ବାଲେଶ୍ୱର ସହରର ବିଭିନ୍ନ ସ୍ଥାନରେ କର୍ଫ୍ୟୁ, ସ୍ଥିତି ଉତ୍ତେଜନାପୂର୍ଣ୍ଣ

ବାଲେଶ୍ୱର :ବାଲେଶ୍ବର ସହର ସୁନହଟ ଅଞ୍ଚଳରେ ଦୁଇଗୋଷ୍ଠୀ ମଧ୍ୟରେ ବ୍ୟାପକ ଗଣ୍ଡଗୋଳ ହୋଇଛି। ଢେଲାପଥର, ଲାଠି ଓ କାଚ ବୋତଲ ମାଡ଼ରେ ୫ ପୁଲିସ କର୍ମଚାରୀଙ୍କ ସମେତ ୧୦ ଜଣ ଲହୁଲୁହାଣ ହୋଇଛନ୍ତି। ଘଟଣାସ୍ଥଳରେ ଅନେକ ଗାଡ଼ି ସହ ଲୋକଙ୍କ ଘର…

ଶେଷରେ,ପୋପ୍ ଭଗବାନଙ୍କୁ ଭେଟିବାର ସୁଯୋଗ ପାଇଲେ – କଂଗ୍ରେସ

ନୂଆଦିଲ୍ଲୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଟାଲୀରେ ଜି7 ଶିଖର ସମ୍ମିଳନୀରେ ପୋପ୍ ଫ୍ରାନ୍ସିସ୍ଙ୍କ ଙ୍କ ସହ ଏକ ଐତିହାସିକ ବୈଠକ କରିଥିଲେ।କଂଗ୍ରେସ ଶାନ୍ତ ରହିପାରିଲା ନାହିଁ ପୁରୁଣା ଦଳ ଏହି ସୁଯୋଗ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଟାକ୍ଷ କରିଥିଲା। ବ୍ଯଙ୍ଗାତ୍ମକ କ୍ୟାପସନ…

ସନ୍ଥ ତୁଳସୀ ଦାସଙ୍କ ମହିମା ପ୍ରଚାର ପାଇଁ ଉଦ୍ୟମ , ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା

ପୁରୀ: ଗୋବିନ୍ଦ ଗୋଧାମ ଗୋଶାଳା ତଥା ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ପ୍ରତିଷ୍ଠାତା ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ସନ୍ଥ ତୁଳସୀ ଦାସଙ୍କ ସମ୍ପର୍କରେ ଆଲୋଚନା କରିବା ସହ ଚିତ୍ରକୂଟ ତୁଳସୀ ପିଠାଧୀଶ୍ୱର…

ପୁଣି ବାହାନଗା ଭଳି ମର୍ମନ୍ତୁତ ରେଳ ଦୁର୍ଘଟଣା

କୋଲକାତା : ଗତ ବର୍ଷ ବାଲେଶ୍ୱରର ବାହାନଗା ଦୁର୍ଘଟଣା ମନରୁ ନ ଲିଭିଣୁ ପୁଣି ଥରେ ଘଟିଛି ଦୁଃଖଦ ରେଳ ଦୁର୍ଘଟଣା। ମାଲବାହୀ ଟ୍ରେନ୍ ପଛରୁ କଞ୍ଚନଜୁଙ୍ଗା ଏକ୍ସପ୍ରେସକୁ ଧକ୍କା ଦେଇଥିଲା । ସିଆଲଦା ଯାଉଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସ୍ ଟ୍ରେନକୁ ପଛରୁ…

ଆନ୍ଧ୍ରପ୍ରଦେଶରେ ପ୍ରତିଶୋଧ ରାଜନୀତି

ଆମରବତୀ :ସମୟ ସବୁ ବଦଳାଇ ଦିଏ। କିଛିଦିନ ପୂର୍ବରୁ ସେ ଆନ୍ଧ୍ରପ୍ରଦେଶରେ ସର୍ବଶକ୍ତିମାନ ଥିଲେ। ଏବେ ସମୟ ବଦଳିଛି, ପରିସ୍ଥିତି ବି ବଦଳିଛି। ସରକାର ବଦଳିବା ସହିତ ଆରମ୍ଭ ହୋଇଛି ପ୍ରତିଶୋଧର ଖେଳ। ଯେସା କୁ ତେସା ନୀତି ଆପଣାଇଛନ୍ତି ଆନ୍ଧ୍ର…

