କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ନିର୍ବାଚନ ମଣ୍ଡଳୀର ମହାସମର

ଏକଦା ବିଜୁ ବାବୁଙ୍କ ନିର୍ବାଚନ କ୍ଷେତ୍ର ଥିଲା ପାଟକୁରା। ଏଥର ପାଟକୁରା ନିର୍ବାଚନ ମଣ୍ଡଳିରେ ଦେଖାଦେଇଛି ନିର୍ବାଚନି ଉଷ୍ମତା । ତିନି ପ୍ରମୁଖ ଦଳ ବିଜେଡି,ବିଜେପି ଓ କଂଗ୍ରେସର ବିଧାୟଜ ପ୍ରାର୍ଥୀ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । ଚଳିତ…

ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଅସଲ ଚିତ୍ର,କୂଅରେ ପଡି ଶ୍ରଦ୍ଧାଳୁ ଆହତ

ଶ୍ରୀକ୍ଷେତ୍ର News

ପ୍ରାକ ନିର୍ବାଚନୀ ହିଂସା ରୋକିବା ପାଇଁ ପୋଲିସର ମେଗା ଫ୍ଲାଗ ମାର୍ଚ୍ଚ

ଭୁବନେଶ୍ୱର :: ଚିଲିକା ନିର୍ବାଚନମଣ୍ଡଳୀରେ ଆସନ୍ତା ୨୫ ତାରିଖରେ ମତଦାନ ହେବାକୁ ଥିବା ବେଳେ ପ୍ରାକ ନିର୍ବାଚନ ହିଂସାକୁ ରୋକିବା ପାଇଁ ଏକାଧିକ ପଦକ୍ଷେପ ନେଇଛି ପୋଲିସ।ଖୋର୍ଦ୍ଧା ଏସପି ଅବିନାଶ କୁମାରଙ୍କ ନେତୃତ୍ୱରେ ବାଣପୁର ଥାନା ଅଞ୍ଚଳରେ ଏକ ମେଗା ଫ୍ଲାଗ…

ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି

ଭୁବନେଶ୍ୱର :ଜଣେ ବ୍ୟକ୍ତିର ଗଳିତ ଶବ ଉଦ୍ଧାର ହୋଇଥିବା ଖବର ମିଳିଛି।ମିଳିଥିବା ଖବର ଅନୁଯାଇ ଖୋର୍ଦ୍ଧା ଜିଲ୍ଲା ର ନାଚୁଣୀ ଥାନା ଅନ୍ତର୍ଗତ ବରଡ଼ି ଏବଂ ସରଳସିଂହ ମଧ୍ୟରେ ଥିବା ଜାତୀୟ ରାଜପଥ କଡ଼ରେ ଏକ ଅଜଣା ବ୍ୟକ୍ତିର ଗଳିତ ଶବ…

ଆଇପିଏଲ ଇତିହାସରେ ବିରାଟଙ୍କ ବିରାଟ ରେକର୍ଡ

ଚଳିତ ଆଇପିଏଲ୍ ରେ ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛନ୍ତି ବିରାଟ କୋହଲି । ପ୍ରଥମ ଖେଳାଳି ଭାବେ ସେ ଆଇପିଏଲ୍ରେ ୮୦୦୦ ରନ୍ ପୂରଣ କରିଛନ୍ତି । ରାଜସ୍ଥାନ ରୟାଲ୍ସ ବିପକ୍ଷ ଏଲିମିନେଟର ମୁକାବିଲାରେ ସେ ୩୩ ରନ୍ ସଂଗ୍ରହ…

ଆରସିବି ଚଳିତ ବର୍ଷ ମଧ୍ୟ ନିଜ ପ୍ରଶଂସକଙ୍କୁ ନିରାଶ କଲା

ipl qualifier ଚଳିତ ଆଇପିଏଲ୍‌ର କ୍ବାଲିଫାୟର-୨ରେ ପ୍ରବେଶ କରିଛି ରାଜସ୍ଥାନ ରୟାଲ୍‌ସ। ଏଲିମିନେଟର ମ୍ୟାଚ୍‌ରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)କୁ ୪ ୱିକେଟ୍‌ରେ ରାଜସ୍ଥାନ ପରାସ୍ତ କରିଛି। ବିରାଟ କୋହଲି, ରଜତ ପଟିଦାର ଓ ମହିପାଳ ଲୋମରୋରଙ୍କ ଉପଯୋଗୀ ଇନିଂସ…

