ଭୁବନେଶ୍ୱର :ଆଜି ସିଓ ନିକୁଞ୍ଜ ବିହାରୀ ମୋ ବୁଥ୍ ଆପ୍’ ଉନ୍ମୋଚନ କରିଛନ୍ତି । ପ୍ରକାଶ ଯେ ସହରାଞ୍ଚଳ ଭୋଟରଙ୍କୁ ସଚେତନ ପାଇଁ ‘ମୋ ବୁଥ୍ ଆପ୍’ ଉନ୍ମୋଚନ ହୋଇଛି । ଆପ୍ ଓ ୱେବସାଇଟ ମାଧ୍ୟମରେ ବୁଥ୍ ସମ୍ପର୍କରେ ସବୁ…
Author: Shree khetra News
ମୁସଲମାନ ସମାଜ ପ୍ରଧାନମନ୍ତ୍ରୀଙ୍କୁ ବିରୋଧ କରିବା ବନ୍ଦ କରିବା ଉଚିତ
ଅଖିଳ ଭାରତୀଯ଼ ମୁସଲିମ ଜମାତର ଜାତୀଯ଼ ସଭାପତି ମୌଲାନା ମୁଫତି ଶାହାବୁଦ୍ଦିନ ରଜଭି ବରେଲଭି ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହିନ୍ଦୁ-ମୁସଲମାନ ମନ୍ତବ୍ଯ ଉପରେ ପ୍ରତିକ୍ରିଯ଼ା ପ୍ରକାଶ କରି ଏକ ବିବୃତ୍ତି ଜାରି କରିଛନ୍ତି।ଶାହାବୁଦ୍ଦିନ୍ ରଜଭି କହିଛନ୍ତି ଯେ ମୁସଲମାନମାନଙ୍କ…
ଶ୍ରୀକ୍ଷେତ୍ରରେ ନୀଳାଦ୍ରୀ ମହୋଦୟାଷ୍ଟମୀ
ନୀଳାଦ୍ରୀ ମହୋଦୟାଷ୍ଟମୀ ( ଶ୍ରୀମନ୍ଦିର ପ୍ରତିଷ୍ଠା ଦିବସ ) ସତ୍ୟଯୁଗରେ ଏହି ପବିତ୍ର ଦିବସରେ ପିତାମହଃ ବ୍ରହ୍ମାଙ୍କ ଅଧ୍ୟକ୍ଷତାରେ, ମହାରାଜ ଇନ୍ଦ୍ରଦ୍ୟୁମ୍ନ ଙ୍କର ଉପସ୍ଥିତିରେ, ଭରଦ୍ୱାଜ ଆଦି ମୁନିଙ୍କ ଦ୍ୱାରା ଶ୍ରୀମନ୍ଦିର ପ୍ରତିଷ୍ଠା ହୋଇଥିଲା। ଏହି ଅତୀବ ପବିତ୍ର ଆଉ ଶୁଭ…
ବିଜେପି ଲୋକସଭା ପ୍ରାର୍ଥୀନୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ କଙ୍ଗନା
ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଭାଜପା ଟିକେଟ୍ରେ ନିର୍ବାଚନ ଲଢ଼ୁଛନ୍ତି। ସେ ମଣ୍ଡି ଲୋକ ସଭା ଆସନରୁ ନିର୍ବାଚନୀ ମଇଦାନରେ ଓହ୍ଲାଇଛନ୍ତି। ସେ ମଣ୍ଡି ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିଥିଲେ। ଏହି ସମୟରେ ତାଙ୍କ ସହ ବିଧାନସଭାରେ ନେତା…
ଓସିଏ ପକ୍ଷରୁ ପୁରୀଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜିତ
ପୁରୀ :ଓଡିଶା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ପୁରୀ କ୍ରୀଡା ସଂସଦ ଦ୍ୱାରା ପରିଚାଳିତ ପ୍ରଥମ ପୁରୀ ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ ପ୍ରତିଯୋଗିତା ମେ ୧ 2024 ଠାରୁ ଆରମ୍ଭ ହୋଇ ମେ ୧୪ରେ ଉଦଯାପିତ ହୋଇଅଛି l ଏହି…
