ପୁରୀ :ଆଜି ପୁରୀ ବାଲିନୋଳିଆ ସାହି ଅଧିବାସୀ ମାନେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ପହଂଚି ଜିଲ୍ଲାପାଳଙ୍କୁ ଦାବୀ ପତ୍ର ଦେଇଛନ୍ତି l ସୂଚନା ଯୋଗ୍ୟ ଯେ ପୁରୀ ମୁନ୍ସିପାଲଟି ୱାର୍ଡ ନମ୍ବର ଏଗାର ବାଲିନୋଳିଆ ସାହି ଦିଦେଶୀ ମଦ ଦୋକାନ ସ୍ତାନାନ୍ତିକରଣ…
Tag: Odia paper
ସର୍ବସାମ୍ମତି କ୍ରମେ ବାଚସ୍ପତି ନିର୍ବାଚିତ ହେଲେ ଶ୍ରୀମତୀ ସୁରମା ପାଢ଼ୀ
ଭୁବନେଶ୍ୱର :ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ହେଲେ ରଣପୁର ବିଧାୟିକା ସୁରମା ପାଢୀ । ସର୍ବସମ୍ମତି କ୍ରମେ ସୁରମା ପାଢୀ ବାଚସ୍ପତି ନିର୍ବାଚିତ ହୋଇଛନ୍ତି । ଏନେଇ ଘୋଷଣା କରିଛନ୍ତି କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସୁରମା ଭାଜପାର…
ଆଜି ମହାମହିମ ରାଷ୍ଟ୍ରପତିଙ୍କ ୬୬ତମ ଜନ୍ମଦିନ ,ଦିଲ୍ଲୀ ଜଗନ୍ନାଥ ମନ୍ଦିରରେ କଲେ ପୂଜାର୍ଚନା
ଭୁବନେଶ୍ୱର:ଓଡ଼ିଆ ମାଟିର ଗର୍ବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ୬୬ ବର୍ଷରେ ପାଦ ଥାପିଛନ୍ତି।ଜନ୍ମ ଦିବସ ଅବସରରେ ମହାମହିମ ରାଷ୍ଟ୍ରପତି ଦିଲ୍ଲୀ ଜଗନ୍ନାଥ ମନ୍ଦିରରେ ପୂଜାର୍ଚନା କରିଛନ୍ତି।୧୯୫୮ ମସିହା ଜୁନ ୨୦ରେ ମୟୂରଭଞ୍ଜ ଜିଲା ଉପରବେଡ଼ା ଗ୍ରାମର ଏକ ସାନ୍ତାଳୀ ପରିବାରରେ…
ଶିଶୁ ଶ୍ରମ ମୁକ୍ତ ଓଡିଶା ପାଇଁ ସଂକଳ୍ପ
ଭୁବନେଶ୍ୱର :ଆଜି ଖୋର୍ଦ୍ଧା ଜିଲ୍ଲାରେ ସକାଳ 9.30 ସମୟ ରେ ଜିଲ୍ଲାପାଳ ଚଞ୍ଚଳ ରାଣା ଜିଲ୍ଲା ଶ୍ରମ ଅଧିକାରୀ ଙ୍କ ତରଫରୁ ଆୟୋଜନ ହୋଇଥିବା ମୋବାଇଲ ଭ୍ୟାନ ଅଭିଯାନ ସଚେତନ ରଥକୁ ସବୁଜ ପତାକା ହଲାଇ ଶୁଭାରମ୍ଭ କରିଥିଲେ. ଶିଶୁ ଶ୍ରମକୁ…
ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ ଅନୁଷ୍ଠିତ।
ପୁରୀ :ପ୍ରାକୃତିକ ବିପର୍ଯ୍ୟୟ ଅପ୍ରତ୍ୟାଶିତ।ଏହା କୌଣସି ସମୟରେ ମଧ୍ୟ ଆସିପାରେ। ପ୍ରାକୃତିକ ବିପର୍ଯ୍ୟୟ କୁ ରୋକା ଯାଇ ପାରିବ ନାହିଁ।କିନ୍ତୁ ସତର୍କତା, ସଚେତନତା ଓ ପୂର୍ବ ପ୍ରସ୍ତୁତି ଦ୍ବାରା ଧନଜୀବନ ହାନି ଓ କ୍ଷୟକ୍ଷତି କୁ ରୋକିବା ସହ ବିପର୍ଯ୍ୟୟ କୁ…
ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ନେଦରଲ୍ୟାଣ୍ଡ୍ସରେ ସେ ନାଦିଆ ନାମ୍ନୀ ଜଣେ ବିଦେଶୀ ଯୁବତୀଙ୍କୁ ବିବାହ କରିଛନ୍ତି। ଏମିତିରେ ବିଜୁ ବାବୁଙ୍କ ବଡ଼ ପୁଅ ପ୍ରେମ ପଟ୍ଟନାୟକ କିମ୍ବା ତାଙ୍କ ପୁଅ…
ଲୋକସଭା ବାଚସ୍ପତି ଚୟନରେ ଏହି ଦୁଇ ନାମ ସର୍ବାଗ୍ରେ
ନୂଆଦିଲ୍ଲୀ :ଏନଡିଏ ସହଯୋଗୀଙ୍କ ମଧ୍ୟରେ ବାଚସ୍ପତି ଚୟନକୁ ନେଇ ଚାଲିଛି କସରତ। ଲୋକ ସଭାରେ ବାଚସ୍ପତି କିଏ ହେବେ, ତା’କୁ ନେଇ ସସପେନ୍ସ ଜାରି ରହିଛି। ଭାଜପା ଏହି ପଦର ମହତ୍ୱ ଓ ଗୁରୁତ୍ୱ ଦୃଷ୍ଟିରୁ ନିଜ ହାତ ଛଡା କରିବାକୁ…
ରଥଯାତ୍ରାରେ ବିଭ୍ରାଟ ପାଇଁ ଚାଲିଛି ବିରାଟ ଷଡ଼ଯନ୍ତ୍ର
ଭୁବନେଶ୍ୱର :କଥାରେ ଅଛି କର୍ପୁର ସିନା ଉଡ଼ିଗଲା ହେଲେ କପଡା ଅଛି। ପାଣ୍ଡିଆନ ସିନା ମୁହଁ ଲୁଚାଇ ବୁଲୁଛନ୍ତି କିନ୍ତୁ ପାଣ୍ଡିଆନପନ୍ଥୀ ଇକୋସିଷ୍ଟମ ଏ ପର୍ଯ୍ୟନ୍ତ ବେଶ ସକ୍ରିୟ ଅଛି । ଗତ ୧୦ ବର୍ଷ ଧରି ସରକାରକୁ କବଳିତ କରି…
ବିଧାନସଭାରେ ଲକ୍ଷ୍ମଣ ବାଗଙ୍କୁ ନବୀନ କହିଲେ ଓଃ ୟୁ ଡିଫିଟେଡ୍ ମି..
ଭୁବନେଶ୍ୱର : ନବନିର୍ବାଚିତ ବିଧାୟକଙ୍କର ଆଜିଥିଲା ପ୍ରଥମ ଦିନ। ବିଧାୟକଙ୍କୁ ଶପଥ ଗ୍ରହଣ କରାଇଛନ୍ତି କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ତିନି ଦିନ ପାଇଁ ଆରମ୍ଭ ହୋଇଥିବା ବିଧାନସଭାର ଅଧିବେଶନରେ ଏବେ ଶପଥ ପାଠ କାର୍ଯ୍ୟକ୍ରମ ଚାଲିଛି ।…
ନିଜ ଆଇଏଏସ୍ ଅଧିକାରୀ ଝିଅକୁ ସାଲ୍ୟୁଟ୍ କଲେ ଆଇପିଏସ ବାପା
ହାଇଦ୍ରାବାଦ :ସନ୍ତାନ ଯେତେବେଳେ ବାପା ମା ଙ୍କୁ ଅତିକ୍ରମ କରି ଉନ୍ନତିକରିଥାନ୍ତି ସବୁ ବାପା,ମା ଖୁସି ହୁଅନ୍ତି। ଘଟଣାଟି ଘଟିଛି ହାଇଦ୍ରାବାଦରେ। ରବିବାର ପିତୃ ଦିବସ ଅବସରରେ ଏଭଳି ଏକ ଫଟୋ ଆଧାରିତ ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଯାହାକୁ…