ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପାଳିତ, ଯୋଗଦେଲେ ରାଷ୍ଟ୍ରପତି

ପୁରୀ :(ସମୀର ରଞ୍ଜନ ନାୟକ )ଆଜି ପୂର୍ବାହ୍ନରେ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ହୀରକ ଜୟନ୍ତୀ ର ସ୍ମୃତି ଫଳଖକୁ ଉଦଘାଟନ କରି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ…

ସମ୍ଭଲର ଦଙ୍ଗାକାରୀଙ୍କୁ ଭେଟିବାର ଜିଦ୍ ରାହୁଲଙ୍କ ଉପରେ ଭାରି ପଡିଲା

ଲକ୍ଷ୍ନୌ: ସମ୍ଭଲ ଯିବାକୁ ଜିଦ୍ ଧରିଥିବା ରାହୁଲ ଗାନ୍ଧୀ-ପ୍ରିୟଙ୍କା ଗାନ୍ଧୀଙ୍କୁ ଉତ୍ତର ପ୍ରଦେଶ ପୋଲିସ ସୀମାରୁ ଫେରାଇ ଦେଇଛି। ଏହି ସମୟରେ, ରାହୁଲ ଅଧିକାରୀମାନଙ୍କ ସହ କଥା ହୋଇଥିଲେ ଏବଂ କହିଥିଲେ ଯେ ସେ ପୋଲିସ୍ କାରରେ ଏକୁଟିଆ ଯିବାକୁ ଚାହୁଁଥିଲେ…

ବରଗଡ଼ ଧନୁଯାତ୍ରା ପାଇଁ ସ୍ଥାପନ ହେଲା ଶୁଭସ୍ତମ୍ଭ, ଜୀରାନଦୀ ହେବ ଯମୁନା

ବରଗଡ଼ (ମୁକୁନ୍ଦ ଦାଶ ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୫ ଜାନୁଆରୀ ୩ରୁ ଆରମ୍ଭ ହୋଇ ଜାନୁଆରୀ ୧୩ ପର୍ଯ୍ୟନ୍ତ ଚାଲିବ। ଦୀର୍ଘ ୧୧ ଦିନ ବ୍ୟାପୀ ଏହି ଅବଧି ମଧ୍ୟରେ ବରଗଡ଼ ମଥୁରାନଗରୀ ଏବଂ…

ମୌଳିକ ସୁବିଧାରୁ ବଂଚିତ ବରଗଡ଼ବାସୀ

ବରଗଡ଼ (ମୁକୁନ୍ଦ ଦାସ): ବରଗଡ଼ ସହର ମଧ୍ୟରେ ଥିବା ସରକାରୀ ବସ୍ ଷ୍ଟାଣ୍ଡ ହେଉଛି ଏକ ଜନଗହଳି ସ୍ଥାନ ହେଲେ ବିଡମ୍ବନାର କଥା ଏଠାରେ ଥିବା ପରିସ୍ରାଗାର ର ଅବସ୍ଥା ଶୋଚନୀୟ । ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାରେ ଯାତ୍ରୀ…

ହିନ୍ଦୁସୁରକ୍ଷା ପ୍ରତିବାଦ ଶୋଭାଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

କେନ୍ଦୁଝର (ସୀତାରାମ ଦୀକ୍ଷିତ) :ହିନ୍ଦୁସୁରକ୍ଷା ମଞ୍ଚର ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ଘନଶ୍ୟାମ ମହାନ୍ତ ଙ୍କ ସଭାପତିତ୍ବରେ ହିନ୍ଦୁ ସୁରକ୍ଷା ପ୍ରତିବାଦ ପାଇଁ ଏକ ଶୋଭାଯାତ୍ରା ହେବାକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।ତେବେ ବାଂଶଲାଦେଶରେ ହେଉଥିବା ହିନ୍ଦୁ ମାନଙ୍କ ଉପରେ ନିଷ୍ଟୁର…

