ଅନୁଗୋଳ (ଅଜିତ କୁମାର ଭୋଇ): କଣିହାଁ ଏନଟିପିସି ଥାନା ଅଞ୍ଚଳ ନାବାଳିକା ନିଖୋଜ ଓ ପରେ ହତ୍ୟା ଘଟଣା I ଆଜି ମୃତକ ନାବାଳିକା ପରିବାରକୁ କଂଗ୍ରେସ ର ଫ୍ୟାଟଫାଇଟି ଟିମ୍ ଭେଟି ସମବେଦନା ଜଣାଇଛନ୍ତି Iଓଡିଶା ପ୍ରଦେଶ ମହିଳା କଂଗ୍ରେସ…
Tag: Newspaper Online
ସାଇ ସରସ୍ବତୀ ଶିଶୁ ମନ୍ଦିରର ବାର୍ଷିକୋତ୍ସବ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ସାଇ ସରସ୍ବତୀ ଶିଶୁ ମନ୍ଦିର ପକ୍ଷରୁ ସଭାପତି ମାନସ କୁମାର ପ୍ରଧାନଙ୍କ ପୌରହିତ୍ଯରେ ତ୍ରୟୋଦଶତମ ବାର୍ଷିକ ଉତ୍ସବ ସ୍ବପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀ ବିରଞ୍ଚି ନାରାୟଣ ମଠାଧୀଶ…
ଅବସରକାଳୀନ ସମ୍ବର୍ଦ୍ଧନା ସଭା
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଶିକ୍ଷା ବିଭାଗ ପ୍ରାଧ୍ୟାପକ ସୁଶାନ୍ତ କୁମାର ପଣ୍ଡାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଯୁକ୍ତ ଦୁଇ ଅଧ୍ୟକ୍ଷ ସରୋଜ କାନ୍ତ ଦାସଙ୍କ ପୌରହିତ୍ୟରେ…
ମନ୍ତ୍ରୀଙ୍କ ଦ୍ବାରା ନୂତନ ଭତ୍ତା ବଣ୍ଟନ
ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ଗଞ୍ଜାମ ଜିଲ୍ଲାର ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଭତ୍ତା ବଣ୍ଟନ ହୋଇଯାଇଛି। ସକାଳ ୧୦ ଘଣ୍ଟିକା ସମୟରେ ପରିଷଦ ପ୍ରାଙ୍ଗଣରେ ଅନୁଷ୍ଠିତ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ମତ୍ସ୍ୟ…
ବାଉଁସର୍ ଙ୍କ ଦାଦାଗିରି ଅଭିଯୋଗ , ବଡ଼ବିଲ ଥାନାରେ ଉତ୍ତେଜନା
କେନ୍ଦୁଝର/ବଡ଼ବିଲ (ସୀତାରାମ ଦୀକ୍ଷିତ) : ବଡ଼ବିଲ ପୌରାଞ୍ଚଳର ଠାକୁରାଣୀ ଅଞ୍ଚଳରେ ନିୟୋଜିତ ବାଉଁସର୍ମାନଙ୍କ ଦାଦାଗିରି ନେଇ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ମାଇନ୍ସକୁ ଆୟରନ୍ ଲୋଡ଼ିଂ ପାଇଁ ଆସୁଥିବା ଗାଡ଼ି ଚାଳକମାନଙ୍କୁ କିଛି ବାଉଁସର୍ ଦ୍ୱାରା ଦୁର୍ବ୍ୟବହାର ଓ…
ବ୍ଲକସ୍ତରୀୟ ଉଦ୍ଯାନ କୃଷି କର୍ମଶାଳା
