ଓଡିଶା ଶୁଭରମ୍ଭ କଲା ଦେଶର ପ୍ରଥମ ରାଇସ୍ ଏଟିଏମ୍ , ଜାଣନ୍ତୁ ବିଶେଷତ୍ୱ

ଭୁବନେଶ୍ୱର : ରାସନ କାର୍ଡଧାରୀଙ୍କୁ ଚାଉଳ ଯୋଗାଇବା ଉଦ୍ଦେଶ୍ଯରେ ଭୁବନେଶ୍ୱରରେ ଓଡ଼ିଶା ଏହାର ପ୍ରଥମ ‘ରାଇସ୍ ଏଟିଏମ୍’ ର ଶୁଭାରମ୍ଭ କରିଛି। ଖାଦ୍ଯ ଯୋଗାଣ ଏବଂ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗୁରୁବାର ଏହି ଘୋଷଣା କରିଛନ୍ତି। ଭୁବନେଶ୍ୱରର ମଞ୍ଚେଶ୍ୱର…

କଂଗ୍ରେସର ମିଛ ଧରାପଡ଼ିଲା, କରିଥିବା ୫୯ ନିର୍ବାଚନୀ ପ୍ରତିଶୃତିରୁ ପୁରା କରିଛି ମାତ୍ର ୩%

ନୂଆଦିଲ୍ଲୀ : କର୍ଣ୍ଣାଟକର କଂଗ୍ରେସ ସରକାରର ମିଛ ପଦାରେ ପଡ଼ିଛି। ଏହା ଲୋକମାନଙ୍କୁ ୫୯ଟି ପ୍ରତିଶ୍ରୁତି ଦେଇ ପ୍ରଲୋଭିତ କରିଥିଲା ଏବଂ ଯେତେବେଳେ ପ୍ରତିଶ୍ରୁତି ପୂରଣ କରିବାର କଥା ଆସିଲା, ସେତେବେଳେ ଏହା ମାତ୍ର ତିନି ପ୍ରତିଶତ ପ୍ରତିଶ୍ରୁତି ପୂରଣ କରିପାରିଥିଲା।…

ବିଜେଡି ବୈଠକରେ ପାଣ୍ଡିଆନଙ୍କୁ ନେଇ ନବୀନଙ୍କୁ ସିଧା ସିଧା ଜଣାଇଲେ କର୍ମୀ

ଭୁବନେଶ୍ୱର : ଚଳିତ ବର୍ଷ ପ୍ରାରମ୍ଭରେ ଓଡ଼ିଶାରେ ନିଜର ରାଜନୈତିକ ଜୀବନର ପ୍ରଥମ ପରାଜୟର ସମ୍ମୁଖୀନ ହେବା ପରେ, ସାଧାରଣ ଜନତା ଏବଂ ଦଳର କର୍ମୀମାନଙ୍କୁ ଭେଟିବା ପାଇଁ ବିଜେଡ଼ି ଅଧ୍ଯକ୍ଷ ତଥା ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ନଭେମ୍ବରରୁ ରାଜ୍ଯବାସୀ…

ବାଣିଜ୍ଯ କ୍ଷେତ୍ରରେ ଓଡ଼ିଶାକୁ ଅଂଶୀଦାର କରିବାକୁ ଆମେରିକା ଆଗ୍ରହୀ-US ବାଣିଜ୍ଯ ଦୂତାବାସ

ଭୁବନେଶ୍ୱର : ଓଡ଼ିଶାରେ ଶିଳ୍ପ ପରିବେଶ ଅତ୍ଯନ୍ତ ଉତ୍ସାହଜନକ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ବାଣିଜ୍ଯକ ଯୋଗଦାନ ପାଇଁ ରାଜ୍ଯ ସହିତ ଅଂଶୀଦାର ହେବାକୁ ଆଗ୍ରହୀ ବୋଲି ହାଇଦ୍ରାବାଦରେ ଆମେରିକାର ବାଣିଜ୍ଯକ ଜେନେରାଲ ଜେନିଫର୍ ଲାରସନ୍ ବୁଧବାର ଏଠାରେ କହିଛନ୍ତି। ଆମେରିକା ଏବଂ…

ଓଡିଶା ଗସ୍ତରେ ଆରଏସ୍ଏସ୍ ମୁଖ୍ଯ ମୋହନ ଭାଗବତ, ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ

