ଭୁବନେଶ୍ୱର :କଥାରେ ଅଛି କର୍ପୁର ସିନା ଉଡ଼ିଗଲା ହେଲେ କପଡା ଅଛି। ପାଣ୍ଡିଆନ ସିନା ମୁହଁ ଲୁଚାଇ ବୁଲୁଛନ୍ତି କିନ୍ତୁ ପାଣ୍ଡିଆନପନ୍ଥୀ ଇକୋସିଷ୍ଟମ ଏ ପର୍ଯ୍ୟନ୍ତ ବେଶ ସକ୍ରିୟ ଅଛି । ଗତ ୧୦ ବର୍ଷ ଧରି ସରକାରକୁ କବଳିତ କରି…
Author: Shree khetra News
ବିଧାନସଭାରେ ଲକ୍ଷ୍ମଣ ବାଗଙ୍କୁ ନବୀନ କହିଲେ ଓଃ ୟୁ ଡିଫିଟେଡ୍ ମି..
ଭୁବନେଶ୍ୱର : ନବନିର୍ବାଚିତ ବିଧାୟକଙ୍କର ଆଜିଥିଲା ପ୍ରଥମ ଦିନ। ବିଧାୟକଙ୍କୁ ଶପଥ ଗ୍ରହଣ କରାଇଛନ୍ତି କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ତିନି ଦିନ ପାଇଁ ଆରମ୍ଭ ହୋଇଥିବା ବିଧାନସଭାର ଅଧିବେଶନରେ ଏବେ ଶପଥ ପାଠ କାର୍ଯ୍ୟକ୍ରମ ଚାଲିଛି ।…
ନିଜ ଆଇଏଏସ୍ ଅଧିକାରୀ ଝିଅକୁ ସାଲ୍ୟୁଟ୍ କଲେ ଆଇପିଏସ ବାପା
ହାଇଦ୍ରାବାଦ :ସନ୍ତାନ ଯେତେବେଳେ ବାପା ମା ଙ୍କୁ ଅତିକ୍ରମ କରି ଉନ୍ନତିକରିଥାନ୍ତି ସବୁ ବାପା,ମା ଖୁସି ହୁଅନ୍ତି। ଘଟଣାଟି ଘଟିଛି ହାଇଦ୍ରାବାଦରେ। ରବିବାର ପିତୃ ଦିବସ ଅବସରରେ ଏଭଳି ଏକ ଫଟୋ ଆଧାରିତ ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଯାହାକୁ…
ଆଜି ଦେବୀ ରୁକ୍ମିଣୀଙ୍କ ସହିତ ବିବାହ କରିବେ କାଳିଆ ସାଆନ୍ତେ
ପୁରୀ :ଶ୍ରୀକ୍ଷେତ୍ର ଆଜି ରୁକ୍ମିଣୀ ଏକାଦଶୀରେ ପାଇଁ ଚଳାଚଞ୍ଚଳ। ଶ୍ରୀମନ୍ଦିରରେ ପାଳିତ ହେବ ମହାପ୍ରଭୁଙ୍କ ବିବାହ ଉତ୍ସବ । ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ମହୋତ୍ସବ ଅନୁଷ୍ଠିତ ହୁଏ । ଯାହାକୁ ରୁକ୍ମିଣୀ ହରଣ ଏକାଦଶୀ…
ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି କ୍ରିକେଟର ଅଜୟ ଜାଡେଜା
ଆଫଗାନିସ୍ତାନର ରାଜନୈତିକ ଅସ୍ଥିରତା ପାଇଁ ସାଧାରଣ ଜନଜୀବନ ସ୍ୱାଭାବିକ ନାହିଁ। ଆତଙ୍କବାଦ ପାଇଁ ଦେଶର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି। କ୍ରୀଡା ଓ କ୍ରୀଡ଼ାବିତଙ୍କୁ ବାରମ୍ବାର ତାଲିବାନୀ ନିୟମର ଦ୍ୱାହି। ସେ ଭିତରେ ଅଫଗାନିସ୍ତାନ କ୍ରିକେଟ ଟିମ ଉନ୍ନତ କ୍ରୀଡା ପ୍ରଦର୍ଶନ…