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୁଗୁଡ଼ା ବ୍ଲକ ବିରଞ୍ଚିପୁର ପଞ୍ଚାୟତ ଅନ୍ତର୍ଗତ କତକଲା ନିକଟସ୍ଥ ଦିବ୍ଯ ଦର୍ଶନ ଜରାଶ୍ରମ ପରିସରରେ ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ଯୋଜନା ମାଧ୍ୟମରେ ବ୍ଲକ ସ୍ତରୀୟ ଉଦ୍ଯାନ କୃଷି କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ଆତ୍ମାର ଅଧ୍ୟକ୍ଷ ସନ୍ତୋଷ…
ଯୋଡ଼ା ମାର୍କେଟ୍ରେ କେନ୍ଦୁଝରିଆ ଗିଲିରୀ ଫୁଲର ଚାହିଦା ବଢ଼ିଲା
କେନ୍ଦୁଝର /ଯୋଡ଼ା (ସୀତାରାମ ଦୀକ୍ଷିତ) : ଋତୁ ପରିବର୍ତ୍ତନ ସହିତ ମାର୍କେଟ୍ରେ ଆସିଛି କେନ୍ଦୁଝରର ପ୍ରସିଦ୍ଧ ଗିଲିରୀ ଫୁଲ। ଯୋଡ଼ା ମାର୍କେଟ୍ରେ ଏବେ ଏହି ବେଗୁନିଆ ରଙ୍ଗର ଗିଲିରୀ ଫୁଲ ୨୦ ଟଙ୍କାରେ ଏକ ଭାଗରେ ବିକ୍ରି ହେଉଛି। ସକାଳୁ ସକାଳୁ…
ଵର୍ଷକ ଭିତରେ ଆମ ବସ୍ ନେଲାଣି ୭ ମୁଣ୍ଡ ।
ଅନୁଗୋଳ (ଅଜିତ କୁମାର ଭୋଇ): ଆମ ବସ୍ ଦୁର୍ଘଟଣାରେ ସର୍ବାଧିକ ଭୁବନେଶ୍ୱରରେ ୬ ଜଣ ମୃତ୍ୟୁବରଣ କରିଥିବା ବେଳେ କଟକରେ ଜଣେ ମୃତ୍ୟୁବରଣ କରିଛନ୍ତି । ସେହିପରି ଆମ ବସ୍ ଦୁର୍ଘଟଣାରେ ବର୍ଷକ ମଧ୍ୟରେ ୮ ଜଣ ହୋଇଛନ୍ତି ଗୁରୁତର ସର୍ବାଧିକ…
ନାଲକୋ କୃଷକବଜାର ଠାରେ ବାବା ଆଖଣ୍ଡଳମଣି ଙ୍କ ୧୫ତମ ଜନ୍ମ ବାର୍ଷିକ ମହୋତ୍ସବ ଅନୁଷ୍ଠିତ
ଅନୁଗୋଳ(ଅଜିତ କୁମାର ଭୋଇ) :ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନାଲକୋ ନଗର କୃଷକ ବଜାର ଠାରେ ବାବା ଆଖଣ୍ଡଳମଣି ଙ୍କ ୧୫ତମ ଜନ୍ମ ବାର୍ଷିକ ମହୋତ୍ସବ ଓ ବିଶ୍ଵ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ତିନି ଦିନ ବ୍ୟାପି…
ବୁଗୁଡ଼ା ଅଞ୍ଚଳରେ ସାଇବର ଠକେଇର ପର୍ଦ୍ଦାଫାସ, ୨ ଅଭିଯୁକ୍ତ ଗିରଫ
ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ସମ୍ପ୍ରତି ବିଭିନ୍ନ ମାଧ୍ୟମରେ ସଚେତନତା ସତ୍ତ୍ବେ ଲୋକେ ସାଇବର ଠକେଇର ଶିକାର ହୋଇଆସୁଥିବା ବେଳେ ଓଡିଶା ପୋଲିସର ସାଇବର କବଚ ସ୍ବତନ୍ତ୍ର ଅଭିଯାନ ପରିପ୍ରେକ୍ଷୀରେ ବୁଗୁଡା ପୋଲିସ ଏବେ ଏକ ସାଇବର ଠକେଇ ନେଟୱାର୍କର ପର୍ଦ୍ଦାଫାସ…