ସରସ୍ବତୀ ଶିଶୁ ମନ୍ଦିର ର ବାର୍ଷିକ କ୍ରିଡା ଉଦଯାପିତ

କେନ୍ଦୁଝର(ସୀତାରାମ ଦୀକ୍ଷିତ) :କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ମହାଲକ୍ଷ୍ମୀ ପଡିଆରେ ଦୁଇଦିନ ଧରି ଚାଲିଥିବା ପଦ୍ମପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ବାର୍ଷକ କ୍ରିଡା ଉତ୍ସବ ଉଦଯାପିତ ହୋଇଛି।ଏଥିରେ ଖେଳାଯାଇଥିବା ୧ଶହ ମିଟର,୨ଶହ ମିଟର ଦୈଡ,୫ ଓ ୬ ଶହ…

ଏନଏସଏସ ୟୁନିଟ – ୧ ପକ୍ଷରୁ ସ୍ୱତନ୍ତ୍ର ବୃକ୍ଷରୋପଣ ଶିବିର

ଗଞ୍ଜାମ/ବୁଗୁଡ଼ା(ସୋରେନ କୁମାର ପ୍ରଧାନ):ବୁଗୁଡ଼ା ପିପୁଲ୍ସ କଲେଜ୍ ଜାତୀୟ ସେବା ଯୋଜନା ୟୁନିଟ୍ -୧ ପକ୍ଷରୁ ଡିସେମ୍ବର ୪ ତାରିଖ ଦିନ କଲେଜ୍ ପ୍ରିନ୍ସପାଲ ପ୍ରଫେସର୍ ହରିକୃଷ ନାୟକ ପ୍ରଥମେ ବୃକ୍ଷରୋପଣ କରି ଶିବିରକୁ ଉଦ୍ଘାଟନ କରିଥିଲେ।ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ…

ବୁଦ୍ଧଗିରି ବିଦ୍ୟାପୀଠରେ ପୋଷାକ ବଣ୍ଟନ ମେଳା

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ବୀରଧନଞ୍ଜୟପୁରସ୍ଥିତ ବୁଦ୍ଧଗିରି ବିଦ୍ୟାପୀଠରେ ପୋଷାକ ବଣ୍ଟନ ମେଳା ଅନୁଷ୍ଠିତ ହୋଇ ଯାଇଛି । ପ୍ରଧାନ ଶିକ୍ଷକ ବିଭୂତି ଭୂଷଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଇଓ ଚିନ୍ମୟ ମହାପାତ୍ର,…

ରାଜ୍ୟ ଓ ଦେଶର ମଙ୍ଗଳ ପ୍ରାର୍ଥନା କଲି ଶ୍ରୀମନ୍ଦିରରୁ ବାହାରି କହିଲେ ମହାମହିମ ରାଷ୍ଟ୍ରପତି

ପୁରୀ (ସମୀର ରଞ୍ଜନ ନାୟକ) : ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ରାଜ୍ୟ ଏବଂ ଦେଶର ମଙ୍ଗଳ ପାଇଁ ପ୍ରାର୍ଥନା କଲି । ରାଜ୍ୟର ଲୋକ, ଦେଶର ଲୋକ ଖୁସିରେ ରୁହନ୍ତୁ, ଆନନ୍ଦରେ ରୁହନ୍ତୁ । ଭଗବାନ ସମସ୍ତଙ୍କର ମଙ୍ଗଳ କରନ୍ତୁ।”…

ପୁରୀ ସମୁଦ୍ରରେ ଶକ୍ତି ପ୍ରଦର୍ଶନ କଲା ନୌସେନା

ପୁରୀ (ସମୀର ରଞ୍ଜନ ନାୟକ ): ନୌସେନା ଦିବସରେ ନୌବୀରମାନେ ପୁରୀ ସମୁଦ୍ରର ଅଥଳ ଜଳରାଶିରେ ଅପରେସନ୍ କୌଶଳ ଦେଖାଇଛନ୍ତି। ନୌସେନାର ନୌବୀରମାନେ ୧୫ଟି ଯୁଦ୍ଧପୋତ, ୪୦ ଏୟାରକ୍ରାଫ୍ଟ୍ ଏହି ଯୁଦ୍ଧ କୌଶଳ ପ୍ରଦର୍ଶନ କରିଛନ୍ତି। ଭାରତୀୟ ନୈସନାର ଦକ୍ଷତାକୁ ଉପରେ…

error: Content is protected !!