ସ୍ନାନ ପୁର୍ଣିମା ଓ ରଥଯାତ୍ରା ସମୀକ୍ଷା ବୈଠକ

ପୁରୀ :ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପରିଚାଳନା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ହେଇଛି । ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ, ଆଇନ ମନ୍ତ୍ରୀ, ମୁଖ୍ୟ ଶାସନ ଶଚିବ, ଡିଜିପି, ବରିଷ୍ଠ ଅଧିକାରୀ ଉପସ୍ଥିତଥିଲେ । ମହାପ୍ରଭୁଙ୍କ…

ଚଳିତ ବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରା ୨ ଦିନ

ପୁରୀ :ପ୍ରତିବର୍ଷ ୧୫ ଦିନ ଅଣସରରେ ରହିଥାନ୍ତି ମହାପ୍ରଭୁ କିନ୍ତୁ ଚଳିତ ବର୍ଷ ୧୩ ଦିନ ଅଣସରରେ ରହିବେ ଶ୍ରୀଜିଉ । ୫୩ ବର୍ଷ ପରେ ଚଳିତ ଥର ୧୩ ଦିନ ପଡୁଛି ଅଣସର ନୀତି ।ଯେଉଁଦିନ ନେତ୍ରୋତ୍ସବ, ସେହିଦିନ ନବଯୌବନ…

ନିର୍ବାଚନ ସରିବା ପରେ ରାଜ୍ୟ ସରକାର ବଢ଼ାଇଲେ ପେଟ୍ରୋଲ, ଡିଜେଲ ମୂଲ୍ୟ

ବେଙ୍ଗାଲୁରୁ :କଂଗ୍ରେସ ଶାସିତ କର୍ଣ୍ଣାଟକର ସିଦ୍ଧରମେୟା ସରକାର ପେଟ୍ରୋଲ ଲିଟର ପିଛା ୩ ଟଙ୍କା ଓ ଡିଜେଲ ଲିଟର ପିଛା ୩.୫ ଟଙ୍କା ବୃଦ୍ଧି କରିଛନ୍ତି। ଗତ ନିର୍ବାଚନରେ ଦେଇଥିବା ଗ୍ୟାରେଣ୍ଟି ପୂରଣ ପାଇଁ ଅର୍ଥର ଆବଶ୍ୟକତା ହିଁ ମୂଲ୍ୟ ବୃଦ୍ଧିର…

ରାଜ୍ୟ ମନ୍ତ୍ରୀମଣ୍ଡଳରେ କାହାକୁ ମିଳିଲା କେଉଁ ବିଭାଗ

ଭୁବନେଶ୍ୱର:ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ମନ୍ତ୍ରୀ ମାନଙ୍କ ବିଭାଗ ବଣ୍ଟନ କରାଯାଇଛି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁପାରିଶ କ୍ରମେ ରାଜ୍ୟପାଳ ରଘୁବର ଦାସ ମନ୍ତ୍ରୀମାନଙ୍କୁ ବିଭିନ୍ନ ବିଭାଗ ବଣ୍ଟନ କରିଛନ୍ତି ।ଶପଥ ନେବାର ୪ ଦିନ ପରେ ରାଜ୍ୟରେ…

ଛତିଶାନିଯୋଗ ବୈଠକରେ ନିର୍ଧାରିତ ହେଲା ସ୍ନାନପୁର୍ଣିମା ନୀତିକାନ୍ତି

ପୁରୀ :ଆସନ୍ତା ଜୁନ ୨୨ରେ ଅନୁଷ୍ଠିତ ହେବ ଦେବସ୍ନାନପୂଣ୍ଣିର୍ମା । ସ୍ନାନ୍ନ ପୂର୍ଣ୍ଣିମା ନୀତିକାନ୍ତି କିଭଳି ସୁରୁଖୁରୁରେ ହେବ ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକରେ ହୋଇଛି ଆଲୋଚନା। ଶୁକ୍ରବାର ଅନୁଷ୍ଠିତ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏହି ନୀତିକାନ୍ତି ଉପରେ ମୋହର ଲାଗିଛି…

error: Content is protected !!