ଭଲପାଇବା ସୁନ୍ଦର ହେବା ଦରକାର,ଜଟିଳ ନୁହେଁ – କୃତି ସେନନ
ହିନ୍ଦୀ ଚଳଚିତ୍ର ଜଗତର ପ୍ରଖ୍ୟାତ ଅଭିନେତ୍ରୀ କୃତି ସେନନ ଚଳିତ ବର୍ଷ ଆରମ୍ଭରୁ ତାଙ୍କ ଚଳଚ୍ଚିତ୍ର ପାଇଁ ଲାଇମ୍ ଲାଇଟ୍ରେ ଅଛନ୍ତି। ଏହାବାଦ୍ ତାଙ୍କ ପ୍ରେମିକ କବୀର ବାହିୟାଙ୍କ ସହ ଡେଟିଂ କରୁଥିବା ଗୁଜବ ପାଇଁ ମଧ୍ୟ ଖବରରେ ଅଛନ୍ତି। ହେଲେ…
ଗାଡି ଯାଞ୍ଚ ବେଳେ ୫ କୋଟି ଜବତ କଲା ଆୟକର ବିଭାଗ
ଭୁବନେଶ୍ୱର : ଗାଡି ଯାଞ୍ଚ ବେଳେ ଆୟକର ବିଭାଗକୁ ଗାଡିରୁ ୫ କୋଟି ଟଙ୍କା ମିଳିଥିବା ଖବର ମିଳିଛି l ଖବର ଅନୁଯାଇ ସୂର୍ଯ୍ୟାନଗର ଆୟକବିଭାଗ ଗାଡି ଯାଞ୍ଚ କରୁଥିବା ବେଳେ ଏକ ଗାଡିରୁ ୫ କୋଟି ଟଙ୍କା ଜବତ ହୋଇଛି…
ବାରଣାସୀ ରୁ ନାମାଙ୍କନ ଭରିଲେ ପ୍ରଧାନମନ୍ତ୍ରୀ ମୋଦୀ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀରୁ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ସେ ୨୦୧୪ ଓ ୨୦୧୯ରେ ବାରଣାସୀରୁ ନିର୍ବାଚନ ଜିତିଥିଲେନାମାଙ୍କନ ପତ୍ର ଦାଖଲ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କାଳ ଭୈରବ ମନ୍ଦିରରେ…
କର୍କଟ ରୋଗଠାରୁ ଶେଷରେ ଜୀବନ ଯୁଦ୍ଧ ହାରିଗଲେ ସୁଶୀଲ ମୋଦୀ
ଆଜି ବିଜେପିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସୁଶୀଲ ମୋଦିଙ୍କ ୭୨ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି ।ଅନେକଦିନ ହେଲା କର୍କଟ ରୋଗରେ ଆକ୍ରାନ୍ତ ହୋଇ ସେ ମାସେ ହେଲାଣି ଦିଲ୍ଲୀ ଏମ୍ସର ଆଇସିୟୁରେ ଚିକିତ୍ସିତ ହେଉଥିଲେ। ଆଜି ଚିକିତ୍ସାଧୀନ…
ପୁନଃ ବିବାଦୀୟ ମନ୍ତବ୍ୟ ଦେଲେ ଅଧୀର ରଞ୍ଜନ ଚୌଧୁରୀ
କଂଗ୍ରେସ ନେତା ବିବାଦୀୟ ବକ୍ତବ୍ୟ ଦେବା ନୂଆ ନୁହେଁ ସେଥିରେ ପୁନଃ ନିଜ ନାମ ପଞ୍ଜିକରଣ କରିଛନ୍ତି ବରିଷ୍ଟ କଂଗ୍ରେସ ଲୋକସଭା ସଦସ୍ୟ ଅଧୀର ରଞ୍ଜନ ଚୌଧୁରୀ। ନିଜ ବିବାଦୀୟ ମନ୍ତବ୍ୟରେ ଶ୍ରୀ ଚୌଧୁରୀ କହିଛନ୍ତି ଯେ ଯଦି ଅଦାନୀ ଓ…
