ବୁଗୁଡ଼ାରେ ବେଧଡକ ଚାଲିଛି ପାଣି ବେପାର, ସିଲ୍ କିମ୍ବା ଅବଧି ରହୁନି ପାଣି ଜାରରେ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୁଗୁଡା ସହରବାସୀଙ୍କୁ ପାଇପ୍‌ ଲାଇନ୍ ଯୋଗେ ପାନୀୟ ଜଳ ଯୋଗାଣ ହେବା ସତ୍ତ୍ବେ ପ୍ଲାଷ୍ଟିକ୍ ଜାରରେ ପାଣି ବିକ୍ରି ଜୋର୍ ଧରିଛି । ପ୍ରତିଦିନ ହଜାର ହଜାର ଲିଟର ପାଣି ଜାର୍ ବିକ୍ରି ହେଉଥିବା ବେଳେ…

ରାୟଗଡା ଜିଲ୍ଳାର ଚୁଡାନ୍ତ ଭୋଟର ତାଲିକା ପ୍ରକାଶନ। ଜିଲ୍ଳାରେ ଭୋଟରଙ୍କ ସଂଖ୍ୟା ୭୨୦୦୪୧।

ଋାୟଗଡା(ଗୋପୀନାଥ ଗୌଡ଼) :ରାୟଗଡା ଜିଲ୍ଳାରେ ଥିବା ଭୋଟରଙ୍କ ଚୁଡାନ୍ତି ତାଲିକାକୁ ଅତିରକ୍ତ ଜିଲ୍ଳା ନିର୍ବାଚନ ଅଧିକାରୀ ତଥା ଅତିରକ୍ତ ଜିଲ୍ଳାପାଳ ଶ୍ରୀ ଭାସ୍କର ରଇତ ପ୍ରକାଶନ କରିଛନ୍ତି । ଏଥିରେ ଜିଲ୍ଳାର ୧୩୮- ଗୁଣପୁର,୧୩୯- ବିଷମକଟକ ଓ ୧୪୦-ରାୟଗଡା ନିର୍ବାଚନ ମଣ୍ଡଳିରେ…

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏକାଧିକ ରେଳ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ ।

ରାୟଗଡ଼ (ଗୋପୀନାଥ ଗୌଡ଼): ସଂଯୋଗୀକରଣ ବୃଦ୍ଧି ତଥା ସାମାଜିକ, ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବ ରେଳ ପ୍ରକଳ୍ପ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରକଳ୍ପ ର ଶୁଭାରମ୍ଭ କରିଛନ୍ତି । ଆଉ କିଛି ଶିଳାନ୍ୟାସ କରିଛନ୍ତି।…

ସରିଲା ଚଇତି ମହୋତ୍ସବ ୨୦୨୪।

ରାୟଗଡ଼(ଗୋପୀନାଥ ଗୌଡ଼) : ହର୍ଷ ଉଲ୍ଲାସର ସହ ଶେଷ ହେଲା ଚଇତି ଶେଷ ରଜନୀ ୬କୋଟି ଟଙ୍କା ବ୍ୟବସାୟର ରେକର୍ଡ |ଚଇତି୨୦୨୪ର ଶେଷ ରଜନୀ ଧୁମ ଧାମରେ ପାଳନ ହୋଇଯାଇଛି। ଦର୍ଶକ ଲୋକକଳା, ଲୋକ ନୃତ୍ୟ ଗୀତ ସହ ମଣ୍ଟୁ ଛୁରୀଆଙ୍କ…

ଭୁକ୍ତା ଜନତା ହାଇସ୍କୁଲରେ କ୍ରୀଡ଼ାକୁ ପ୍ରାଧାନ୍ୟ,ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ

ବରଗଡ଼(ମୁକୁନ୍ଦ ଦାସ) : ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଭୁ୍କ୍ତା ସ୍ଥିତ ଜନତା ହାଇସ୍କୁଲରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ସ୍ଥାନୀୟ ଶ୍ରୀରାମ ମନ୍ଦିରରୁ ମଶାଲ ଶୋଭାଯାତ୍ରାରେ ସମସ୍ତ ଖେଳାଳୀ ବିଦ୍ୟାଳୟ ଖେଳ ପଡିଆରେ ପହଞ୍ଚିବା ପରେ ବିଦ୍ୟାଳୟର…

ଅଢ଼େଇ ହଜାର ପ୍ରବାସୀ ଓଡ଼ିଶା ଆସିବେ, ଓଡ଼ିଆ ଖାଦ୍ୟ ଖାଇବେ ପ୍ରବାସୀ ଭାରତୀୟ

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ ): ଜନତା ମୈଦାନରେ ଅନୁଷ୍ଠିତ ହେବ ତିନି ଦିନିଆ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ। ଆସନ୍ତା ୮ରୁ ୧୦ ଯାଏ ଏହି ସମ୍ମିଳନୀ ଚାଲିବ।ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ପର୍ଯ୍ୟଟନ ବିଭାଗ ବି ଏଥିଲାଗି ସମ୍ପୂର୍ଣ୍ଣ…

ମନୋଜ ସାହୁ ହେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ

ଭୁବନେଶ୍ବର (ସମୀର ରଞ୍ଜନ ନାୟକ ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଶନିବାର ମନୋଜ ସାହୁ ନିଯୁକ୍ତ ହୋଇଛନ୍ତି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଅରିନ୍ଦମ ଡାକୁଆଙ୍କ ସ୍ଥାନରେ ମନୋଜଙ୍କୁ ନିଯୁକ୍ତି ମିଳିଛି। ଇଣ୍ଟର…

କେବେ ଲୋକାର୍ପିତ ହେବ ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେସନ? ସମୀକ୍ଷା କଲେ ଅପରାଜିତା

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ) : ରେଳ ଷ୍ଟେସନ୍‌ରେ ମିଳିବ ଏୟାପୋର୍ଟର ସୁବିଧା! ଯେଉଁଥିପାଇଁ ନୂଆ ରୂପ ନେଉଛି ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେସନ୍‌। ଯାହାର ନବୀକରଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ଆଜି ନବୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି…

ରେଆର ତରଫରୁ ଭିନ୍ନକ୍ଷମ ଶିଶୁମାନଙ୍କ ପାଇଁ ମହୋତ୍ସବ କସ୍ତୁରୀ-୨୦୨୫ ଅନୁଷ୍ଠିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) :ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଧୂବାମୁଣ୍ଡା ରେଆର କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲା ଭିନ୍ନକ୍ଷମ ଅଭିଭାବକ ସଂଘ ଓ ରେଆର ତରଫରୁ ଭିନ୍ନକ୍ଷମ ଶିଶୁ ଙ୍କ ମହୋତ୍ସବ କସ୍ତୁରୀ-୨୦୨୫ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ…

ତହସିଲଦାରଙ୍କ ଦ୍ଵାରା ବୁଗୁଡ଼ା ବ୍ଲକ୍ ର ଧାନ ମଣ୍ଡି ଉଦଘାଟନ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ଗୋଲବନ୍ଧ ଗ୍ରାମରେ ବୁଗୁଡ଼ା ବ୍ଲକ୍ ସ୍ତରୀୟ ଧାନ ମଣ୍ଡି ଉଦ୍ଘାଟିତ ହୋଇଯାଇଛି।ବୁଗୁଡ଼ା ତହସିଲଦାର ଓ ବିଡ଼ିଓ ତାପସ ରାଉତ ଏହି ଧାନ ମଣ୍ଡିକୁ ଉଦ୍ଘାଟନ କରିଥିଲେ।ବୁଗୁଡ଼ା ବ୍ଲକ୍ ମାର୍କେଟିଂଗ ଅଫିସର ତମ୍ପାଇ ମାରାଣ୍ଡି…

error: Content is protected !!