ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ କାର୍ଯ୍ୟାଳୟରେ ଏକ ବଡ଼ ହଇଚଇ ସୃଷ୍ଟି ହୋଇଥିଲା। ଗୋଟିଏ ପରେ ଗୋଟିଏ ଜରୁରୀକାଳୀନ ବୈଠକ ଡକାଯାଇଥିଲା। ଏହା ପରେ ଚୀନ୍ ନିର୍ଦ୍ଦେଶନାମା ଅନୁଯାୟୀ କାର୍ଯ୍ୟ କରୁଥିବା ମାଲଦ୍ୱୀପ ଏକ ବଡ଼ ଘୋଷଣା କରିଛି। ପ୍ରଥମେ ଲାଗୁଥିଲା…
Tag: Newspaper Online
ଶ୍ରୀମନ୍ଦିର ସୁରକ୍ଷା ଉପରେ ପୁଣି ଉଠିଲା ପ୍ରଶ୍ନ
ପୂର୍ବରୁ ଅନେକଥର ଶ୍ରୀମନ୍ଦିର ମଧ୍ୟରେ ପ୍ରଶାସନିକ ଅବ୍ୟବସ୍ଥା ଓ ସୁରକ୍ଷା ଜନିତ ଅଘଟଣ ଘଟିଛି। କେବେ ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳ ରେ ଫୋଟୋ। କେବେ ଶ୍ରୀମନ୍ଦିର ଉପରେ ଦ୍ରୋନ। କିନ୍ତୁ ପ୍ରଶାସନର ଚେତା ପଶୁନି ।ଶ୍ରୀମନ୍ଦିର ସୁରକ୍ଷା ଉପରେ ପୁଣି ଉଠିଲା ପ୍ରଶ୍ନ।…
ବିଦେଶୀ ଗଣମାଧ୍ୟମରେ ଭାରତୀୟ ଏକଜିଟ୍ ପୋଲ୍ ଉପରେ ପ୍ରତିକ୍ରିୟା
ଇତିମଧ୍ୟରେ ସରିଛି ଭାରତର ଲୋକସଭା ନିର୍ବାଚନ। କିଏ ଗଢିବ ଆଗାମୀ ସରକାର? ଏକଜିଟ୍ ପୋଲ୍ ଆକଳନରୁ ତୃତୀୟ ଥର ପାଇଁ ପୁଣି କ୍ଷମତାକୁ ଫେରୁଛନ୍ତି ମୋଦୀ। ଦେଶରେ ଏକଜିଟ୍ ପୋଲ୍ ତଥ୍ୟ ଉପରେ ପୁରା ବିଶ୍ୱ ନଜର ରଖିଛି। ଭାରତର ଏକଜିଟ୍…
ଏକଜିଟ୍ ପୋଲ୍ ପୂର୍ବାନୁମାନରେ ଓଡ଼ିଶାରେ ହୋଇପାରେ ଓଲଟ ପାଲଟ
ବ୍ୟାପକ ହିଂସା ଓ ରାଜନୀତି ମଧ୍ୟରେ ସମାପ୍ତ ହୋଇଛି ଚଳିତ ନିର୍ବାଚନ। ଓଡିଶାରେ ଲୋକସଭା ଆସନକୁ ନେଇ ଇଣ୍ଡିଆ ଟିଭିର ପୂର୍ବାନୁମାନ । ବିଜେପିକୁ ୧୫ରୁ ୧୭ ଆସନ ମିଳିବା ନେଇ ଆକଳନ । ବିଜେଡିକୁ ୪ରୁ ୬ ଆସନ ମିଳିବା…
ପଶ୍ଚିମବଙ୍ଗରେ ମମତା ଦିଦିଙ୍କୁ ଲାଗିପାରେ ଜୋରଦାର ଝଟକା
ଚଳିତ ଲୋକସଭା ନିର୍ବାଚନ ଇତିମଧ୍ୟରେ ସମାପ୍ତ ହୋଇଛି। ୪୨ ଜଣ ସାଂସଦଙ୍କ ଚୟନ ପାଇଁ ୭ଟି ପର୍ଯ୍ୟାୟରେ ମତଦାନ କରିଛି ପଶ୍ଚିମବଙ୍ଗ । ଟିଏମସି, ବିଜେପି ଏବଂ ବାମପନ୍ଥୀ-କଂଗ୍ରେସ ମେଣ୍ଟ ମଧ୍ୟରେ ଜୋରଦାର ଲଢେଇ ହୋଇଛି। ତୃଣମୂଳ କଂଗ୍ରେସ ୨୦୧୯ ଲୋକସଭା…
