କେନ୍ଦୁଝର (ସୀତାରାମ ଦୀକ୍ଷିତ) : ନୂଆଦିଲ୍ଲୀ ସ୍ଥିତ ପ୍ରଗତି ମଇଦାନରେ ଆରମ୍ଭ ହୋଇଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା (ଆଇଆଇଟିଏଫ୍)ରେ ଲଗାତାର ଦ୍ଵିତୀୟ ଥର ପାଇଁ ସ୍ଥାନ ପାଇଛି କେନ୍ଦୁଝର ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବା ଡିଏମଏଫ୍ ଷ୍ଟଲ।ଆଇଟିପିଓ ତରଫରୁ ନୂଆଦିଲ୍ଲୀ…
Tag: news oriya
ଗନ୍ଧମାର୍ଦନ ପର୍ବତର ସୁରକ୍ଷା ପାଇଁ ଦାବୀ କଲା ଆମ୍ ଆଦମୀ ପାର୍ଟି
ବରଗଡ଼ (ମୁକୁନ୍ଦ ଦାସ):ଗନ୍ଧମାର୍ଦନ ପର୍ବତକୁ ସରକାର ଅଦାନୀ କମ୍ପାନୀ ହାତ ରେ ଟେକି ଦେବା ଭୟ ରେ ଏହାର ସ୍ୱାୟତ୍ତ ଓ ସୁରକ୍ଷା ଦାବୀରେ ସୋମବାର ଆମ୍ ଆଦମୀ ପାର୍ଟି ବରଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବୋଧନ କରି ଏକ ଦାବୀ କରି ଜିଲ୍ଲାପାଳ…
ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର, ୪ ଗୁରୁତର
କେନ୍ଦୁଝର (ସୀତାରାମ ଦୀକ୍ଷିତ) :ଚମ୍ପୁଆ ଥାନା ଅନ୍ତର୍ଗତ ମହେଶ୍ବରପୁର ଛକ ନିକଟରେ ୨୦ ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓହ୍ଲାଇ ଗଛରେ ପିଟିହେଲା କାର। ଫଳରେ କାରରେ ବସିଥିବା ସମସ୍ତ ୬ ଜଣ ଯୁବକ ଆହତ ହୋଇଛନ୍ତି।…
ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ବିୟୋଗରେ ଶୋକସଭା
ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ବୁଗୁଡା ବ୍ଲକ ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ଶିକ୍ଷକ ଭବନ ପରିସରରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ଗୌଡଙ୍କ ବିୟୋଗରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟ ସଭାପତି…
ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ
କେନ୍ଦୁଝର(ସୀତାରାମ ଦୀକ୍ଷିତ): ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଦରବାର ହଲଠାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ସମାରୋହରେ ଜିଲ୍ଲା ପରିଷଦ କେନ୍ଦୁଝରର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ କୁମାର…
ପଞ୍ଚମ ଇଉନିକ କ୍ରିକେଟ ଟୁର୍ନାମେଣ୍ଟ ୨୦୨୪ ଉଦଘାଟିତ
କେନ୍ଦୁଝର (ସୀତାରାମ ଦୀକ୍ଷିତ): କେନ୍ଦୁଝର ସହର ସ୍ଥିତ ଷ୍ଟାଡିଅମ ପଡିଆ ରେ ରବିବାର ଦିନ ପଞ୍ଚମ ଇଉନିକ କ୍ରିକେଟ ଟୁର୍ନାମେଣ୍ଟ ୨୦୨୪ ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନି ଖେଳରେ ମୁଖ୍ୟ ଅତିଥି ରୂପେ କେନ୍ଦୁଝର ଜିଲ୍ଲା କ୍ରୀଡା ସଂଘ ର ସମ୍ପାଦକ…
ଶ୍ରୀଜଗନ୍ନାଥଙ୍କ ଜମି ବେଆଇନ ବିକ୍ରି ହୋଇଥିଲେ କଠୋର କାର୍ଯ୍ୟାନୁଷ୍ଠାନ
ପୁରୀ /ଭୁବନେଶ୍ୱର (ସମୀର ରଞ୍ଜନ ନାୟକ ):କଡ଼ା ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନକହିଲେଶ୍ରୀ ଜଗନ୍ନାଥ ଜମିବେଆଇନ ଭାବେ ବିକ୍ରି ହୋଇଥିଲେ କାହାକୁ ଛଡ଼ା ଯିବନି କ୍ରେତା ଓ ବିକ୍ରେତା ଓ ସବ୍ ରେଜିଷ୍ଟ୍ରାର ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ।ତେବେ ଶ୍ରୀଜଗନ୍ନାଥ…
ବଡ଼ବିଲ ପ୍ରେସ କ୍ଳବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ।
ଯୋଡ଼ା/କେନ୍ଦୁଝର(ସୀତାରାମ ଦୀକ୍ଷିତ): କେନ୍ଦୁଝର ଜିଲ୍ଲା ବଡ଼ବିଲ ପ୍ରେସ୍ କ୍ଲବରେ ମହା ସମାରୋହରେ ପାଳିତ ହେଲା ଜାତୀୟ ପ୍ରେସ୍ ଦିବସ । ବଡ଼ବିଲ ଲକି ଇଣ୍ଡିଆ ହୋଟେଲରେ ଅନୁଷ୍ଠିତ ଏହି ଜାତୀୟ ପ୍ରେସ୍ ଦିବସରେ ଜଗତର ନାଥ ଜଗନ୍ନାଥଙ୍କୁ ପୁଷ୍ପାଞ୍ଜଳି ଦେଇ ଦୀପ…
ବଡ଼ ମନ୍ଦାରୁଣୀ ଗ୍ରାମରେ ଅଭାବନୀୟ ଘଟଣା ଖତଗଦାରୁ ବାହାରୁଛି ପୁଳା ପୁଳା ଟଙ୍କା
ଭୋଗରାଇ (ସମୀର ରଞ୍ଜନ ନାୟକ): ହାଇଦ୍ରାବାଦ ଆଗ୍ରୋ ଇଣ୍ତଷ୍ଟ୍ରି ରୁ ଟଙ୍କା ଲୁଟ କରି ଫେରାର ଥିବା ଘଟଣା ରେ ଆଜି (ଶିନିବାର ) ହାଇଦ୍ରାବାଦ କ୍ରାଇମବ୍ରାଞ୍ଚ ପୋଲିସ,କମର୍ଦ୍ଦା ଥାନା ପୋଲିସ ସହାୟତାରେ ବଡ ମନ୍ଦାରୁଣୀ ଗ୍ରାମରେ ଚଢଉ କରି ଖତଗଦାରୁ…
ଜିଲ୍ଲା ସଡକ ସୁରକ୍ଷା କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ
ପୁରୀ (ସମୀର ରଞ୍ଜନ ନାୟକ): ସଡକକୁ ସୁରକ୍ଷିତ ରଖାଯାଇପାରିଲେ ସଡ଼କ ସୁରକ୍ଷା ସହଜ ହୋଇ ପାରିବ। ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ। ପରସ୍ପର ସୁସମନ୍ୱୟ ରଖି କାର୍ଯ୍ୟ କଲେ ସଡକ ସୁରକ୍ଷା ସଫଳ ହେବା ସହ ଅନେକ ଜୀବନ ରକ୍ଷା ହୋଇ…