ବାଲେଶ୍ୱର ସହରର ବିଭିନ୍ନ ସ୍ଥାନରେ କର୍ଫ୍ୟୁ, ସ୍ଥିତି ଉତ୍ତେଜନାପୂର୍ଣ୍ଣ
ବାଲେଶ୍ୱର :ବାଲେଶ୍ବର ସହର ସୁନହଟ ଅଞ୍ଚଳରେ ଦୁଇଗୋଷ୍ଠୀ ମଧ୍ୟରେ ବ୍ୟାପକ ଗଣ୍ଡଗୋଳ ହୋଇଛି। ଢେଲାପଥର, ଲାଠି ଓ କାଚ ବୋତଲ ମାଡ଼ରେ ୫ ପୁଲିସ କର୍ମଚାରୀଙ୍କ ସମେତ ୧୦ ଜଣ ଲହୁଲୁହାଣ ହୋଇଛନ୍ତି। ଘଟଣାସ୍ଥଳରେ ଅନେକ ଗାଡ଼ି ସହ ଲୋକଙ୍କ ଘର…
ଶେଷରେ,ପୋପ୍ ଭଗବାନଙ୍କୁ ଭେଟିବାର ସୁଯୋଗ ପାଇଲେ – କଂଗ୍ରେସ
ନୂଆଦିଲ୍ଲୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଟାଲୀରେ ଜି7 ଶିଖର ସମ୍ମିଳନୀରେ ପୋପ୍ ଫ୍ରାନ୍ସିସ୍ଙ୍କ ଙ୍କ ସହ ଏକ ଐତିହାସିକ ବୈଠକ କରିଥିଲେ।କଂଗ୍ରେସ ଶାନ୍ତ ରହିପାରିଲା ନାହିଁ ପୁରୁଣା ଦଳ ଏହି ସୁଯୋଗ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଟାକ୍ଷ କରିଥିଲା। ବ୍ଯଙ୍ଗାତ୍ମକ କ୍ୟାପସନ…
ସନ୍ଥ ତୁଳସୀ ଦାସଙ୍କ ମହିମା ପ୍ରଚାର ପାଇଁ ଉଦ୍ୟମ , ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା
ପୁରୀ: ଗୋବିନ୍ଦ ଗୋଧାମ ଗୋଶାଳା ତଥା ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ପ୍ରତିଷ୍ଠାତା ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ସନ୍ଥ ତୁଳସୀ ଦାସଙ୍କ ସମ୍ପର୍କରେ ଆଲୋଚନା କରିବା ସହ ଚିତ୍ରକୂଟ ତୁଳସୀ ପିଠାଧୀଶ୍ୱର…
ପୁଣି ବାହାନଗା ଭଳି ମର୍ମନ୍ତୁତ ରେଳ ଦୁର୍ଘଟଣା
କୋଲକାତା : ଗତ ବର୍ଷ ବାଲେଶ୍ୱରର ବାହାନଗା ଦୁର୍ଘଟଣା ମନରୁ ନ ଲିଭିଣୁ ପୁଣି ଥରେ ଘଟିଛି ଦୁଃଖଦ ରେଳ ଦୁର୍ଘଟଣା। ମାଲବାହୀ ଟ୍ରେନ୍ ପଛରୁ କଞ୍ଚନଜୁଙ୍ଗା ଏକ୍ସପ୍ରେସକୁ ଧକ୍କା ଦେଇଥିଲା । ସିଆଲଦା ଯାଉଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସ୍ ଟ୍ରେନକୁ ପଛରୁ…
ଆନ୍ଧ୍ରପ୍ରଦେଶରେ ପ୍ରତିଶୋଧ ରାଜନୀତି
ଆମରବତୀ :ସମୟ ସବୁ ବଦଳାଇ ଦିଏ। କିଛିଦିନ ପୂର୍ବରୁ ସେ ଆନ୍ଧ୍ରପ୍ରଦେଶରେ ସର୍ବଶକ୍ତିମାନ ଥିଲେ। ଏବେ ସମୟ ବଦଳିଛି, ପରିସ୍ଥିତି ବି ବଦଳିଛି। ସରକାର ବଦଳିବା ସହିତ ଆରମ୍ଭ ହୋଇଛି ପ୍ରତିଶୋଧର ଖେଳ। ଯେସା କୁ ତେସା ନୀତି ଆପଣାଇଛନ୍ତି ଆନ୍ଧ୍ର…
