ଭୁବନେଶ୍ୱର ( ରିପୋର୍ଟ- ସମୀର ରଞ୍ଜନ ନାୟକ ) : ଚିକଟି ବିଷାକ୍ତ ଦେଶୀ ମନ୍ଦ ମୃତ୍ୟୁ ଘଟଣା ରେ ଆଉ ଜଣେ ମୃତ୍ୟୁ ବରଣ କରି ଥିବା ଖବର ମିଳିଛି ମିଳିଥିବା ଖବର ଅନୁଯାଇ ଗଞ୍ଜାମ ଜିଲ୍ଲା ର ଚିକିଟି…
Category: ରାଜ୍ୟ
ସ୍ୱାୟତ୍ତ ଶାସନ ଦିବସ ଅବସରରେ ୨୮୬ ଜଣଙ୍କୁ ଜମି ପଟ୍ଟା ବଣ୍ଟନ
ପୁରୀ (ରିପୋର୍ଟ -ସମୀର ରଞ୍ଜନ ନାୟକ ): ସ୍ୱାୟତ୍ତ ଶାସନ ଦିବସ ଅବସରରେ ପୁରୀ ପୌର ପରିଷଦ ପକ୍ଷରୁ ୨୮୬ ଜଣ ବସ୍ତି ବାସିନ୍ଦାଙ୍କୁ ଜମି ପଟ୍ଟା ବଣ୍ଟନ କରାଯାଇଛି।ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର ମୁଖ୍ୟ ଅତିଥି ଭାବେ…
ପହଣ୍ଡି ଅଘଟଣର ପ୍ରତିକାର ପୂଜା କରିବେ ରାଜ୍ୟ ସରକାର ସୂଚନା ଦେଲେ ଆଇନ ମନ୍ତ୍ରୀ
ଭୂବନେଶ୍ୱର (ରିପୋର୍ଟ – ସମୀର ରଞ୍ଜନ ନାୟକ ):ପୁରୀ ଚଳିତ ବର୍ଷ ରଥଯାତ୍ରା ସମୟରେ ଆଡ଼ପ ପହଡି ସମୟ ରେ ବଡ଼ଠାକୁର ପଡ଼ିଯିବା ଘଟଣା ର ପ୍ରତିକାର ପାଇଁ ରାଜ୍ୟ ସରକାର ପୂଜା କରିବେ ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି…
ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଓ ଅନ୍ୟାନ୍ୟ ଦାବି ନେଇ ଏସ୍.ୟୁ.କେ ଶାଖାର ଦାବିପତ୍ର
ସୁବର୍ଣ୍ଣପୁର (ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ) : ଷ୍ଟେଟ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟସ୍ (ଏସ୍ୟୁକେ) ର ଆହ୍ୱାନ କ୍ରମେ ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ୭ ଦଫା ଦାବି ପତ୍ର ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲପାଳ…
ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରାଣୀ ସମ୍ପଦ ବିଭାଗ ଦ୍ୱାରା ଜିଲ୍ଲା ସ୍ତରୀୟ ପ୍ରାଣୀ ଗଣନା ଶିବିର ଅନୁଷ୍ଠିତ
ସୁବର୍ଣ୍ଣପୁର (ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ): ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ପ୍ରାଣୀଙ୍କ ପ୍ରଜାତି ସହିତ ପ୍ରାଣୀଙ୍କ ସଂଖ୍ୟା ଓ ପରିବାର ର ଆର୍ଥିକ ସ୍ଥିତି ସମ୍ପର୍କରେ ଗଣନା ସାରା ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି। ଏହା…
