ଜାରି ରହିଛି ୨୦୨୪ ନିର୍ବାଚନର ଫଳାଫଳ ଗଣତି । ଏହାରି ଓଡ଼ିଶାରେ ବିଜେପି ୭୪ଟି ଆସନରେ ଆଗୁଆ ଥିବା ବେଳେ ବିଜେଡିକୁ ଲାଗିଛି ପ୍ରଥମ ଝଟକା । ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରସୁଗୁଡ଼ାର ଜିଲାର ଝାରସୁଗୁଡ଼ା ଓ ବ୍ରଜରାଜନଗର…
Tag: epaper
ଓଡିଶାରେ ଦେଖିବାକୁ ମିଳୁଛି ବଡ ପରିବର୍ତନ
ଓଡ଼ିଶା ବିଧାନସଭା ଫଳାଫଳରେ ଏକ ବଡ଼ ଧରଣର ପରିବର୍ତ୍ତନର ସୂଚନା ଅନୁମାନ କରାଯାଉଛି। ପ୍ରାଥମିକ ପର୍ଯ୍ୟାୟ ଭୋଟ ଗଣତିରେ ଅଧିକ ସ୍ଥାନରେ ବିଜେପି ପ୍ରାର୍ଥୀମାନେ ଆଗୁଆ ଅଛନ୍ତି। କଣ୍ଟାବାଂଜି ବିଧାନସଭା ଆସନରେ ପଛରେ ପଡ଼ି ଯାଇଛନ୍ତି ଖୋଦ ବିଜେଡି ସୁପ୍ରିମୋ ନବୀନ…
ପୁରୀରେ ସମ୍ବିତ ପାତ୍ର ଆଗରେ,ଅରୂପ ପଛରେ ପଡିଲେ
ଆଜି ଆରମ୍ଭ ହୋଇଛି ଭୋଟ ଗଣତି। ବାଲାଟ୍ ପେପର ଭୋଟ ଗଣତି ପରେ ଆରମ୍ଭ ହୋଇଛି ଇଭିଏମ୍ ଗଣତି। ମୁଖ୍ୟ ନିର୍ବାଚନ କମିଶନରଙ୍କ ଓ୍ବେବସାଇଟ୍ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ପୁରୀ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଆଗରେ ରହିଛନ୍ତି। ବିଜେପି ପ୍ରାର୍ଥୀ…
ଷୋଡ଼ଶ ବିଧାନସଭାକୁ ଭଙ୍ଗ କରିଛନ୍ତି ରାଜ୍ୟପାଳ ରଘୁବର ଦାସ
ରାଜ୍ୟର ୧୪୭ଟି ବିଧାନସଭା ଏବଂ ୨୧ଟି ଲୋକସଭା ଆସନ ପାଇଁ ଆଜିଭୋଟ୍ ଗଣତି ହେବ । ଏଥିପାଇଁ ପୃଥକ୍ ଭାବେ ୧୬୮ଟି କେନ୍ଦ୍ରରେ ଭୋଟ୍ ଗଣତି କରାଯିବ । ରାଜ୍ୟରେ ୪ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ଶେଷ ହେବା ପରେ ବିଭିନ୍ନ…
ତାଜ ଏକ୍ସପ୍ରେସର ତିନୋଟି କୋଚରେ ନିଆଁ,କେହି ମୃତାହତ ହୋଇନାହାନ୍ତି
ସୋମବାର ଦିଲ୍ଲୀର ସରିତା ବିହାରରେ ତାଜ ଏକ୍ସପ୍ରେସର ତିନୋଟି କୋଚରେ ନିଆଁ ଲାଗିଯାଇଥିଲା। ଦିଲ୍ଲୀ ଅଗ୍ନିଶମ ସେବା କହିଛି ଯେ ଏପର୍ଯ୍ଯ଼ନ୍ତ କୌଣସି କ୍ଷୟ କ୍ଷତିର ସୂଚନା ମିଳିନାହିଁ। ପାଞ୍ଚଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳକୁ ପଠାଯାଇଥିଲା। ରେଳ ଡିସିପି କେପିଏସ୍ ମାଲହୋତ୍ରା…