ଭୁବନେଶ୍ୱର : ରାଷ୍ଟ୍ରୀୟ ସ୍ୱଯ଼ଂସେବକ ସଂଘ (ଆରଏସ୍ଏସ୍) ମୁଖ୍ଯ ମୋହନ ଭାଗବତ ଗୁରୁବାର ଦିନ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ସମୟ ମଧ୍ଯରେ ସେ ଅନେକ ବୈଠକରେ ଯୋଗଦେବେ। ଅପରାହ୍ନ ୧ଟା ୨୦ ମିନିଟରେ ଭାଗବତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ…

ଜିଲ୍ଲା ସଡ଼କ ସୁରକ୍ଷା କମିଟି ତରଫରୁ ସଚେତନତା କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର(ରିପୋର୍ଟ-ଚୈତନ୍ୟ ଭୁକ୍ତା) : ସୁବର୍ଣ୍ଣପୁର ଜିଲ୍ଲାରେ ସଡ଼କ ଦୁର୍ଘଟଣା କୁ ହ୍ରାସ କରିବା ଉପରେ ଗରୁତ୍ବ ପ୍ରଦାନ ପୂର୍ବକ ଆଜି ଜିଲ୍ଲା ସଡ଼କ ସୁରକ୍ଷା କମିଟି ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆଞ୍ଚଳିକ ପରିବହନ ବିଭାଗ, ଜିଲ୍ଲା…

ବିଭିନ୍ନ ଉନ୍ନୟନ କାର୍ଯ୍ୟ ର ସମୀକ୍ଷା କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ପୁରୀ (ରିପୋର୍ଟ-ସମୀର ରଞ୍ଜନ ନାୟକ): ପୁରୀ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ର ସମୀକ୍ଷା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା।ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଅଧ୍ୟକ୍ଷତା…

ପୂର୍ଵ ଶତ୍ରୁତାକୁ କେନ୍ଦ୍ରକରି ଜଘନ୍ୟ ହତ୍ୟାକାଣ୍ଡ

ପୁରୀ (ରିପୋର୍ଟ-ସମୀର ରଞ୍ଜନ ନାୟକ) : ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ଖବର ଆମର ହସ୍ତଗତ ହୋଇଛି ମିଳିଥିବା ଖବର ଅନୁଯାଇl ଟାଉନ ଥାନା ଅନ୍ତର୍ଗତ ହାଡଗୋଡିଆ ସାହିରେ କିଛି ‌ଯୁବକଙ୍କ ଆକ୍ରମଣରେ ଜଣେ ଯୁବକଙ୍କ ମୃତ ଘଟିଛି। ମୃତ୍ଯୁ ବରଣ…

ସଂଯୁକ୍ତ କୃଷକ ମୋର୍ଚ୍ଚା ପୁରୀ ଜିଲ୍ଲା ସମନ୍ୱୟ କମିଟି ପକ୍ଷରୁ ରାଲି

ପୁରୀ (ରିପୋର୍ଟ-ସମୀର ରଞ୍ଜନ ନାୟକ) : ଅଗଷ୍ଟ ୯ ହେଉଛି ଐତିହାଦିକ ଭାରତ ଛାଡ଼ ଆନ୍ଦୋଳନ ଦିବସ/ କ୍ରାନ୍ତି ଦିବସ ତେବେ ଆଜି ଦେଶବ୍ୟପି କର୍ପୋରେଟ ଭାରତ ଛାଡ଼ ଆହାନ ଦିଆଯାଇଛି l ଆଜି ସାରା ବିଶ୍ୱରେ ଆଦିବାସୀ ଦିବସ ମଧ୍ୟ…

ଜିଲ୍ଲା ସ୍ତରୀୟ ହାକାଥନ କାର୍ଯ୍ୟକ୍ରମ

ପୁରୀ(ରିପୋର୍ଟ-ସମୀର ରଞ୍ଜନ ନାୟକ): ବିଶ୍ବମ୍ବର ବିଦ୍ୟାପୀଠ ପରିସରରେ ଜିଲ୍ଲା ସ୍ତରୀୟ ଓଡ଼ିଆ ପ୍ରିମିୟର୍ ହାକାଥନ – ୨ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁରୀ ଜିଲ୍ଲାରେ ଅବସ୍ଥିତ ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାନଙ୍କରୁ ୯ ଜଣ ବିଜ୍ଞାନ ପ୍ରକଳ୍ପ ଧାରୀ…

error: Content is protected !!