ଭୁବନେଶ୍ୱର (ଶ୍ରୀକ୍ଷେତ୍ର ନ୍ୟୁ୍ଜ଼ ବ୍ୟୁରୋ): ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ବାଲେଶ୍ବର ଫକୀରମୋହନ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀ। ସୋମବାର ବିଳମ୍ବିତ ରାତିରେ ଏମ୍ସ କର୍ତ୍ତୃପକ୍ଷ ତାଙ୍କୁ ମୃତ (କ୍ଲିନିକାଲ୍ ଡେଥ୍) ଘୋଷଣା କରିଛନ୍ତି। ଫଳରେ ନିଜ କଲେଜ ଅଧ୍ୟାପକଙ୍କ ଦ୍ବାରା ନିର୍ଯାତନାର…
Author: Shree khetra News
ନାଲକୋ ନଗର ବଣିକ ସଙ୍ଘର ନିର୍ବାଚନ
ଅନୁଗୋଳ(ଅଜିତ୍ କୁମାର ଭୋଇ) : ଅନଗୁଳ ଜିଲ୍ଲା ବନରପାଳ ବ୍ଲକ ଅନ୍ତର୍ଗତ ନାଲକୋ ବଜାର ବଣିକ ସାଙ୍ଗରେ ପୁନଃ ଆଗାମୀ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ମନୋନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଚଳିତ ବର୍ଷ ପାଇଁ ସଙ୍ଘର ସଭାପତି…
ପଏଁରୀ ଅନୁଷ୍ଠାନ ପକ୍ଷରୁ “ପାଶ୍ଚାତ୍ୟ ବାଦ୍ୟ ଓ ଲୋକ ନୃତ୍ୟ” ଉପରେ ଆଲୋଚନା ଚକ୍ର
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ପକ୍ଷରୁ ପି ଏମ୍ ଶ୍ରୀ କୁଶଳେଶ୍ୱର ଉଚ୍ଚ ବିଦ୍ୟାଳୟ, ଡୁଙ୍ଗୁରିପାଲି ଠାରେ ଏକ ସାରସ୍ୱତ ସାଂସ୍କୃତିକ ସଂପାନ ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପାଶ୍ଚାତ୍ୟ ବାଦ୍ୟ…
ସୋନପୁର ପୌରାଞ୍ଚଳ ରେ ଖାଦ୍ୟ ନିରାପତ୍ତା ସ୍କ୍ୱାର୍ଡର ଚଢାଉ
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) :ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ସୋନପୁର ପୌରାଞ୍ଚଳ ହୋଟେଲ ଓ ରେଷ୍ଟୁରାଣ୍ଟ ଓ ଠେଲାମାନଙ୍କ ରେ ଖାଦ୍ୟ ନିରାପତ୍ତା ଅଧିକାରୀ ଓ ସ୍ଵତନ୍ତ୍ର ଟିମ ଚଢ଼ାଉ କରିଥିଲେ l ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ…
ଯୋଡ଼ା ଇଷ୍ଟ ଆଇରନ ଖଣିରେ ଦୁର୍ଘଟଣା,ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଏଆରଲିଫ୍ଟ କରାଗଲା
କେନ୍ଦୁଝର/ଯୋଡ଼ା (ସୀତାରାମ ଦୀକ୍ଷିତ): କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକା ଅନ୍ତର୍ଗତ ଯୋଡ଼ା ଇଷ୍ଟ ଲୌହ ଖଣି ଭିତରେ ଆଜି ୧୨ ତାରିଖ ସକାଳ ୯ଟା ପାଖାପାଖି ଲୋଡର ଗାଡି ଟି ଏକ ନିର୍ଦ୍ଦିଷ୍ଟ ପାର୍କିଂ କୁ ଯାଉଥିବା ସମୟରେ ଭାରସାମ୍ୟ ହରାଇ…
ବିକାଶ ଯୋଜନାର ବିକଳ ଚିତ୍ର , ୧୧ଟି ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ କୋଠା ଘର ନାହିଁ !