ହକିର ଯାଦୁଗର ମେଜର ଧ୍ୟାନ ଚାନ୍ଦଙ୍କ ୧୨୦ତମ ଜୟନ୍ତୀ ଦିବସ ପାଳିତ
ପୁରୀ (ରିପୋର୍ଟ -ସମୀର ରଞ୍ଜନ ନାୟକ) : ସ୍ୱର୍ଗଦ୍ୱାର ସ୍ଥିତ ସୁଖଲତା ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ତା ୨୯.୦୮.୨୦୨୪ରିଖ ଗୁରୁବାର ଦିନ ହକିର ଯାଦୁଗର ମେଜର ଧ୍ୟାନ ଚାନ୍ଦଙ୍କ ୧୨୦ତମ ଜୟନ୍ତୀ ଦିବସ ଉପଲକ୍ଷେ ପାଳିତ ହେଉ ଥିବା…
ରାସନକାର୍ଡ E kyc କରିବା ପ୍ରସଙ୍ଗ,ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା
ଭୁବନେଶ୍ୱର(ରିପୋର୍ଟ -ସମୀର ରଞ୍ଜନ ନାୟକ ):E kyc କୁ ନେଇ କୌଣସି ଦ୍ଵନ୍ଦ କାହାର ରହିବା ଉଚିତ୍ ନୁହେଯେଉଁମାନେ E kyc କରି ପାରିନାହାନ୍ତି। ସେମାନଙ୍କୁ ପର୍ଯ୍ୟାପ୍ତ ସମୟ ଦେବୁ। ଆମର ଉଦ୍ଦେଶ୍ଯ କାହାର ରାସନକାର୍ଡ କାଟିବା ନୂହେଁ, ଯୋଡ଼ିବା। ତେବେ…
ଆଡ଼ପ ପହଣ୍ଡି ଅଘଟଣ ରିପୋର୍ଟ ଅସଂପୂର୍ଣ୍ଣ ଥିବା କହିଲା ଶ୍ରୀ ମନ୍ଦିର ପରିଚାଳନା କମିଟି
ପୁରୀ (ରିପୋର୍ଟ -ସମୀର ରଞ୍ଜନ ନାୟକ ): ଆଜି ଶ୍ରୀମନ୍ଦିର ପଲିଚାଳନା ବୈଠକ ଗଜପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ବଡ଼ ନିଷ୍ପତି ହୋଇଛି l ଶ୍ରୀ ମନ୍ଦିର ପାଇଁ ହେବ ସ୍ୱତନ୍ତ୍ର fm ସେବାୟତ କନ୍ୟାଣ…
ମଙ୍ଗଳାଙ୍କ ମେଡିକାଲ ପାଠ୍ୟକ୍ରମ ଜାରି ରଖିବା ପାଇଁ ସହଯୋଗ ଯୋଗାଇ ଦିଆଯିବ-ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ରିପୋର୍ଟ – ସମୀର ରଞ୍ଜନ ନାୟକ ):ଆଜି ଲୋକସେବା ଭବନଠାରେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ କଲେଜରେ ଏମ୍ବିବିଏସ୍ ପାଠ୍ୟକ୍ରମ ପାଇଁ ନିଟ୍-୨୦୨୪ ଦ୍ବାରା ଯୋଗ୍ୟ ବିବେଚିତ ହୋଇଥିବା ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍ ଅନ୍ତର୍ଗତ ବଡବେଲ ଗ୍ରାମର ବଣ୍ଡା ଜନଜାତି…
ଓଡ଼ିଶା ଆର.ଟି.ଆଇ. କାର୍ଯ୍ୟକର୍ତା ବିଜେଡ଼ି ସରକାରଙ୍କ ପ୍ରକଳ୍ପଗୁଡ଼ିକର ତଦନ୍ତ ଦାବି କରିଛି।
ଭୁବନେଶ୍ୱର : ଆର.ଟି.ଆଇ. କାର୍ଯ୍ୟକର୍ତ୍ତାଙ୍କ ଏକ ମଞ୍ଚ ଓଡ଼ିଶା ସୂଚନା ଅଧିକାର ଅଭିଯାନ (ଓ.ଏସ୍.ଏସ୍.ଏ.) ଗୁରୁବାର ଦିନ ଅଭିଯୋଗ କରିଛି ଯେ ପୂର୍ବବର୍ତ୍ତୀ ବିଜେଡ଼ି ସରକାର ଅଣ-ଓଡ଼ିଆମାନଙ୍କୁ ଚୁକ୍ତିନାମା ପ୍ରଦାନ ସହିତ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ…