୪ ତାରିଖରେ ଲଣ୍ଡା ହେବେ ସୋମନାଥ ଭାରତୀ
ଆମ୍ ଆଦମୀ ପାର୍ଟି (ଆପ୍) ନେତା ସୋମନାଥ ଭାରତୀ ଶନିବାର ଦିନ ଲୋକସଭା ନିର୍ବାଚନ 2024 ର ଏକ୍ଜିଟ୍ ପୋଲ୍ ଫଳାଫଳକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ଯଦି ନରେନ୍ଦ୍ର ମୋଦୀ ପୁଣି ଥରେ ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ସେ ଲଣ୍ଡା…
ଅରୁଣାଚଳରେ ପୁଣି ଫୁଟିଲା ପଦ୍ମ,ତୃତୀୟ ଥର ପେମା ଖାଣ୍ଡୁ ହେବେ ମୁଖ୍ୟମନ୍ତ୍ରୀ
ଇଟାନଗର : ଅରୁଣାଚଳରେ ପୁଣି ଫୁଟିଲା ପଦ୍ମ, ମୋଟ ୬୦ ଆସନରୁ ୪୫ଟି ଆସନରେ ବିଜେପି ଜିତିଥିବା ସୂଚନା ମିଳିଛି। ସେହିପରି ୧ଟି ଆସନରେ ଦଳ ଏବେବି ଆଗୁଆ ରହିଛି। ତେବେ ଏହି ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ବିଜେପି…
ପାକିସ୍ତାନର ଅତିରିକ୍ତ ଆଟର୍ନି ଜେନେରାଲଙ୍କ ସ୍ବୀକାରୋକ୍ତି ପିଓକେ ବିଦେଶୀ ଅଞ୍ଚଳ
ପାକିସ୍ତାନର ଅତିରିକ୍ତ ଆଟର୍ନି ଜେନେରାଲ ଇସ୍ଲାମାବାଦ ହାଇକୋର୍ଟରେ ସ୍ବୀକାର କରିଛନ୍ତି ଯେ ପାକ୍ ଅଧିକୃତ କଶ୍ମୀର (ପିଓକେ) ବିଦେଶୀ ଅଞ୍ଚଳ। ଶୁକ୍ରବାର ଇସ୍ଲାମାବାଦ ଉଚ୍ଚ ନ୍ୟାୟାଳୟରେ କଶ୍ମୀରୀ କବି ତଥା ସାମ୍ବାଦିକ ଅହମଦ ଫାର୍ହାଦ ଶାହଙ୍କୁ ଅପହରଣ ମାମଲାର ଶୁଣାଣି ବେଳେ…
ରାଜଧାନୀରେ ସିରିଜ୍ ସଡ଼କ ଦୁର୍ଘଟଣା
ରାଜଧାନୀରେ ସିରିଜ ସଡ଼କ ଦୁର୍ଘଟଣା ହୋଇଥିବା ଖବର ଆମ ହସ୍ତଗତ ହୋଇଛି। ମିଳିଥିବା ଖବର ଅନୁଯାଇ ରାଜଧାନୀରେ ଆଜି ସକାଳେ ସିରିଜ୍ ଦୁର୍ଘଟଣା ଘଟିଛି। ସତସଙ୍ଗ ବିହାର ନିକଟରେ ସିରିଜ ଦୁର୍ଘଟଣା ଘଟିଛି। ଫଳରେ ୩ଟି କାର୍ ଭାଙ୍ଗି ଚୁରମାର ହୋଇଯାଇଛି। ପ୍ରଥମେ…