ଚମ୍ପୁଆ/କେନ୍ଦୁଝର (ପ୍ରଦୀପ କୁମାର ମହନ୍ତ): ଚମ୍ପୁଆ ଥାନା ନିକଟସ୍ଥ ବୈତରଣୀ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ପରେ ଘଟଣାସ୍ଥଳରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି।ସୂଚନା ଅନୁସାରେ,…
Tag: Odia paper
ଗଣେଶ ପୂଜା ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
ବନ୍ତଳା/ଅନୁଗୁଳ (ଅଜିତ କୁମାର ଭୋଇ) : ପବିତ୍ର ଗଣେଶ ପୂଜା ଅବସରରେ ଅନୁଗୋଳ ୱାର୍ଡ ନଂ ୬ ଆମ୍ବେଦକର ନଗର ଠାରେ ଆଜାଦ୍ ମଜଦୂର ସଂଘ ଏବଂ ଇନ୍ଦିରା କ୍ଲବ୍ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଉକ୍ତ…
ତୁଳସୀପାଳ ଜିପି ବିଜେଡି ନୂତନ କର୍ମକର୍ତ୍ତା ଚୟନ
ଅନୁଗୁଳ/ବଅଁରପାଳ (ଅଜିତ କୁମାର ଭୋଇ) : ବଅଁରପାଳ ବ୍ଲକ ତୁଳସୀପାଳ ଗ୍ରାମ ଫଟାକାଞ୍ଜିଆ ସ୍ଥିତ ମା’ ମହାପାଟ ଙ୍କ ମନ୍ଦିର ସମ୍ମୁଖରେ ତୁଳସୀପାଳ ପଞ୍ଚାୟତ ବିଜେଡି ପକ୍ଷରୁ ପଞ୍ଚାୟତ ସଭାପତି ଦୁଃଖବନ୍ଧୁ ବିଶ୍ୱାଳଙ୍କ ସଭାପତିତ୍ୱରେ ନୂତନ କର୍ମକର୍ତ୍ତା ଚୟନ କରା ଯାଇଥିଲା…
ଚମ୍ପୁଆ ଶିଶୁ ମନ୍ଦିରରେ ‘ଏକ ପେଡ୍ ମା’ କେ ନାମ’ କାର୍ଯ୍ୟକ୍ରମ
ଚମ୍ପୁଆ/କେନ୍ଦୁଝର(ପ୍ରଦୀପ କୁମାର ମହନ୍ତ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ବିଦ୍ୟାଳୟର ଇକୋ କ୍ଲବ ପକ୍ଷରୁ ଚମ୍ପୁଆ ବନ ବିଭାଗର ଆନୁକୂଲ୍ୟରେ ‘ଏକ ପେଡ୍ ମା’ କେ ନାମ’ କାର୍ଯ୍ୟକ୍ରମ ଓ ବୃକ୍ଷରୋପଣ…
ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ଘରେ ଚାଲିଥିଲା ସେକ୍ସ ରାକେଟ: ଅନୁଗୋଳରୁ ୫ ଜଣ ଅଟକ
ଅନୁଗୋଳ(ଅଜିତ କୁମାର ଭୋଇ) : ସହରର ବେଶ୍ ଜନଗହଳିପୂର୍ଣ୍ଣ ଅଞ୍ଚଳ ଅମଲାପଡ଼ାରେ ଏକ ବଡ଼ ଧରଣର ସେକ୍ସ ରାକେଟ୍ ଠାବ ହୋଇଛି। ଜଣେ ସ୍ୱର୍ଗତ ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ଘରେ ଦୀର୍ଘ ଦିନରୁ ଚାଲିଥିବା ଏହି ଦେହ ବ୍ୟବସାୟର ପର୍ଦ୍ଦାଫାଶ କରିଛି…
ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟର ଚକ୍ଷୁ ବିଭାଗରେ ତାଲା, ରୋଗୀ ହନ୍ତସନ୍ତ
କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହନ୍ତ) : ଗରିବ ଓ ଅସହାୟ ଲୋକଙ୍କୁ ସୁଲଭ ଓ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ସରକାର ବିଭିନ୍ନ ଯୋଜନାରେ ବିପୁଳ ଅର୍ଥ ବ୍ୟୟ କରୁଥିବା ବେଳେ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ସ୍ୱାସ୍ଥ୍ୟସେବାକୁ ନେଇ ଅବ୍ୟବସ୍ଥାର ଅଭିଯୋଗ…
ବୁଗୁଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ଧୂମଧାମରେ ଗଣେଶ ପୂଜା ଅନୁଷ୍ଠିତ
ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ଏ ବର୍ଷ ବୁଗୁଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜା ଜାକଜମକରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ନିୟୁ ଏରା ପବ୍ଲିକ୍…
ପ୍ରାଥମିକ ଚିକିତ୍ସା ପ୍ରତିଯୋଗିତାରେ ଚନ୍ଦ୍ରଶେଖର ବିଦ୍ୟାଳୟର ସଫଳତା
ଚମ୍ପୁଆ/କେନ୍ଦୁଝର (ପ୍ରଦୀପ କୁମାର ମହନ୍ତ) : ଚମ୍ପୁଆ ଚନ୍ଦ୍ରଶେଖର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପ୍ରାଥମିକ ଚିକିତ୍ସା ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ବାଳିକା ବିଭାଗରେ ବିଦ୍ୟାଳୟର ଦଳ ଦଳଗତ ଚମ୍ପିଆନ ହୋଇଥିବାବେଳେ ବାଳକ ବିଭାଗରେ ଦଳ ଦ୍ୱିତୀୟ ସ୍ଥାନ ଅଧିକାର…
ଶାନ୍ତିଶୃଙ୍ଖଳାରେ ଗଣେଶ ପୂଜା ପାଇଁ ବୁଗୁଡ଼ା ଥାନାରେ ବୈଠକ
ବୁଗୁଡ଼ା/ଗଞ୍ଜାମ (ସୋରେନ କୁମାର ପ୍ରଧାନ): ଆସନ୍ତା ଗଣେଶ ପୂଜା ଓ ବିସର୍ଜନ ଉତ୍ସବକୁ ଶାନ୍ତିଶୃଙ୍ଖଳା ପରିସ୍ଥିତି ବଜାୟ ରଖି ପାଳନ କରିବା ନେଇ ଆଜି ବୁଗୁଡ଼ା ଥାନା ପରିସରରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୁଗୁଡ଼ା ଥାନାଧିକାରୀ ସୀତାଂଶୁ…
ବିଟକାଳ ଶବ୍ଦ କରୁଥିବା ଗାଡ଼ି ଉପରେ ପୋଲିସର ଚଢ଼ାଉ, ୩୩ ଗାଡ଼ିରୁ ₹୨,୦୦,୫୦୦ ଜରିମାନା
ତାଳଚେର(ଅଜିତ କୁମାର ଭୋଇ) : ଅପରେସନ ‘ସୁରକ୍ଷା’ ଅଧୀନରେ ପରିବର୍ତ୍ତିତ ସାଇଲେନ୍ସର ଲଗାଇ ଅତ୍ୟଧିକ ଶବ୍ଦ ସୃଷ୍ଟି କରୁଥିବା ଯାନବାହନ ବିରୋଧରେ ତାଳଚେର ସବ୍-ଡିଭିଜନ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରାଯାଇଛି।ଏହି ଅଭିଯାନରେ ତାଳଚେର ଥାନା ପକ୍ଷରୁ ୧୫ଟି ଗାଡ଼ିରୁ ୭୫…