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୩ଟି ୱାର୍ଡରେ ଥିବା ମୋଟ ୧୮ଟି ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ୧୧ଟି ଅଙ୍ଗନବାଡି କେନ୍ଦ୍ରର ନିଜସ୍ବ କୋଠା ନଥିବା ଜଣା ପଡିଛି | ଯାହାଫଳରେ କେଉଁଠି ଭଡାଘରେ ତ,…
ଓଡିଶା ଆସୁଛନ୍ତି ରାଷ୍ଟ୍ରପତି,ଜୋରଦାର ଚାଲିଛି ପ୍ରସ୍ତୁତି; ନିୟୋଜିତ ହେବେ ୫୦ ପ୍ଲାଟୁନ ଫୋର୍ସ ।
ଅନୁଗୋଳ (ଅଜିତ କୁମାର ଭୋଇ): ଓଡିଶା ଆସୁଛନ୍ତି ରାଷ୍ଟ୍ରପତି, ଜୋରଦାର ଚାଲିଛି ପ୍ରସ୍ତୁତି । ମହାମହିମଙ୍କ ଓଡିଶା ଗସ୍ତ ପାଇଁ ପ୍ରସ୍ତୁତ ରହିଛି ପୋଲିସ, ବ୍ୟାପକ ହେବ ସୁରକ୍ଷା ବ୍ୟବସ୍ଥା । ଆସନ୍ତା ୧୪ ତାରିଖରେ ଭୁବନେଶ୍ୱର ଆସିବେ ରାଷ୍ଟ୍ରପତି ଦ୍ରୌପଦୀ…
ଭୁସୁଡ଼ିଲା ସ୍କୁଲ ପାଚେରୀ, ଅଳ୍ପକେ ବର୍ତ୍ତିଲେ ଛାତ୍ର ଛାତ୍ରୀ
କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହାନ୍ତ): ସରକାରୀ ଯୋଜନା ରେ ବିଦ୍ୟାଳୟ ଗୁଡିକ ରେ ଛାତ୍ର ଛାତ୍ରୀ ମାନଙ୍କୁ ଉନ୍ନତ ମାନର ଭିତ୍ତିଭୂମି ଯୋଗାଇ ଦେବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । କିନ୍ତୁ ଠିକାଦାର ଓ ଅଧିକାରୀଙ୍କ ସଲା ସୁତୁରାରେ…
କୃଷ୍ଣସାର ମୃତ୍ୟୁ ଘଟଣାରେ ଫରେଷ୍ଟର୍ ନିଲମ୍ବିତ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବନାଞ୍ଚଳ ପଞ୍ଚଭୂତି ଫରେଷ୍ଟ ବିଟ୍ରେ ବିଦ୍ୟୁତ ଫାସରେ ପଡି ଏକ କୃଷ୍ଣସାର ମୃଗର ମୃତ୍ୟୁ ଘଟଣାରେ ଜଣେ ମହିଳା ଫରେଷ୍ଟର ପଲ୍ଲବୀ ନନ୍ଦଙ୍କୁ ନିଲମ୍ବନ କରାଯାଇଛି। ବିଭଗୀୟ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ଦେବାରେ ଅହେତୁକ ବିଳମ୍ବ…
ବିୟୁଟିସୀୟାନ ୱେଲଫେର ଏସୋସିଏସନ୍ ପକ୍ଷରୁ ଖାଦ୍ୟ ଓ ବସ୍ତ୍ର ବଣ୍ଟନ।
ରାୟଗଡା (ଗୋପୀନାଥ ଗୌଡ଼): ସେବା ହିଁ ପରମ୍ ଧର୍ମ! ଏହି ମୂଳ ମନ୍ତ୍ରକୁ ଆପଣେଇଛନ୍ତି ରାୟଗଡ ବିୟୁଟିସିୟାନ୍ ୱେଲଫେର ଏସୋସିଏସନ୍ ସଦସ୍ୟ ମାନେ। ଏହି ସଂଘର ସଭାପତି ଶ୍ରୀମତି ଲକ୍ଷ୍ମୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ରାୟଗଡ଼ ସହର ତୁମ୍ବିଗୁଡ଼ାସ୍ଥିତ ବୃଦ୍ଧାଶ୍ରମରେ ଖାଦ୍ୟ…
