ପୁରୀ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣି ସମ୍ପଦ ମେଳା ଅନୁଷ୍ଠିତ।

ପୁରୀ (ସମୀର ରଞ୍ଜନ ନାୟକ) : ସରକାର ମତ୍ସ୍ୟ ଓ ପ୍ରାଣି ସମ୍ପଦରେ ଆଗ୍ରହ ରଖୁଥିବା ଚାଷୀ ମାନଙ୍କ ଉନ୍ନତି ଓ ଆର୍ଥିକ ସମୃଦ୍ଧି ପାଇଁ ଅନେକ ବ୍ୟବସ୍ଥା କରିଛନ୍ତି।ଏହି ଯୋଜନା ଓ ବ୍ୟବସ୍ଥା ବିଷୟରେ ହିତାଧିକାରୀଙ୍କୁ ସଚେତନ କରାଇବା ଏହି…

ଖୋର୍ଦ୍ଧା ଜିଲ୍ଲାରେ ଆୟୋଜିତ ହେଉଥିବା ଦୁଇ ଦିନିଆ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା 2024 ସମାପ୍ତ

ଖୋର୍ଦ୍ଧା (ସମୀର ରଞ୍ଜନ ନାୟକ):ଖୋର୍ଦ୍ଧା ଜିଲ୍ଲାରେ ଆୟୋଜିତ ହେଉଥିବା ଦୁଇ ଦିନିଆ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା 2024 ଏକ ପ୍ରିତୀକର ଢଙ୍ଗରେ ସମାପ୍ତ ହୋଇଥିଲା ଏବଂ ଦ୍ୱିତୀୟ ଦିନରେ ଏକ ହଜାରରୁ ଅଧିକ କୃଷକ ଅଂଶଗ୍ରହଣ କରିଥିଲେ। ମତ୍ସ୍ୟ ଚାଷ…

ପାଇକମାଲ ଶିଶୁ କନ୍ୟା ବଳାତ୍କାର ଓ ହତ୍ୟା ଘଟଣାରେ ନ୍ୟାୟ ଦାବି

ବରଗଡ଼ ( ମୁକୁନ୍ଦ ଦାସ ): ପାଇକମାଲ ବ୍ଲକ ଅନ୍ତର୍ଗତ ସୋଢ଼ା ଗ୍ରାମର ୫ ବର୍ଷୀୟ କୁନି ଶିଶୁ ଅର୍ଚ୍ଚିତା ବାରିହାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ସାରା ଅଂଚଳରେ ଆଲୋଡନ ସୃଷ୍ଟି କରିଛି ପୀଡିତ ପରିବାର କୁ ନ୍ୟାୟ ଦାବୀରେ…

କାନସୁକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ଓ ଜୋତା ବଣ୍ଟନ

ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ କାନସୁକା ଗ୍ରାମର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ନଭେମ୍ବର ୨୦ ତାରିଖ ଦିନ ପୋଷାକ ଓ ଜୋତା ବଣ୍ଟନ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର ବେହେରା ଅଧ୍ୟକ୍ଷତା…

ଅନ୍ଵେଷଣ ର ୪ର୍ଥ ବାର୍ଷିକ ଉତ୍ସବ “ଶିଶୁଙ୍କ ଅଧିକାର ଶିକ୍ଷା, ଭିକ୍ଷା ନୁହେଁ ” ସଭା ଦ୍ଵାରା ସଚେତନତା

ପୁରୀ (ସମୀର ରଞ୍ଜନ ନାୟକ ): ଅଭାବ ଓ ଅବହେଳା ପାଇଁ ଶୈଶବ ବନ୍ଧା ନପଡୁ। ଶିକ୍ଷା ଶିଶୁର ମୌଳିକ ଅଧିକାର, ଭିକ୍ଷା ନୁହେଁ। ବସ୍ତି ପିଲାଙ୍କ ଭିତରେ ମଧ୍ୟ ଅନେକ ପ୍ରତିଭା ତଥା ଦକ୍ଷତା ରହିଛି। ସେସବୁର ବିକାଶ ହେଉ।…

