସଚେତନତା ସମ୍ପର୍କିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ଆୟୋଜିତ ସାଇକେଲ ରାଲି କୁ ପତାକା ଦେଖାଇ ଉଦଘାଟନ କରିଥିଲେ। ଏହି ସାଇକେଲ ରାଲିରେ ବିଭିନ୍ନ…
ଗଣେଶ ପୂଜା ପାଇଁ ଚଳଚଞ୍ଚଳ ବୁଗୁଡ଼ା, ସଜେଇ ହେଉଛି ଗାଁଠୁ ସହର
ବୁଗୁଡ଼ା/ଗଞ୍ଜାମ (ସୋରେନ କୁମାର ପ୍ରଧାନ):ଚଳିତ ମାସ ୧୪ ତାରିଖ ଆସନ୍ତା ସୋମବାର ଦିନ ପଡୁଛି ଗଣେଶ ପୂଜା ।ଏବେଠାରୁ ସଜେଇ ହେଲାଣି ବୁଗୁଡା ଅଞ୍ଚଳର ବିଭିନ୍ନ ଗ୍ରାମ। ବିଭିନ୍ନ ସ୍ଥାନରେ ଟେଣ୍ଟ ଭିଡା କାମ ଆରମ୍ଭ ହୋଇଯାଇଥିଲା ବେଳେ ମୂର୍ତ୍ତି ଗଢା…
