୧୦୮ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ :ରତ୍ନବେଦୀ ଛାଡ଼ି ସ୍ନାନ ବେଦୀରେ ୧୦୮ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି । ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ପାଳନ କରାଯାଏ । ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ୧୦୮ କଳସୀ ଜଳରେ ସ୍ନାନ…

ସ୍ନାନଯାତ୍ରା ପାଇଁ ପୁରୀରେ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା

ପୁରୀ : ପବିତ୍ର ସ୍ନାନଯାତ୍ରା ପାଇଁ ପୁରୀ ରେ ସମସ୍ତ ପ୍ରସ୍ତୁତି ସରିଛି l ତେବେ ସ୍ନାନଯାତ୍ରା ଦେବସ୍ନାନ ପୂର୍ଣ୍ଣମୀ। ଶୃଙ୍ଖଳିତ ସ୍ନାନଯାତ୍ରା ନେଇ ପୁରୀ ଏସପି ପିନାକ ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଲକ୍ଷାଧିକ ଭକ୍ତଙ୍କ ଆଗମନକୁ…

ଯୋଗ ଦିବସ ପାଳିତ

ପୁରୀ :ଭାରତ ବିକାଶ ପରିଷଦ ପୁରୀ, ଶିଳ୍ପ ତାଲିମ କେନ୍ଦ୍ର ପୁରୀ, ଏବଂ ଜିଲ୍ଲା ପ୍ରଶାସନ ପୁରୀ ସହଯୋଗରେ ଆନ୍ତର୍ଜାତିକ ଯୋଗ ଉତ୍ସବ ବ୍ଲୁ ଫ୍ଲାଗ ବିଚ୍ ଠାରେ ଅନୁଷ୍ଠିତ ହୋଇଛି। ପ୍ରତ୍ୟହ ଯୋଗ ଶିକ୍ଷା କରିବା ଭାରତୀୟ ସଂସ୍କୃତି, ପରମ୍ପରାର…

କ୍ୟାନ୍ସର ପୀଡ଼ିତାଙ୍କ ଉଦେଶ୍ୟ ରେ କେଶ ଦାନ

ଯାଜପୁର :କ୍ୟାନ୍ସର ପୀଡ଼ିତାଙ୍କ ମୁଁହରେ ହସ ଫୁଟାଇବା ପାଇଁ ପ୍ରୟାସ ଆରମ୍ଭ କରୁଛନ୍ତି। ସୋପଭା ଟ୍ରଷ୍ଟ । ତିନି ବର୍ଷ ଭିତରେ 27 ଟି କେଶୀ (WIG) କ୍ୟାନ୍ସର ପୀଡ଼ିତା ଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିବା ସହିତ 170 ଜଣ…

ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ :ଶ୍ରୀଜଗନ୍ନାଥ ମନ୍ଦିରକୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ଆସନ୍ତାକାଲି ଅର୍ଥାତ ଶୁକ୍ରବାର ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଦେବସ୍ନାନ ମଣ୍ଡପକୁ ପହଣ୍ଡି ବିଜେ ପାଇଁ ଶ୍ରୀବିଗ୍ରହମାନଙ୍କ ସେନାପଟା ଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ବଡ଼ସିଂହାର…

ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର

ପୁରୀ :ଆଜି ପୁରୀ ବାଲିନୋଳିଆ ସାହି ଅଧିବାସୀ ମାନେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ପହଂଚି ଜିଲ୍ଲାପାଳଙ୍କୁ ଦାବୀ ପତ୍ର ଦେଇଛନ୍ତି l ସୂଚନା ଯୋଗ୍ୟ ଯେ ପୁରୀ ମୁନ୍ସିପାଲଟି ୱାର୍ଡ ନମ୍ବର ଏଗାର ବାଲିନୋଳିଆ ସାହି ଦିଦେଶୀ ମଦ ଦୋକାନ ସ୍ତାନାନ୍ତିକରଣ…

ସର୍ବସାମ୍ମତି କ୍ରମେ ବାଚସ୍ପତି ନିର୍ବାଚିତ ହେଲେ ଶ୍ରୀମତୀ ସୁରମା ପାଢ଼ୀ

ଭୁବନେଶ୍ୱର :ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ହେଲେ ରଣପୁର ବିଧାୟିକା ସୁରମା ପାଢୀ । ସର୍ବସମ୍ମତି କ୍ରମେ ସୁରମା ପାଢୀ ବାଚସ୍ପତି ନିର୍ବାଚିତ ହୋଇଛନ୍ତି । ଏନେଇ ଘୋଷଣା କରିଛନ୍ତି କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସୁରମା ଭାଜପାର…

ଆଜି ମହାମହିମ ରାଷ୍ଟ୍ରପତିଙ୍କ ୬୬ତମ ଜନ୍ମଦିନ ,ଦିଲ୍ଲୀ ଜଗନ୍ନାଥ ମନ୍ଦିରରେ କଲେ ପୂଜାର୍ଚନା

ଭୁବନେଶ୍ୱର:ଓଡ଼ିଆ ମାଟିର ଗର୍ବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ୬୬ ବର୍ଷରେ ପାଦ ଥାପିଛନ୍ତି।ଜନ୍ମ ଦିବସ ଅବସରରେ ମହାମହିମ ରାଷ୍ଟ୍ରପତି ଦିଲ୍ଲୀ ଜଗନ୍ନାଥ ମନ୍ଦିରରେ ପୂଜାର୍ଚନା କରିଛନ୍ତି।୧୯୫୮ ମସିହା ଜୁନ ୨୦ରେ ମୟୂରଭଞ୍ଜ ଜିଲା ଉପରବେଡ଼ା ଗ୍ରାମର ଏକ ସାନ୍ତାଳୀ ପରିବାରରେ…

ଶିଶୁ ଶ୍ରମ ମୁକ୍ତ ଓଡିଶା ପାଇଁ ସଂକଳ୍ପ

ଭୁବନେଶ୍ୱର :ଆଜି ଖୋର୍ଦ୍ଧା ଜିଲ୍ଲାରେ ସକାଳ 9.30 ସମୟ ରେ ଜିଲ୍ଲାପାଳ ଚଞ୍ଚଳ ରାଣା ଜିଲ୍ଲା ଶ୍ରମ ଅଧିକାରୀ ଙ୍କ ତରଫରୁ ଆୟୋଜନ ହୋଇଥିବା ମୋବାଇଲ ଭ୍ୟାନ ଅଭିଯାନ ସଚେତନ ରଥକୁ ସବୁଜ ପତାକା ହଲାଇ ଶୁଭାରମ୍ଭ କରିଥିଲେ. ଶିଶୁ ଶ୍ରମକୁ…

ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ ଅନୁଷ୍ଠିତ।

ପୁରୀ :ପ୍ରାକୃତିକ ବିପର୍ଯ୍ୟୟ ଅପ୍ରତ୍ୟାଶିତ।ଏହା କୌଣସି ସମୟରେ ମଧ୍ୟ ଆସିପାରେ। ପ୍ରାକୃତିକ ବିପର୍ଯ୍ୟୟ କୁ ରୋକା ଯାଇ ପାରିବ ନାହିଁ।କିନ୍ତୁ ସତର୍କତା, ସଚେତନତା ଓ ପୂର୍ବ ପ୍ରସ୍ତୁତି ଦ୍ବାରା ଧନଜୀବନ ହାନି ଓ କ୍ଷୟକ୍ଷତି କୁ ରୋକିବା ସହ ବିପର୍ଯ୍ୟୟ କୁ…

error: Content is protected !!