ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ସହରରେ ବାଇକ ଚୋରି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିବା ସହ ଦୁଇଟି ବାଇକ ଓ ଗୋଟିଏ ସ୍କୁଟି ଜବତ କରିଛି l ଗିରଫ ଅଭିଯୁକ୍ତ ହେଲେ ବୁଗୁଡ଼ା ମହାପାତ୍ର ସାହିର ରୁଦ୍ର…
Tag: Newspaper Online
ଥର୍ମାଲ ଡ଼ିଏଭି ପବ୍ଲିକ ସ୍କୁଲରେ ଭାରତ ଛାଡ ଆନ୍ଦୋଳନ ଦିବସ ପାଳିତ
ତାଳଚେର (ଶ୍ରୀକ୍ଷେତ୍ର ନ୍ୟୁଜ଼ ବ୍ୟୁରୋ): ତା୦୮/୦୮/୨୦୨୬ ରିଖ ତାଳଚେର ଥର୍ମାଲ ଡ଼ିଏଭି ପବ୍ଲିକ ସ୍କୁଲରେ ଭାରତ ଛାଡ଼ ଆନ୍ଦୋଳନ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ବିନୋଦିନି ଦାଶଙ୍କ ପ୍ରତ୍ଯେକ୍ଷ ତତ୍ତ୍ବାବଧାନରେ ବିଦ୍ୟାଳୟ ପ୍ରାଙ୍ଗଣରେ ଉକ୍ତ ଦିବସ ପାଳିତ…
ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ନୂତନ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା ଓ ପାଠଚକ୍ର ଆଲୋଚନା
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ସ୍ଥାନୀୟ ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ନୂତନ ପ୍ରିନ୍ସିପାଲ ଭଗବାନ ଶତପଥୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ ଓ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ଶ୍ରୀ ଶତପଥୀ ଅଧ୍ୟକ୍ଷତା କରିବା ସହ…
ଶହୀଦ ଅଗ୍ନିଶମ କର୍ମଚାରୀ ଚନ୍ଦନ ପଟ୍ଟନାୟକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ସହାୟତା
ଅନୁଗୋଳ(ଅଜିତ କୁମାର ଭୋଇ): ଅଗ୍ନିଶମ ବିଭାଗର ଶହୀଦ କର୍ମଚାରୀ ଚନ୍ଦନ ପଟ୍ଟନାୟକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧ କୋଟି ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହା ସହିତ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ପ୍ରଦାନ…
୧୦ କୋଟି ନିଶା ମୁକ୍ତି ପ୍ରତିଜ୍ଞା ମହା ଅଭିଯାନର ଶୁଭ ଉଦଘାଟନ।
ରାୟଗଡା (ଗୋପୀନାଥ ଗୌଡ଼): ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ବ ବିଦ୍ୟାଳୟ, ରାୟଗଡା, ସେବା କେନ୍ଦ୍ର ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ୧୦ କୋଟି ନିଶା ମୁକ୍ତି ପ୍ରତିଜ୍ଞା ମହା ଅଭିଯାନର ଶୁଭ ଉଦଘାଟନ ଆଜି ସକାଳ, ୯.୩୦ ସମୟରେ ସ୍ଥାନୀୟ ସେବା କେନ୍ଦ୍ରର…
ବାଲିପଦର ସ୍ନାତକ ମହାବିଦ୍ୟାଳୟ ରେ ଶକ୍ତିଶ୍ରୀ ସଶକ୍ତି କରଣ କର୍ମଶାଳା ଉଦଯାପିତ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ବାଲିପଦର ସ୍ନାତକ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତି କରଣ କର୍ମଶାଳା ଉଦଯାପିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧକ୍ଷ ଶ୍ରୀଯୁକ୍ତ ଗୋପୀନାଥ ମହାନ୍ତି ପୌରାହିତ୍ୟ କରିଥିବାବେଳେ ବୁଗୁଡ଼ା ଥାନା ଅଧିକାରୀଙ୍କ ପ୍ରତିନିଧି ଭାବେ ଶ୍ରୀଯୁକ୍ତ ଅଜୟ…
ପଞ୍ଚ ଦିବସୀୟ ଇଂରାଜୀ ଭାଷା ଶିକ୍ଷାଦାନ ତାଲିମ ଶିବିର : ଶିକ୍ଷାଦାନ କଲେ ଜିଲ୍ଲାପାଳ
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ପଞ୍ଚଦିବସୀୟ ଇଂରାଜୀ ଭାଷା ଶିକ୍ଷାଦାନ ତାଲିମ ଶିବିର ପ୍ରାଥମିକ ଶିକ୍ଷକ/ ଶିକ୍ଷୟିତ୍ରୀ ସୋନପୁର ଜିଲ୍ଲା ପାଇଁ ସ୍ଥାନୀୟ ସାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଛି। ଏଥିରେ ଜିଲ୍ଲାର ୬ଟି ବ୍ଲକରୁ ସମୁଦାୟ ୫୭ଜଣ…
ସଟର ତାଡି ଔଷଧ ଦୋକାନରୁ ଚୋରି।
ରାୟଗଡ଼ (ଗୋପୀନାଥ ଗୌଡ଼): ବିଳମ୍ୱିତ ରାତିରେ ସଟର ତାଡି ଔଷଧ ଦୋକାନରୁ ଚୋରି ହୋଇଛି ୪୦ହଜାର ଉର୍ଦ୍ଧ ଟଙ୍କା ଏବଂ ଗୋଟିଏ ମୋବାଇଲ ଚୋରି ହୋଇଥିବା କହିଛନ୍ତି ଦୋକାନ ମାଲିକ ଦାଶରଥୀ ସାହୁ। ରାୟଗଡ଼ ସହରସ୍ଥିତ ମେନ୍ ରୋଡ଼ରେ ଥିବା ଏକ…
ଅନୁଗୋଳରେ ଏଆଇ-ଆଧାରିତ ଇ-ଚାଲାଣ ବ୍ୟବସ୍ଥା ,୧୦୦ରୁ ଅଧିକ ଟ୍ରାଫିକ୍ ଉଲ୍ଲଂଘନ ଚିହ୍ନଟ ।
ଅନୁଗୋଳ (ଅଜିତ କୁମାର ଭୋଇ) : ସଡ଼କ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ଏବଂ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ ଅନୁଗୋଳ ପୋଲିସ ପକ୍ଷରୁ ଏଆଇ (AI) ଆଧାରିତ ଇ-ଚାଲାଣ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ମୋଟର ଯାନ…
ମୃତ୍ତିକା ଓ ଜଳ ସଂରକ୍ଷଣକୁ ଗୁରୁତ୍ୱ ଦେଉଛି ଅନୁଗୋଳ ବନ ବିଭାଗ; ସବୁଜ ଜଙ୍ଗଲ ଗଠନ ଲକ୍ଷ୍ୟ
ଅନୁଗୋଳ (ଅଜିତ କୁମାର ଭୋଇ) : ଜଙ୍ଗଲର ପରିବେଶଗତ ସନ୍ତୁଳନ ବଜାୟ ରଖିବା ସହ ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ଅନୁଗୋଳ ବନ ବିଭାଗ ପକ୍ଷରୁ ମୃତ୍ତିକା ଓ ଜଳ ସଂରକ୍ଷଣ (SMC) କାର୍ଯ୍ୟକ୍ରମକୁ ଅଧିକ ଜୋରଦାର କରାଯାଇଛି। କ୍ଷେତ୍ରସ୍ତରରେ ବିଭିନ୍ନ…
