ମୁର୍ଷୁଣ୍ଢୀ ଠାରେ ମାଁ ଗଜଲକ୍ଷ୍ମୀଙ୍କ ଭସାଣି ଯାତ୍ରା ସମ୍ପନ୍ନ

ସୁବର୍ଣ୍ଣପୁର (ରିପୋର୍ଟ =ଶାନ୍ତନୁ କୁମାର କର୍ଣ୍ଣ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ଠାରେ ଶନିବାର ଭଷାଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସକାଳୁ ପୂଜକ ପଣ୍ଡିତ ସଚ୍ଚିଦାନନ୍ଦ ପଣ୍ଡା ଓ ସଦାନନ୍ଦ ପଣ୍ଡା ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି…

ବିଜେପିକୁ ବିରୋଧ କରିବା ଅପରାଧ କି – ଶଙ୍କରାଚାର୍ଯ୍ଯ ଅବିମୁକ୍ତେଶ୍ୱରାନନ୍ଦ

ମୁମ୍ବାଇ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଶଙ୍କରାଚାର୍ଯ୍ଯ ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଥିଲେ ଯେ ଗୋ ମାତାଙ୍କ ପାଇଁ ଶପଥ ନେଉଥିବା ଯେକୌଣସି ପ୍ରାର୍ଥୀଙ୍କୁ ସମର୍ଥନ କରାଯିବ। ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ସ୍ୱାମୀ…

ବୈଦିକ ବ୍ରାହ୍ମଣ ସମାଜ ପକ୍ଷରୁ ଥାନାରେ ଅଭିଯୋଗ

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ )ଗତ ୨୪ତାରିଖରେ ସମ୍ବାଦ ଦୈନିକ ଖବର କାଗଜରେ ସାମ୍ବାଦିକ ଏବଂ ସ୍ତମ୍ଭକାର ସମ୍ବିତ ସାହୁଙ୍କ ବ୍ରାହ୍ମଣ ଜାତିକୁ ଆକ୍ଷେପ କରି “ଢ଼ିଙ୍କିଶାଳରୁ ଢେଙ୍କାନାଳ ” ନିୟମିତ ସ୍ତମ୍ବରେ ” ପାଉଁଶ ତଳର ନିଆଁ…

ରାଜ୍ୟରେ ଓବିସି ମାନଙ୍କୁ ଅଣଦେଖା କରୁଛି ସରକାର: ଓବିସି ସୁରକ୍ଷା ମଞ୍ଚ

ବରଗଡ଼ (ରିପୋର୍ଟ – ମୁକୁନ୍ଦ ଦାସ ) : ଅନ୍ୟାନ ପଛୁଆ ବର୍ଗ (ଓବିସି) ମାନଙ୍କ ବିଭିନ୍ନ ପ୍ରସଙ୍ଗ ଯଥା ଶିକ୍ଷା,ଚାକିରୀ ଓ ରାଜନୀତି କ୍ଷେତ୍ରରେ ସଂରକ୍ଷଣ ଲାଗୁ କରିବା ଦାବୀ ରେ ଓବିସି ସୁରକ୍ଷା ମଞ୍ଚ, ଓଡିଶା ପକ୍ଷରୁ ଏକ…

ଗୋଲିଆ ଗ୍ରାମର ଛକରେ ଭାସୁଛି ନର୍ଦ୍ଦମା ପାଣି, ପ୍ରତିକାର ଦାବି

ବୁଗୁଡ଼ା (ରିପୋର୍ଟ – ସୋରେନ କୁମାର ପ୍ରଧାନ): ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ ଗାଁ ମୁହଁ ଛକରେ ନର୍ଦ୍ଦମା ଜଳ ଭାସୁଥିବା ଯୋଗୁଁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ସାଙ୍ଗକୁ ଲୋକଙ୍କ ଯାତାୟତରେ ମଧ୍ୟ ଅସୁବିଧା ହେଉଥିବା ଜଣାଯାଇଛି । ମୁଖ୍ୟ ରାସ୍ତା…

କ୍ଷୟକ୍ଷତିର ଆକଳନ କରିବାକୁ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍‌‌ – ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର (ରିପୋର୍ଟ – ସମୀର ରଞ୍ଜନ ନାୟକ ):ବାତ୍ୟା ଦାନା ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁଁ ବୁଢାବଳଙ୍ଗ ନଦୀରେ ପାଣି ବଢିଛି। ହେଲେ ବିପଦ ସଙ୍କେତ ଟପିନି। ବନ୍ୟା ସ୍ଥିତି ହୋଇନଥିବା ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ…

SRCଙ୍କ ନୂଆ ଗାଇଡଲାଇନ ଅନୁଯାୟୀ ମିଳିବ କ୍ଷତିପୂରଣ – ମନ୍ତ୍ରୀ

ଭୁବନେଶ୍ୱର (ରିପୋର୍ଟ – ସମୀର ରଞ୍ଜନ ନାୟକ ) : ବାତ୍ୟା ଜନିତ କ୍ଷୟକ୍ଷତି ପ୍ରଦାନ ନେଇ ପ୍ରତିକ୍ରିୟା ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ମନ୍ତ୍ରୀ କହିଛନ୍ତି, ଜିଲ୍ଲା ସ୍ତରରୁ ଆଖି ଦେଖା…

ପେଣ୍ଠକଣ୍ଟା ନୂଳୀଆ ବସ୍ତି ଯେଉଁଠି ସ୍ୱଚ୍ଛ ଭାରତ ଅଭିଯାନ ସମ୍ପୂର୍ଣ ବାଟବଣା

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ):ପୁରୀ ସହର ଓ ଖାସ କରି ସାଗର ବେଳା ଭୂମି କୁ ସନ୍ଦର ଓ ସ୍ୱ ର୍ଚ୍ଚତା ସୁନ୍ଦର ଭାବେ ଗଢି ବା ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟାୟ କରୁଥିବା…

କାହିଁକି ସମୟ ନଷ୍ଟ କରୁଛ ରାଜ୍ଯରେ ଅଲଗା ପତାକା ଦାବି ଉପରେ ହାଇକୋର୍ଟ

ବାଙ୍ଗାଲୁର: କର୍ଣ୍ଣାଟକ ହାଇକୋର୍ଟ ରାଜ୍ଯ ପାଇଁ ଏକ ପୃଥକ ପତାକା ଦାବି କରୁଥିବା ଏକ ଜନସ୍ୱାର୍ଥ ମାମଲା ଖାରଜ କରିଦେଇଛନ୍ତି। କର୍ଣ୍ଣାଟକରେ ଏହା ଏକ ଦୀର୍ଘ ଦିନର ଦାବି ଏବଂ କୋର୍ଟରେ ଏକ ପିଟିସନ୍ ଦାଖଲ କରାଯାଇଥିଲା। ଏହି ଆବେଦନକୁ ଖାରଜ…

ପର୍ଯ୍ୟଟନଙ୍କ ପାଇଁ ଖୋଲିଲା କୋଣାର୍କ

ପୁରୀ /କୋଣାର୍କ (ରିପୋର୍ଟ – ସମୀର ରଞ୍ଜନ ନାୟକ ): ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର । ବାତ୍ୟା ‘ଦାନା’ ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗତ ୨୪ ଓ ୨୫ ତାରିଖ ସୂର୍ଯ୍ୟ ମନ୍ଦିର…

error: Content is protected !!