ବଅଁରପାଳ ଡିଗ୍ରୀ ମହାବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ

ଅନୁଗୋଳ(ଅଜିତ କୁମାର ଭୋଇ): ଜିଲ୍ଲା ବଅଁରପାଳ ବ୍ଲକ୍ ନିକଟରେ ଥିବା ପିଏସଏସଜେ ସ୍ନାତକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରମୋଦ କୁମାର ବେହେରାଙ୍କ ସଭାପତିତ୍ଵ ରେ Internal Complaint Committee ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚେୟାରପର୍ସନ ଭାବେ ଅଧ୍ୟାପିକା…

ମାୟାବର୍ହା ହାଇସ୍କୁଲ ରେ କାରଗିଲ ବିଜୟ ଦିବସ ପାଳିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହ୍। ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ବରେ ୨୬ ବର୍ଷ ପୂର୍ବେ ଭାରତର ପାକିସ୍ତାନ ଉପରେ ବିଜୟର ସ୍ମୃତିଚାରଣ ପୂର୍ବକ…

ସ୍ପନ୍ଦନଙ୍କ ବିୟୋଗରେ ଯୋଡ଼ାବାସୀ ସ୍ତବ୍ଧ

କେନ୍ଦୁଝର/ଯୋଡ଼ା (ସୀତାରାମ ଦୀକ୍ଷିତ) :କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକା ଅନ୍ତର୍ଗତ ୩ ନମ୍ବର ୱାର୍ଡ ର ବେଶ ଜଣାଶୁଣା ସ୍ପନ୍ଦନ ସେନ ଓରଫ (କାହ୍ନା)ଙ୍କ ୩୪ ବର୍ଷ ବୟସରେ ଆଜି ଭୋର ୨ ଟା ପାଖା ପାଖି ହୃଦଘାତ ରେ ମୃତ୍ୟ…

ପିପୁଲସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରବେଶ ଉତ୍ସବ

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ବୁଗୁଡା ପିପୁଲସ କଲେଜର ଉଚ୍ଚ ମାଧ୍ୟମିକ ବିଭାଗର +୨ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ବୃନ୍ଦଙ୍କୁ ଜୁଲାଇ ୨୪ ତାରିଖ ଦିନ କଲେଜ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ୨୦୨୫ ପ୍ରବେଶ ଉତ୍ସବ ଉପଲକ୍ଷେ ସ୍ୱାଗତ କରାଯାଇଛି। ଏହି…

ରକ୍ତ ଦାନ ମହତ ଦାନ

ରାୟଗଡ଼ (ଗୋପୀନାଥ ଗୌଡ଼): ରକ୍ତ ଦାନ ମହତ ଦାନ ଏହି ମୂଳ ମନ୍ତ୍ରକୁ ଆପଣେଇଛନ୍ତି ରାୟଗଡ଼ ଜିଲ୍ଲା “ସମ୍ବାଦ” ଖବର କାଗଜ ଜିଲ୍ଲା ପ୍ରତିନିଧି ଶିବ ପ୍ରସାଦ ଦୋରା। ପିଲାବେଳୁ ଅନ୍ୟର ଦୁଃଖ କଷ୍ଟକୁ ଦେଖି ସମ୍ଭାଳି ପାରନ୍ତି ନାହିଁ ଶ୍ରୀ…

ବୁଗୁଡ଼ାରେ ଜବର ଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ସହର ମୁଖ୍ୟ ସଡକର ଉଭୟ ପାର୍ଶ୍ଵସ୍ଥ ଡ୍ରେନକୁ ଅତିକ୍ରମ କରି କିଛି ବ୍ଯକ୍ତି ଜବର ଦଖଲ କରିଥିବାରୁ ଯାନବାହାନ ପାର୍କିଂ ସାଙ୍ଗକୁ ଟ୍ରାଫିକ ସମସ୍ଯା ସୃଷ୍ଟି ହେଉଥିଲା। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ…

ପୋଲ ସାଜିଛି ପାର୍କିଂ ଏରିଆ

ରାୟଗଡ଼ା (ଗୋପୀନାଥ ଗୌଡ଼): ରାୟଗଡ଼ା ସହରରେ ପାର୍କିଂ ବ୍ୟବସ୍ଥା ର ସୁଧାର ଆସି ପାରୁ ନାହିଁ। ବିଶେଷ କରି ପ୍ରମୁଖ ତୀର୍ଥ ସ୍ଥଳ ମା ମାଝୀ ଘରିଆଣୀ ମନ୍ଦିର କୁ ଆସୁ ଥିବା ପର୍ଯ୍ୟଟକ ଙ୍କ ପାଇଁ ପାର୍କିଂ ବ୍ୟବସ୍ଥା ନାହିଁ।…

ଉପରାଷ୍ଟ୍ରପତି ଜଗଦୀପ ଧନଖଣ୍ଡଙ୍କ ଇସ୍ତଫା ଗ୍ରହଣକଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ(ଶ୍ରୀକ୍ଷେତ୍ର ନ୍ୟୁ୍ଜ଼ ବ୍ୟୁରୋ): ସଂସଦରେ ମୌସୁମୀ ଅଧିବେଶନର ପ୍ରଥମ ଦିନ ଆସିଥିଲା ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର। ତାହା ଥିଲା ଜଗଦୀପ ଧନଖଡ଼ଙ୍କ ଇସ୍ତଫା। ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ ଜଗଦୀପ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ…

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା , ୧୩୯ଟି ପ୍ରକଳ୍ପ ପ୍ରଦର୍ଶିତ

ଗଞ୍ଜାମ/ବୁଗୁଡ଼ା(ସୋରେନ କୁମାର ପ୍ରଧାନ): ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ବପରିସରରେ ୨୮ତମ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ପରିଚାଳନା ସମିତି ସଭାପତି ପ୍ରମୋଦ ଚନ୍ଦ୍ର ସେନାପତି ଅଧ୍ଯକ୍ଷତା କରିଥିବା ବେଳେ…

ରାସନ୍ ଦୋକାନରୁ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ

ଅନୁଗୋଳ (ଅଜିତ କୁମାର ଭୋଇ): ବଅଁରପାଳ ଥାନା ଅନ୍ତର୍ଗତ ଭୁଗବେରେଣି ଗ୍ରାମର ଜଣେ ମହିଳା କାଳୀ ବାଜରରେ ରାସନ୍ ଦୋକାନ ଦେଇଛନ୍ତି। ତେଣୁ ତାଙ୍କ ଦୋକାନରୁ ଚୋରି ହୋଇଥିବା ନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି। ମିଳିଥିବା ଖବର ଅନୁସାରେ…

error: Content is protected !!