ବୁଗୁଡ଼ା ଅଞ୍ଚଳରେ ନିଶା ନିବାରଣ ସଚେତନତା ରଥ ପରିକ୍ରମା

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ମାଦକ ତଥା ନିଶାଦ୍ରବ୍ୟ ବ୍ଯବହାରର କୁପରିଣାମ ବିଷୟରେ ଜନ ସଚେତନତା ସୃଷ୍ଟି କରିବା ସହ ଅପମିଶ୍ରିତ, ବିଷାକ୍ତ ଏବଂ ଚୋରାମଦ କାରବାରକୁ ସମ୍ପୂର୍ଣ୍ଣ ରୋକିବା ଲାଗି ସଚେତନତା ରଥ…

ଏୟାର୍ ଇଣ୍ଡିଆ ବିମାନ ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତ୍ୟୁ

ଅହମଦାବାଦ (ଶ୍ରୀକ୍ଷେତ୍ର ନ୍ୟୁ୍ଜ଼ ବ୍ୟୁରୋ) : ଏୟାର୍ ଇଣ୍ଡିଆ ବିମାନ (ଏଆଇ-୧୭୧) ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତ୍ୟୁ ଘଟିଛି। ରୂପାନୀଙ୍କ ବୟସ ୬୮ ବର୍ଷ ଥିଲା। ସେ ୨୦୧୬ ରୁ ୨୦୨୦ ପର୍ଯ୍ୟନ୍ତ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ।…

କର୍ଣ୍ଣାଟକର ବିଶ୍ୱ ପର୍ଯ୍ୟଟନସ୍ଥଳୀ ହାମ୍ପିରେ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଳିତ

ହୋସାପେଟେ (ଶ୍ରୀକ୍ଷେତ୍ର ନ୍ୟୁ୍ଜ଼ ବ୍ୟୁରୋ) : କର୍ଣ୍ଣାଟକର ହୋସାପେଟେ ଜିଲ୍ଲାର ଐତିହାସିକ ବିଶ୍ୱ ପର୍ଯ୍ୟଟନସ୍ଥଳୀ ହାମ୍ପି ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଠାକୁରଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି। ସକାଳ ନୀତିକ୍ରାନ୍ତି ପରେ ୯ଟା ୩୦ ବେଳେ ପହଣ୍ଡି କରାଯାଇ…

ସରକାରଙ୍କ ଏକ ବର୍ଷ ପୂର୍ତ୍ତୀ ପାଳନ ଉପଲକ୍ଷେ ‘ବିକାଶ ମେଳା’ ଆୟୋଜିତ

ଅନୁଗୋଳ (ଅଜିତ୍ତ କୁମାର ଭୋଇ) : ଆଜି ପୂର୍ବାହ୍ନରେ ଅନୁଗୋଳ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତୀ…

ଜିନ୍ଦଲ ନଗର ଦେବ ଭୂମି ପରିସରରେ ଦେବସ୍ନାନ ପୁର୍ଣିମା ନୀତି ସଂପନ୍ନ

ଅନୁଗୁଳ (ଅଜିତ୍ କୁମାର ଭୋଇ) : ଜିନ୍ଦଲ ନଗର ପରିସରରେ ଥିବା ଦେବ ଭୂମି ଶ୍ରୀଜଗନ୍ନାଥ ମନ୍ଦିର ଠାରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ନୀତି ସଂପନ୍ନ ହୋଇଯାଇଛି । ଏହି ଅବସରରେ ମନ୍ଦିରର ଆଦ୍ୟ ସେବକ ତଥା କୁରୁକ୍ଷେତ୍ରର ସାଂସଦ ଓ…

ସୁବର୍ଣ୍ଣପୁର ଠାରେ ପଞ୍ଚାୟତରାଜ ମନ୍ତ୍ରୀଙ୍କ ଦ୍ଵାରା ସ୍ବାସ୍ଥ୍ୟ ଚିକିତ୍ସା ଶିବିର ପରିଦର୍ଶନ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ପୌରାଞ୍ଚଳ ଅଧିନସ୍ଥ ୱାର୍ଡ ନ ୬ ତରିଆପଡା ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସୋନପୁର ଆନୁକୂଲ୍ୟରେ ଅପରାହ୍ନ ୩ ଟା ରୁ ୭ ଟା ପର୍ଯ୍ୟନ୍ତ ଏକ…

ନାବାଳିକା କୁ ଦୁଷ୍କର୍ମ: ଯୁବକ ଗିରଫ !

କେନ୍ଦୁଝର/ଚମ୍ପୁଆ ( ପ୍ରଦୀପ ମହାନ୍ତ ):ଚମ୍ପୁଆ ଥାନା ଅଞ୍ଚଳ ର ଜଣେ ନାବାଳିକା କୁ ଦୁଷ୍କର୍ମ କରି ଗର୍ଭବତୀ କରିବା ମାମଲା ରେ ଜଣେ ଯୁବକ କୁ ଚମ୍ପୁଆ ପୁଲିସ୍ ଗିରଫ କରିଥିବା ସୂଚନା ମିଳିଛି । ଅଭିଯୋଗ ଅନୁସାରେ କୋଦଗାଡିଆ…

ସୁବର୍ଣ୍ଣପୁରର ସମସ୍ତ ଜଗନ୍ନାଥ ମନ୍ଦିର ଠାରେ ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ପାଳନ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ସହରରେ ମହାପ୍ରଭୁ ଶ୍ରୀ ବଡ ଜଗନ୍ନାଥ , ଶ୍ରୀ ଦଧି ବାମନ ଓ ଶ୍ରୀ ବୃନ୍ଦାବନ ବିହାରୀ ମନ୍ଦିର ଠାରେ ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ତଥା ଦେବସ୍ନାନ ପୂର୍ଣ୍ଣିମା ଅବସରରେ ନିର୍ଦ୍ଧାରିତ ରୀତିନୀତି ଅନୁସାରେ…

ଅବସରପ୍ରାପ୍ତ ସୈନିକ ସଂଗଠନ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ଅବସରପ୍ରାପ୍ତ ସୈନିକ ସଂଗଠନ ପକ୍ଷରୁ ଏକ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସଭାପତି ଭୋଜରାଜ ଦଣ୍ଡସେନା ଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ତ୍ରିରଙ୍ଗା ଯାତ୍ରା ଇଷ୍ଟଦେବୀ ମାଁ ସୁରେଶ୍ଵରୀ ମନ୍ଦିର ଠାରୁ ଆରମ୍ଭ…

ବଜ୍ରପାତରୁ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟ ଆନୁକୂଲ୍ୟରେ ମାଣିତରା ଗ୍ରାମର ୩ ନମ୍ବର ଅଙ୍ଗନୱାଡି କେନ୍ଦ୍ରରେ ବଜ୍ରପାତରୁ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା…

error: Content is protected !!