ରାୟଗଡ(ଗୋପୀନାଥ ଗୌଡ଼): ସହରରେ ପ୍ରତି ବର୍ଷ ଧୁମଧାମରେ ଶ୍ରୀ ରାମ ନବମୀ ଉତ୍ସବ ପାଳନ ହୁଏ । ସେହିପରି ଚଳିତ ବର୍ଷ ୬ ତାରିଖରେ ଏହି ପବିତ୍ର ଉତ୍ସବ ପାଳନ ବଡ଼ ମହା ଆଡମ୍ବରରେ ପାଳନ କରିବା ନେଇ କମିଟି ତରଫରୁ…
Author: Shree khetra News
ଆକ୍ସନ ମୁଡ଼ରେ କମିଶନରେଟ ପୋଲିସ; ରାଜଧାନୀରେ ୨ ଚେନ୍ ଲୁଟେରାଙ୍କୁ ଏନ୍କାଉଣ୍ଟର
ଭୁବନେଶ୍ୱର (ସମୀର ରଞ୍ଜନ ନାୟକ ):ଭୁବନେଶ୍ୱରରେ ଡବଲ୍ ଏନକାଉଣ୍ଟର । ୨ ଚେନ୍ ଲୁଟେରାଙ୍କୁ ଏନକାଉଣ୍ଟର କରିଛି କମିଶନରେଟ୍ ପୁଲିସ । ପୁଲିସ ଗୁଳିରେ ୨ ଲୁଟେରା ଗୁରୁତର ହୋଇଛନ୍ତି । ଦୁଇ ଲୁଟେରାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ…
ଖୋର୍ଦ୍ଧାରେ ଶିଳ୍ପ ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ସମୀର ରଞ୍ଜନ ନାୟକ ): ଖୋର୍ଦ୍ଧା ଜିଲ୍ଲାରେ ୧୧ଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଥମେ ହଳଦୀପଦା ଅସ୍ଥାୟୀ ହେଲିପ୍ୟାଡ୍ ରେ ଆଜି ଦିନ ୧୨ଟାରେ ଅବତରଣ କରିଥିଲେ ମୁଖ୍ୟମନ୍ତ୍ରୀ ।…
ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ, ଘେରିବ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ: ଭକ୍ତ
ଭୁବନେଶ୍ୱର (ସମୀର ରଞ୍ଜନ ନାୟକ):ନାରୀ ନିର୍ଯାତନା ନେଇ ଆନ୍ଦୋଳନଲ ଡାକରା ଦେଲା କଂଗ୍ରେସ । ଏପ୍ରିଲ ୧୫ରେ ରାଜ୍ୟବ୍ୟାପୀ କଂଗ୍ରେସର ମଶାଲ ଶୋଭାଯାତ୍ରା । ସମସ୍ତ ବ୍ଲକ ମୁଖ୍ୟାଳୟରେ ଶୋଭାଯାତ୍ରା କରିବ ଦଳ । ୩୧୫ ବ୍ଲକ ସମ୍ମୁଖରେ ପ୍ରଦିବାଦ କରିବ…
ଜାତୀୟ ରାଜପଥର ବେପରୁଆ ମନୋଭାବ ପାଇଁ ଅଞ୍ଚଳରେ ବାରମ୍ବାର ଘଟିଚାଲିଛି ଦୁର୍ଘଟଣା
ଅନୁଗୋଳ (ଅଜିତ କୁମାର ଭୋଇ): ଅନୁଗୋଳ ଜିଲ୍ଲା ନୂଆହତା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ଦୁଇ ପାର୍ଶ୍ବରେ ନିର୍ମିତ ମୁକୁଳା ଡ୍ରେନରେ ଏକ କାର ଦୁର୍ଘଟଣାର ଶିକାର ହୋଇଛି।ସୋଭାଗ୍ୟବଶତଃ ଜୀବନହାନୀ ରୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ସ୍ଵାମୀ ସ୍ତ୍ରୀ।…
କିରାଣୀ ଓ ପିଅନ ପଦବୀ ପୂରଣ ନିମନ୍ତେ ବିଧାନସଭାରେ ଦାବି ଉଠାଇଲେ ତିର୍ତୋଲ ବିଧାୟକ
