ଖଲ୍ଲିକୋଟ ମନ୍ଦିରରୁ ଚୋରି, ନିର୍ମଳଝର ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଗଞ୍ଜାମ (ଅଶ୍ୱିନୀ କୁମାର ମହାନ୍ତି ):ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳରେ ପୁଣି ଚୋରି। ପର୍ୟ୍ୟଟନ ସ୍ଥଳୀ ନିର୍ମଳଝର ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିନେଲେ ଦୃର୍ବୁତ୍ତ। ଗତ କାଲି ବିଳମ୍ବିତ ରାତିରେ ନିର୍ମଳଝର ପରିସରରେ ଥିବା ନୀଳକଣ୍ଠେଶ୍ଵର ମନ୍ଦିରରୁ ହୁଣ୍ଡି ଭାଙ୍ଗି…

ଜୟ କିଷାନ ସେବାଶ୍ରମ ଝୋଲରି ଠାରେ ଭାଗବତ ପ୍ରବଚନ

ଗଞ୍ଜାମ /ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୁଗୁଡା ବ୍ଳକ ଅନ୍ତର୍ଗତ ଝୋଲରୀ ଜୟ କିଷାନ ସେବାଶ୍ରମରେ ଦୁଇ ଦିନ ଧରି ଭାଗବତ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରବଚନ ପ୍ରଦାନକାରୀ ଭାବେ ସାଦେରା ରୋଡ ସ୍ଥିତ ନିତାଇ ଗୌର ମଠ ମହନ୍ତ ଶ୍ରୀ…

ବୈତରଣୀ ନଦୀର ସୁନାମଣୀ ବିଚ୍ ରେ ବୁଡି ଅଷ୍ଟମ ଶ୍ରେଣୀର ଛାତ୍ର ମୃତ

ମୟୁରଭଞ୍ଜ (ରିପୋର୍ଟ – ଜିତେନ୍ଦ୍ର ରାଜ଼ ): ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ସୀମାନ୍ତ ର ବୈତରଣୀ ନଦୀରେ ଥିବା ସୁନାମଣୀ ବୀଚ ରେ ବୁଡି ଜଣେ ଅଷ୍ଟମ ଶ୍ରେଣୀ ର ଛାତ୍ର ଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ବଡ଼ଭାଇ…

ସମଗ୍ର ବିଶ୍ୱ ମୋଦିଙ୍କୁ ଭଲପାଏ, ଭାରତକୁ ପ୍ରକୃତ ବନ୍ଧୁ କହିଲେ ଡୋନାଲ୍ଡ ଟ୍ରମ୍ପ

US Election Result ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ଆଗାମୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ପାଇଁ ଟେଲିଫୋନ୍ କରିଥିଲେ।ଏଥି ସହିତ,ଟ୍ରମ୍ପ କହିଛନ୍ତି ଯେ ନିର୍ବାଚନ ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱର ପ୍ରଥମ…

ଯୋଡା ଶାସ୍ତ୍ରୀ ନଗର ବିହାରୀ ସମ୍ପ୍ରଦାୟ ପକ୍ଷରୁ ଛଟ ପର୍ବ ପାଳିତ

Chhath puja 2024 : କେନ୍ଦୁଝର ଜିଲ୍ଲା ଯୋଡ଼ା ସ୍ଥିତ ଶାସ୍ତ୍ରୀନଗର ଠାରେ ପବିତ୍ର ଛୋଟ ପର୍ଵ ପାଳିତ ହୋଇଯାଇଅଛି।ଦୀର୍ଘ ୪ ଦିନ ଧରି ଚାଲିଥିବା ପବିତ୍ର ଛଟ ପୂଜାର ଆଜି ଶେଷ ଦିନ । ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ ପରେ…

ଆମ ସଂସ୍କୃତି ଓ ପରମ୍ପରାରେ ଗୋ ସମ୍ପଦର ଅବଦାନ ଅତି ଗୁରୁତ୍ବପୂର୍ଣ୍ଣ

ପୁରୀ (ସମୀର ରଞ୍ଜନ ନାୟକ ):ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଗୋସମ୍ପଦର ଅବଦାନ ଅତି ଗୁରୁତ୍ବପୂର୍ଣ୍ଣ । ଗୋମାତାଙ୍କ ପୂଜା କରିବା ଅର୍ଥ ଦେବତାଙ୍କୁ ସନ୍ତୁଷ୍ଟ କରିବା ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୁରୀ ହରିହରାନନ୍ଦ ଗୁରୁକୁଳମ୍‌…

ପୁରୀ ଜିଲ୍ଲାରେ ସ୍କାଉଟ୍ ଗାଇଡ୍‌ର ପ୍ରତିଷ୍ଠା ଦିବସ ପାଳିତ

ପୁରୀ (ସମୀର ରଞ୍ଜନ ନାୟକ) :୧୯୦୭ ମସିହା ନଭେମ୍ବର ୭ ତାରିଖରେ ବିଶ୍ଵରେ ପ୍ରଥମ କରି ସ୍କାଉଟ ଓ ଗାଇଡର ପ୍ରତିଷ୍ଠା ହୋଇଥିଲା । ତେଣୁ ପ୍ରତ୍ୟକ ବର୍ଷ ନଭେମ୍ବର ମାସ ୭ ତାରିଖକୁ ବିଶ୍ଵ ସଂଗଠନ ସ୍କାଉଟସ୍ ଓ ଗାଇଡ଼ସ୍‌ର…

ପୁରୀ ଜିଲ୍ଲା ସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁରୀ :(ସମୀର ରଞ୍ଜନ ନାୟକ): ପୁରୀ ପୋଲିସ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଆଡ଼ମ୍ବର ପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ପ୍ରାୟ ୧୦ ଟି ବିଭାଗରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା…

ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ଶସକ୍ତି କରଣ ବିଭାଗ ପକ୍ଷରୁ…

ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ଉତ୍ସାହ ଓ ମହକ ଆୟୋଜିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ ): ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ସୁବର୍ଣ୍ଣପୁର ଦ୍ଵାରା ଆୟୋଜିତ ଶିଶୁ ଯତ୍ନ ଅନୁଷ୍ଠାନ ମାନଙ୍କୁ ନେ଼ଇ ଜିଲ୍ଲା ସ୍ତରୀୟ ମହୋତ୍ସବ ଓ ମହକ କାର୍ଯ୍ୟକ୍ରମ ସ୍ଥାନୀୟ ସଂସ୍କୃତି ଭବନଠାରେ ଆୟୋଜିତ ହୋଇଯାଇଛି l ଏହା…

error: Content is protected !!
Powered by Joinchat