କେନ୍ଦୁଝର (ସୀତାରାମ ଦୀକ୍ଷିତ) : ଡାକ୍ତର ତଥା ଆର୍ଥୋସ୍କୋପିକ୍ ସର୍ଜନ ଏବଂ କ୍ରୀଡା ଆଘାତ ବିଷେଷଜ୍ଞ ତଥା ସ୍କୋର୍ଟ୍ସ ସାଇନସ୍ ଇଣ୍ଡିଆ (SSI)ର ପ୍ରତିଷ୍ଠାତା ସାର୍ଥକ ପଟ୍ଟନାୟକ ପ୍ରଥମ ଓଡ଼ିଆ ଡାକ୍ତର ଭାବରେ ୨୦୨୫ ଏସିଆନ୍ ୱିଣ୍ଟର ଗେମ୍ ପାଇଁ ଭାରତୀୟ…
କେନ୍ଦୁଝର(ସୀତାରାମ ଦୀକ୍ଷିତ) : ଫୁଟବଲ ଆସୋସିଏସନ ଅଫ ଓଡିଶା ଏବଂ ରାଜ୍ୟ କ୍ରୀଡା, ଯୁବ ସେବା ବିଭାଗ ଆନୁକୂଲ୍ୟରେ କେନ୍ଦୁଝର ଶଙ୍କରପୁରସ୍ଥିତ ଧରଣୀଧର ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଆଜି ଅପରାହ୍ନରେ ସି ଏମ କପ ଆନ୍ତଃ କ୍ଲବ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ…
କେନ୍ଦୁଝର(ଦଶରଥ ବାରିକ): ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ସ୍ଥିତ ପାତ୍ରସାହିରୁ ଗତକାଲି ବଡ଼ବିଲ ପୋଲିସ ଚଢ଼ଉ କରି ଜଣଙ୍କୁ ଗିରଫ କରିବା ସହିତ ତେଇଶି କିଲୋ ଗଞ୍ଜେଇ ଓ ଏକ ହୋଣ୍ଡା ବାଇକ ସହ ପାଞ୍ଚଲକ୍ଷ ନଗଦ ଟଙ୍କା ଜବତ କରିଛି…
କେନ୍ଦୁଝର/ବଡ଼ବିଲ(ସୀତାରାମ ଦୀକ୍ଷିତ) :ବଡ଼ବିଲ ମହୋତ୍ସବ ପଡ଼ିଆଠାରେ ଆୟୋଜିତ ହେଉଥିବା ବଡ଼ବିଲ ମହୋତ୍ସବର ରୌପ୍ୟ ଜୟନ୍ତୀ ସମାରୋହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଉଦଘାଟିତ ହେଇଯାଇଛି ।ଉଦଘାଟନୀ ସନ୍ଧ୍ୟାରେ ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବର ବିଧାୟକ ଚମ୍ପୁଆ ଶ୍ରୀ ସନାତନ…
କେନ୍ଦୁଝର (ସୀତାରାମ ଦୀକ୍ଷିତ): ଆଜିଠାରୁ ଲୋକଙ୍କୁ ମିଳିବ ୩୫୦୦ ଟଙ୍କା ମାସିକ ଭତ୍ତା । ୮୦ ବର୍ଷରୁ ଊର୍ଦ୍ଧ୍ବ ହିତାଧିକାରୀ ଓ ଦିବ୍ୟାଙ୍ଗଙ୍କୁ ମାସିକ ୩୫୦୦ ଟଙ୍କା ଲେଖାଏ ମିଳିବ ବର୍ଦ୍ଧିତ ଭତ୍ତା । ଆଜି କେନ୍ଦୁଝର ଧରଣୀଧର ବିଶ୍ଵବିଦ୍ୟାଳୟ ପଡ଼ିଆରେ…
କେନ୍ଦୁଝର (ସୀତାରାମ ଦୀକ୍ଷିତ): ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ କେନ୍ଦୁଝର ଷ୍ଟିଲ ପ୍ଲାଣ୍ଟ ପାଇଁ ଚୁକ୍ତି ସ୍ବାକ୍ଷରିତ ହେବ – ମୁଖ୍ୟମନ୍ତ୍ରୀକେନ୍ଦୁଝରମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ନରେ କେନ୍ଦୁଝର ଜିଲ୍ଲା ଝୁମ୍ପୂରା ଠାରେ ଏକ ନବ ନିର୍ମିତ ସେତୁ ର…