ଜଗତସିଂହପୁର/ବିରିଡ଼ି (ଦୀପକ କୁମାର ଭୋଇ) : ରାଜ୍ୟ ସରକାରଙ୍କ ପକ୍ଷରୁ ବିଦ୍ୟାଳୟର ଉର୍ନତି କରଣ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଏବେ ଜଗତସିଂହପୁର ଜିଲ୍ଲା ତିର୍ତୋଲ ନିର୍ବାଚନ ମଣ୍ଡଳୀର ରଘୁନାଥପୁର, ତିର୍ତୋଲ, ଓ ବିରିଡ଼ି ବ୍ଲକର ବିଭିନ୍ନ ସରକାରୀ…
ୱାକଫ ସଂଶୋଧନ ବିଲ୍ କୁ ନେଇ ବିଜେଡିର ୟୁଟର୍ଣ୍ଣ
ନୂଆଦିଲ୍ଲୀ (ଶ୍ରୀକ୍ଷେତ୍ର ନ୍ୟୁଜ଼ ବ୍ୟୁର): ୱାକଫ ସଂଶୋଧନ ବିଲ୍ ସମ୍ବନ୍ଧରେ ଆଜି ରାଜ୍ୟସଭାରେ ମତଦାନ ଅନୁଷ୍ଠିତ ହେବ। ରାଜ୍ୟସଭାରେ ଏ ସମ୍ପର୍କରେ ଚର୍ଚ୍ଚା ଚାଲିଛି। ଏହି ସମୟରେ, ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦଳ ବିଜୁ ଜନତା ଦଳ ବିରୋଧୀଙ୍କ…
ପୁରୀରେ ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ
ପୁରୀ (ଜିତେନ୍ଦ୍ର କୁମାର ସାବୁତ): ପୁରୀରେ ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ ହୋଇଛି,ଏହି କାର୍ଯ୍ୟକ୍ରମରେ ମାନନୀୟ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଅନ୍ତ୍ୟୋଦୟ ଗୃହ ଯୋଜନା ବିଷୟରେ ସମସ୍ତଙ୍କୁ ଅବଗତ କରାଇଲେ,ଗରିବ ମାନଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଏବଂ…
ଚମ୍ପୁଆରେ ରାଷ୍ଟ୍ରୀୟ ନବବର୍ଷ ପାଳିତ
ଚମ୍ପୁଆ ( ପ୍ରଦୀପ ମହାନ୍ତ): ଚମ୍ପୁଆ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଚମ୍ପୁଆ ଖଣ୍ଡ ତରଫ ରୁ ପବିତ୍ର ଚୈତ୍ର ଶୁକ୍ଳ ପ୍ରତିପଦା ତିଥି ରେ ପାଳିତ ହେଉଥିବା ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଅତ୍ୟନ୍ତ…
ଜିଲ୍ଲା ତଥା ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ଯକ୍ରମ ଶୁଭାରମ୍ଭ ହୋଇଯାଇଛି
ଅନୁଗୋଳ(ଅଜିତ କୁମାର ଭୋଇ): ଅନୁଗୋଳ ଜିଲ୍ଲା ପିଟିସି ନୋଡାଲ ଉଚ୍ଚ ବିଦ୍ୟାଳୟ, ପରିସରରେ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କର ଜିଲ୍ଲା ତଥା ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ଯକ୍ରମ ଶୁଭାରମ୍ଭ ହୋଇଯାଇଛି । କାର୍ଯ୍ୟକ୍ରମର ସଭାପତି ଭାବରେ…
