ରାୟଗଡା (ଗୋପୀନାଥ ଗୌଡ଼): ପୁଣି ମୁନୁସ ପଦର ଗ୍ରାମର ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା କୁ ନେଇ ଚର୍ଚ୍ଚା କୁ ଆସିଛି। ଗତ ଏକ ଵର୍ଷ ପୂର୍ବେ ଏଠାରେ ଡ଼ିପଥେରିଆରେ ରୋଗରେ ଆକ୍ରାନ୍ତ ହୋଇଛି ୫ ଜଣ ଶିଶୁ ମୃତ୍ୟୁ ଵରଣ…
Author: Shree khetra News
ସିଆର୍ପି.ସିଏମ୍ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାୟଗଡ଼ା ଜିଲ୍ଲାପାଳଙ୍କୁ ଦାବିପତ୍ର
ରାୟଗଡ଼ା(ଗୋପୀନାଥ ଗୌଡ଼): ଅଲ୍ ଓଡ଼ିଶା ସିଆର୍ପି.ସିଏମ୍. ଆସୋସିଏସନ ରାୟଗଡ଼ା ଜିଲ୍ଲା ଶାଖା ସଭାନେତ୍ରୀ ଭାରତୀ ନାୟକ ଏବଂ ଜିଲ୍ଲା ସମ୍ପାଦିକା ହିରା ଦେବୀ ପ୍ରଧାନଙ୍କ ନେତୃତ୍ବରେ ରାୟଗଡ଼ା ଜିଲ୍ଲା ଶାଖା ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାୟଗଡ଼ା ଜିଲ୍ଲାପାଳଙ୍କୁ ଏକ ଦାବୀ…
ବାଲିପଦର କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି”
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାଲିପଦର କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ଅକ୍ଟୋବର ୧୦ ତାରିଖ ଦିନ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିଶ୍ୱଜିତ୍ ପରିଡ଼ାଙ୍କ…
ବୁଗୁଡ଼ାରେ ମା’ ଗଜଲକ୍ଷ୍ମୀଙ୍କ ଭସାଣି ଉତ୍ସବ
ଗଞ୍ଜାମ/ବୁଗୁଡ଼ା(ସୋରେନ କୁମାର ପ୍ରଧାନ):ବୁଗୁଡ଼ା ଅଞ୍ଚଳରେ ଚଳିତ ବର୍ଷ ମା’ ଗଜଲକ୍ଷ୍ମୀଙ୍କ ପୂଜା ଉତ୍ସବ କୁମାର ପୂର୍ଣ୍ଣିମା ଦିନରୁ ଅନୁଷ୍ଠିତ ହୋଇଆସୁଥୁଲା ବେଳେ ଦୈନିକ ସନ୍ଧ୍ୟାରେ ପୂଜା ମଣ୍ଡପ ଗୁଡିକ ନିକଟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିଲା ବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ…
ମୁର୍ଷୁଣ୍ଢୀ ୪୩ତମ ଗଜଲକ୍ଷ୍ମୀ ଅବସରରେ ମୁରାସୁର ଦରବାର ଚତୁର୍ଥ ସନ୍ଧ୍ୟା
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ଠାରେ ୪୩ ତମ ଗଜଲକ୍ଷ୍ମୀ ପୂଜା ଅବସରରେ ମୁରାସୁର ଦରବାରର ଚତୁର୍ଥ ସନ୍ଧ୍ୟା ରେ ବରୁଣ ରାଜା ଲକ୍ଷ୍ମୀ ଙ୍କ ପାଇଁ ସ୍ବୟମ୍ବର ସଭା ଆୟୋଜନ। ବିଷ୍ଣୁ…
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଗୋପବନ୍ଧୁ ଜୟନ୍ତୀ ପାଳିତ
ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ବପରିସରରେ ଗୋପବନ୍ଧୁ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଧାନାଚାର୍ଯ୍ଯ ଆଟଲ୍ ଲିଙ୍ଗରାଜଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ପରିଚାଳନା ସମିତି କୋଷାଧକ୍ଷ ତ୍ରିଲୋଚନ ସାହୁ…
୭୨ ବର୍ଷୀୟ ସାଇକେଲ ଆରୋହୀ ରଘୁନାଥ ସାହୁଙ୍କୁ ଜିଲ୍ଲା ପ୍ରଶାସନର ଭବ୍ୟ ସମ୍ବର୍ଦ୍ଧନା
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ଫିଟ୍ ଇଣ୍ଡିଆ ବାର୍ତ୍ତା ନେଉ ତିନୋଟି ରାଜ୍ଯ ପରିଭ୍ରମଣ କରି ଗତ କାଲି ସୋନପୁର ରେ ପହଞ୍ଚିଥିବା ପୁରୀ ଜିଲ୍ଲା ବାସିନ୍ଦା ୭୨ ବର୍ଷୀୟ ସାଇକେଲ ଆରୋହୀ ରଘୁନାଥ ସାହୁ ଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ…
ପିପୁଲ୍ସ ହାଇସ୍କୁଲରେ ବ୍ଲକ ସ୍ତରୀୟ ସାଇନ୍ସ ସେମିନାର
ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ପିପୁଲ୍ସ ହାଇସ୍କୁଲରେ ବୁଗୁଡା ବ୍ଲକ୍ ସ୍ତରୀୟ ସାଇନ୍ସ ସେମିନାର ଅନୁଷ୍ଠିତ ହୋଇଯାଇଛି। ପିପୁଲ୍ସ ହାଇସ୍କୁଲ ପ୍ରଧାନ ଶିକ୍ଷକ କାଳୀ ଚରଣ ବେହେରାଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଇଓ ଚିନ୍ମୟ…
ରାଜ୍ୟ ସ୍ତରରେ ଅନୁଗୋଳ ଜିଲ୍ଲା କ୍ରିକେଟ ଆସୋସିଏସନର ସ୍ଥାନ ଏବେ ଏକ ନମ୍ବର
ଅନୁଗୋଳ (ଅଜିତ କୁମାର ଭୋଇ):: ଅନୁଗୋଳ ଜିଲ୍ଲା କ୍ରିକେଟ୍ ଆସୋସିଏସନ ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶା ରେ ଅନୁଗୋଳ ଜିଲ୍ଲାରୁ ଅନେକ ପ୍ରତିଭା ବାହାରି ରାଜ୍ୟ ସ୍ତରୀୟ କ୍ରିକେଟ ରେ ଅଂଶ ଗ୍ରହଣ କରିବା…
“ଘୁମୁସର ର ସ୍ବର” ପକ୍ଷରୁ ୧୫୪ତମ ପୁର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ପବିତ୍ର କୁମାର ପୂର୍ଣ୍ଣିମା ଉତ୍ସବ ଅବସରରେ ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ଘୁମୁସର ର ସ୍ବର ବାଲିପଦର ପକ୍ଷରୁ ୧୫୪ ତମ ପୁର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର ବାଲିପଦର ସ୍ଥିତ ଅନନ୍ତ ନଗ୍ର…