ଇସ୍ରାଏଲ ପର୍ଯ୍ୟଟକ ମାଲଦ୍ୱୀପ ନ ଯାଇ ଲକ୍ଷଦୀପ ଯାଆନ୍ତୁ
ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ କାର୍ଯ୍ୟାଳୟରେ ଏକ ବଡ଼ ହଇଚଇ ସୃଷ୍ଟି ହୋଇଥିଲା। ଗୋଟିଏ ପରେ ଗୋଟିଏ ଜରୁରୀକାଳୀନ ବୈଠକ ଡକାଯାଇଥିଲା। ଏହା ପରେ ଚୀନ୍ ନିର୍ଦ୍ଦେଶନାମା ଅନୁଯାୟୀ କାର୍ଯ୍ୟ କରୁଥିବା ମାଲଦ୍ୱୀପ ଏକ ବଡ଼ ଘୋଷଣା କରିଛି। ପ୍ରଥମେ ଲାଗୁଥିଲା…
ଶ୍ରୀମନ୍ଦିର ସୁରକ୍ଷା ଉପରେ ପୁଣି ଉଠିଲା ପ୍ରଶ୍ନ
ପୂର୍ବରୁ ଅନେକଥର ଶ୍ରୀମନ୍ଦିର ମଧ୍ୟରେ ପ୍ରଶାସନିକ ଅବ୍ୟବସ୍ଥା ଓ ସୁରକ୍ଷା ଜନିତ ଅଘଟଣ ଘଟିଛି। କେବେ ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳ ରେ ଫୋଟୋ। କେବେ ଶ୍ରୀମନ୍ଦିର ଉପରେ ଦ୍ରୋନ। କିନ୍ତୁ ପ୍ରଶାସନର ଚେତା ପଶୁନି ।ଶ୍ରୀମନ୍ଦିର ସୁରକ୍ଷା ଉପରେ ପୁଣି ଉଠିଲା ପ୍ରଶ୍ନ।…
ବିଦେଶୀ ଗଣମାଧ୍ୟମରେ ଭାରତୀୟ ଏକଜିଟ୍ ପୋଲ୍ ଉପରେ ପ୍ରତିକ୍ରିୟା
ଇତିମଧ୍ୟରେ ସରିଛି ଭାରତର ଲୋକସଭା ନିର୍ବାଚନ। କିଏ ଗଢିବ ଆଗାମୀ ସରକାର? ଏକଜିଟ୍ ପୋଲ୍ ଆକଳନରୁ ତୃତୀୟ ଥର ପାଇଁ ପୁଣି କ୍ଷମତାକୁ ଫେରୁଛନ୍ତି ମୋଦୀ। ଦେଶରେ ଏକଜିଟ୍ ପୋଲ୍ ତଥ୍ୟ ଉପରେ ପୁରା ବିଶ୍ୱ ନଜର ରଖିଛି। ଭାରତର ଏକଜିଟ୍…
ଏକଜିଟ୍ ପୋଲ୍ ପୂର୍ବାନୁମାନରେ ଓଡ଼ିଶାରେ ହୋଇପାରେ ଓଲଟ ପାଲଟ
ବ୍ୟାପକ ହିଂସା ଓ ରାଜନୀତି ମଧ୍ୟରେ ସମାପ୍ତ ହୋଇଛି ଚଳିତ ନିର୍ବାଚନ। ଓଡିଶାରେ ଲୋକସଭା ଆସନକୁ ନେଇ ଇଣ୍ଡିଆ ଟିଭିର ପୂର୍ବାନୁମାନ । ବିଜେପିକୁ ୧୫ରୁ ୧୭ ଆସନ ମିଳିବା ନେଇ ଆକଳନ । ବିଜେଡିକୁ ୪ରୁ ୬ ଆସନ ମିଳିବା…
ପଶ୍ଚିମବଙ୍ଗରେ ମମତା ଦିଦିଙ୍କୁ ଲାଗିପାରେ ଜୋରଦାର ଝଟକା
ଚଳିତ ଲୋକସଭା ନିର୍ବାଚନ ଇତିମଧ୍ୟରେ ସମାପ୍ତ ହୋଇଛି। ୪୨ ଜଣ ସାଂସଦଙ୍କ ଚୟନ ପାଇଁ ୭ଟି ପର୍ଯ୍ୟାୟରେ ମତଦାନ କରିଛି ପଶ୍ଚିମବଙ୍ଗ । ଟିଏମସି, ବିଜେପି ଏବଂ ବାମପନ୍ଥୀ-କଂଗ୍ରେସ ମେଣ୍ଟ ମଧ୍ୟରେ ଜୋରଦାର ଲଢେଇ ହୋଇଛି। ତୃଣମୂଳ କଂଗ୍ରେସ ୨୦୧୯ ଲୋକସଭା…