ନକଲି କାଗଜପତ୍ରରେ ଭାରତରେ ପ୍ରବେଶ କରିଥିବା ୬ ଜଣ ବାଂଲାଦେଶୀ କର୍ଣ୍ଣାଟକରେ ଗିରଫ

ବେଙ୍ଗାଲୁର : କର୍ଣ୍ଣାଟକର ଚିତ୍ରଦୁର୍ଗ ସହରରେ ବେଆଇନ ଭାବେ ରହୁଥିବା ଛଅ ଜଣ ବାଂଲାଦେଶୀ ନାଗରିକଙ୍କୁ ପୋଲିସ ଗିରଫ କରିଛି। ଏହି ବାଂଲାଦେଶୀ ନାଗରିକମାନେ ବେଆଇନ ଭାବେ ଭାରତରେ ପ୍ରବେଶ କରିଥିଲେ ଏବଂ ନକଲି କାଗଜପତ୍ର ଆଧାରରେ ଏଠାରେ ରହୁଥିଲେ। ଗିରଫ…

ଜଟେସିଂହା ପ୍ରାଥମିକ ଉଚ୍ଚ ବିଦ୍ୟାଳୟ ରେ ଅଭିଭାବକଓ ଛାତ୍ର ଛାତ୍ରୀ ପକାଇଲେ ତାଲା

ସୁବର୍ଣ୍ଣପୁରପୁର (ଚୈତନ୍ୟ ଭୁକ୍ତା ) : ବୀରମହାରାଜପୁର ବ୍ଲକ ଅନ୍ତଗତ ଜଟେସିଂହା ପ୍ରାଥମିକ ଉଚ୍ଚ ବିଦ୍ୟାଳୟ ରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢା ହେଉଥିବା ବେଳେ ସର୍ବମୋଟ ଶିକ୍ଷକ ଛଅ ଜଣ ଥିଲେ ତାଙ୍କ ମଧ୍ୟରୁ ଜଣେ…

ଶ୍ରୀ ମହୋଦଧିଙ୍କ ନିତ୍ଯ ସଂଧ୍ଯା ଆଳତୀର ୧୯ତମ ବାର୍ଷିକ ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ (ସମୀର ରଞ୍ଜନ ନାୟକ): ଗୋବର୍ଦ୍ଧନ ପୀଠ ଠାରେ ଆସନ୍ତା ଜାନୁଆରୀ ମାସ ୯ ତାରିଖରେ ହେବାକୁ ଥିବା ତୀର୍ଥରାଜ ଶ୍ରୀମହୋଦଧିଙ୍କ ନିତ୍ଯ ସଂଧ୍ଯା ଆଳତୀର ୧୯ତମ ବାର୍ଷିକ ମହୋତ୍ସବର ୧ମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମହୋଦଧି…

ନିର୍ଦ୍ଧାରିତ ସମୟରେ ପ୍ରକଳ୍ପଗୁଡିକୁ ଶେଷ କରିବା ଆମର ପ୍ରାଥମିକତା : ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ପୁରୀ (ସମୀର ରଞ୍ଜନ ନାୟକ )ଆଜି ନିମାପଡା ବ୍ଲକ କନଫରେନ୍ସ ହଲରେ ଆୟୋଜିତ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଉନ୍ନୟନ କମିଟିର ତ୍ରୈମାସିକ ସମୀକ୍ଷା ବୈଠକରେ ଯୋଗଦେଇଥିଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା । ବୈଠକରେ ବିଭିନ୍ନ ବିଭାଗରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡିକର…

ନିଷିଦ୍ଧାଞ୍ଚଳରେ ମାଛ ଧରି ୭ ମତ୍ସଜୀବୀ ଅଟକ

ପୁରୀ /କୋଣାର୍କ (ସମୀର ରଞ୍ଜନ ନାୟକ) :ନିଷିଦ୍ଧାଞ୍ଚଳରେ ମାଛ ଧରିବାରୁ ୭ ଜଣ ମତ୍ସଜୀବୀଙ୍କୁ ଅଟକ ରଖାଯାଇଛି । ସୂଚନା ଅନୁସାରେ, ଅସ୍ତରଙ୍ଗ ଦେବୀ ନଦୀ ମୁହାଣ ପାଶ୍ୱବର୍ତ୍ତୀ ନିଷିଦ୍ଧାଞ୍ଚଳରେ କିଛି ମତ୍ସଜୀବୀ ମାଛ ଧରୁଥିବା ବେଳେ ଧରାପଡିଛନ୍ତି ଯାହା ପରେ…

error: Content is protected !!