ଅମିତ ଶାହାଙ୍କ ଭାଷଣରେ ଓଡ଼ିଆ ଅସ୍ମିତାକୁ ନେଇ କ୍ରମାଗତ ଆକ୍ରମଣ

ସମ୍ବଲପୁରର ଅଇଁଠାପାଲିରେଏକ ନିର୍ବାଚନୀ ସଭାରେ ଉଦବୋଧନ ଦେଇ କେନ୍ଦ୍ରୀୟ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ‘ଓଡ଼ିଆ ଅସ୍ମିତା’ ଅସ୍ତ୍ରରେ ପ ପ୍ରହାର କରି ଶାହ କହିଥିଲେ, ନବୀନ ବାବୁ ଓଡ଼ିଆ ଅସ୍ମିତାର ତଣ୍ଟି ଚିପି ବାହାର ଲୋକଙ୍କୁ ଦୁର୍ନୀତି କରିବାର ସୁଯୋଗ…

ନୂଆ ଭାରତ ଅନ୍ୟ ଦେଶରେ ପଶି ହତ୍ୟା କରାଉଛି – ମିଳିତ ଜାତିସଂଘରେ ପାକିସ୍ତାନୀ ରାଷ୍ଟ୍ରଦୂତ

ନୂତନ ଭାରତ ଅନ୍ୟଦେଶରେ ପ୍ରବେଶ କରି ହତ୍ୟା କରେ। ପାକିସ୍ତାନୀ ରାଷ୍ଟ୍ରଦୂତ ମିଳିତ ଜାତିସଂଘର ସାଧାରଣ ସଭାରେ ନିଜର ଦୁଃଖ ପ୍ରକାଶ କରି ଏହା କହିଛନ୍ତି। ନିକଟରେ ସାଧାରଣ ସଭାକୁ ସମ୍ବୋଧିତ କରିବାବେଳେ ପାକିସ୍ତାନର ସ୍ଥାୟୀ ରାଷ୍ଟ୍ରଦୂତ ମୁନିର ଆକ୍ରମ କହିଛନ୍ତି,…

ଧାରା ୩୭୦ ଉଚ୍ଛେଦ ଆଇନ ଅନୁଯାୟୀ ବୈଧ-ସୁପ୍ରିମକୋର୍ଟ

ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିର ସମୀକ୍ଷା ପାଇଁ ସୁପ୍ରିମକୋର୍ଟ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ପ୍ରଧାନ ବିଚାରପତି ଡି.ୱାଇ.ଚନ୍ଦ୍ରଚୂଡ଼ ଓ ଅନ୍ୟ ୩ ଜଣ ସାମ୍ବିଧାନିକ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିଦେଇଛନ୍ତି। ଖଣ୍ଡପୀଠ ଉଲ୍ଲେଖ କରିଛନ୍ତି ଯେ ପୂର୍ବ ବର୍ଷ ଡିସେମ୍ବର…

୭ କୋଟି ର ପରିଚୟ ବିହୀନ ବିଦେଶୀ ପାଣ୍ଠି କେଜ୍ରିୱାଲଙ୍କ ପାର୍ଟି ନେବାର ଅଭିଯୋଗ

ଦେଶରୁ ଓ ବିଶେଷକରି ଦିଲ୍ଲୀ ରୁ ଦୁର୍ନୀତି କୁ ସମୂଳେ ବିନାଶକରିବାର ଦ୍ୱାହି ଦେଇ କ୍ଷମତା କୁ ଆସିଥିଲା ଆପ। ଏବେ ନିଜେ ଦୁର୍ନୀତି ମାମଲରେ ଘାଂଟି ହେଉଥିବା ସମୟରେ ଆଉ ଏକ ବଡ ଅଭିଯୋଗ ଆଣିଛି ଇଡି । ଅରବିନ୍ଦ…

error: Content is protected !!