ଭୁବନେଶ୍ୱର :କଥାରେ ଅଛି କର୍ପୁର ସିନା ଉଡ଼ିଗଲା ହେଲେ କପଡା ଅଛି। ପାଣ୍ଡିଆନ ସିନା ମୁହଁ ଲୁଚାଇ ବୁଲୁଛନ୍ତି କିନ୍ତୁ ପାଣ୍ଡିଆନପନ୍ଥୀ ଇକୋସିଷ୍ଟମ ଏ ପର୍ଯ୍ୟନ୍ତ ବେଶ ସକ୍ରିୟ ଅଛି । ଗତ ୧୦ ବର୍ଷ ଧରି ସରକାରକୁ କବଳିତ କରି…
Category: BREAKING NEWS
ବାଲେଶ୍ୱର ସହରର ବିଭିନ୍ନ ସ୍ଥାନରେ କର୍ଫ୍ୟୁ, ସ୍ଥିତି ଉତ୍ତେଜନାପୂର୍ଣ୍ଣ
ବାଲେଶ୍ୱର :ବାଲେଶ୍ବର ସହର ସୁନହଟ ଅଞ୍ଚଳରେ ଦୁଇଗୋଷ୍ଠୀ ମଧ୍ୟରେ ବ୍ୟାପକ ଗଣ୍ଡଗୋଳ ହୋଇଛି। ଢେଲାପଥର, ଲାଠି ଓ କାଚ ବୋତଲ ମାଡ଼ରେ ୫ ପୁଲିସ କର୍ମଚାରୀଙ୍କ ସମେତ ୧୦ ଜଣ ଲହୁଲୁହାଣ ହୋଇଛନ୍ତି। ଘଟଣାସ୍ଥଳରେ ଅନେକ ଗାଡ଼ି ସହ ଲୋକଙ୍କ ଘର…
ପୁଣି ବାହାନଗା ଭଳି ମର୍ମନ୍ତୁତ ରେଳ ଦୁର୍ଘଟଣା
କୋଲକାତା : ଗତ ବର୍ଷ ବାଲେଶ୍ୱରର ବାହାନଗା ଦୁର୍ଘଟଣା ମନରୁ ନ ଲିଭିଣୁ ପୁଣି ଥରେ ଘଟିଛି ଦୁଃଖଦ ରେଳ ଦୁର୍ଘଟଣା। ମାଲବାହୀ ଟ୍ରେନ୍ ପଛରୁ କଞ୍ଚନଜୁଙ୍ଗା ଏକ୍ସପ୍ରେସକୁ ଧକ୍କା ଦେଇଥିଲା । ସିଆଲଦା ଯାଉଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସ୍ ଟ୍ରେନକୁ ପଛରୁ…
ନିର୍ବାଚନ ସରିବା ପରେ ରାଜ୍ୟ ସରକାର ବଢ଼ାଇଲେ ପେଟ୍ରୋଲ, ଡିଜେଲ ମୂଲ୍ୟ
ବେଙ୍ଗାଲୁରୁ :କଂଗ୍ରେସ ଶାସିତ କର୍ଣ୍ଣାଟକର ସିଦ୍ଧରମେୟା ସରକାର ପେଟ୍ରୋଲ ଲିଟର ପିଛା ୩ ଟଙ୍କା ଓ ଡିଜେଲ ଲିଟର ପିଛା ୩.୫ ଟଙ୍କା ବୃଦ୍ଧି କରିଛନ୍ତି। ଗତ ନିର୍ବାଚନରେ ଦେଇଥିବା ଗ୍ୟାରେଣ୍ଟି ପୂରଣ ପାଇଁ ଅର୍ଥର ଆବଶ୍ୟକତା ହିଁ ମୂଲ୍ୟ ବୃଦ୍ଧିର…
ରାଜ୍ୟ ମନ୍ତ୍ରୀମଣ୍ଡଳରେ କାହାକୁ ମିଳିଲା କେଉଁ ବିଭାଗ
ଭୁବନେଶ୍ୱର:ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ମନ୍ତ୍ରୀ ମାନଙ୍କ ବିଭାଗ ବଣ୍ଟନ କରାଯାଇଛି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁପାରିଶ କ୍ରମେ ରାଜ୍ୟପାଳ ରଘୁବର ଦାସ ମନ୍ତ୍ରୀମାନଙ୍କୁ ବିଭିନ୍ନ ବିଭାଗ ବଣ୍ଟନ କରିଛନ୍ତି ।ଶପଥ ନେବାର ୪ ଦିନ ପରେ ରାଜ୍ୟରେ…
ଆଇନଶୃଙ୍ଖଳାକୁ ନେଇ ଡିଜିପି ଓ ଗୁଇନ୍ଦା ନିର୍ଦ୍ଦେଶକଙ୍କ ସହ ବୈଠକ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ
ଭୁବନେଶ୍ୱର :ପୋଲିସ ଲୋକଙ୍କୁ ଉତ୍ତମ ବ୍ୟବହାର କରନ୍ତୁ । ଲୋକଙ୍କୁ ଗୁଣାତ୍ମକ ସେବା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେବା ସହ ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ରାଜ୍ୟ ଅତିଥିଭବନରେ ଓଡ଼ିଶାର ଆଇନଶୃଙ୍ଖଳା ବ୍ୟବସ୍ଥା ନେଇ…
ମନ୍ତ୍ରୀପରିଷଦର ପ୍ରଥମ ପ୍ରସ୍ତାବରେ ଶ୍ରୀମନ୍ଦିର ୪ଦ୍ୱାରା ଖୋଲିବା ପାଇଁ ନିଷ୍ପତି
ଭୁବନେଶ୍ୱର :ରାଜ୍ୟ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ଓ ମନ୍ତ୍ରିପରିଷଦ ବୈଠକ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସେଥିରେ ୧ମ ପ୍ରସ୍ତାବରେ ପୁରୀ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ୪ ଦ୍ୱାର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।…
ଶପଥ ନେଲେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମଣ୍ଡଳ
ଭୁବନେଶ୍ୱର :ସବୁ ଅପେକ୍ଷାର ଅନ୍ତ ଘଟାଇ ୨୪ ବର୍ଷ ପରେ ଓଡ଼ିଶାକୁ ମିଳିଲେ ନୂଆ ମୁଖ୍ୟମନ୍ତ୍ରୀ । ଏହା ସହିତ ତାଙ୍କ ସହ ଶପଥ ନେଇଛନ୍ତି ଦୁଇ ଉପମୁଖ୍ୟମନ୍ତ୍ରୀ ନିମାପଡା ବିଧାୟକ ପ୍ରଭାତୀ ପରିଡ଼ା ଓ ପାଟଣାଗଡ ବିଧାୟକ କେଭି ସିଂହଦେଓ…
ଓଡିଶା ଶପଥଗ୍ରହଣ ଉତ୍ସବରେ ଯୋଗଦେବାକୁ ରାଜଧାନୀରେ ୯ ରାଜ୍ୟର ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ। ସେଥିପାଇଁ ଚଳଞ୍ଚଳ ହୋଇଛି ରାଜଧାନୀ ଭୁବନେଶ୍ୱର। ଶପଥ ଗ୍ରହଣ ଉତ୍ସବରେ ସାମିଲ୍ ହେବା ପାଇଁ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଓ ୯ ରାଜ୍ୟର ମୁଖ୍ୟମନ୍ତ୍ରୀ। ଆଜିର ଶପଥ ଗ୍ରହଣ…
ଶେଷରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଉପରୁ ଉଠିଲା ପରଦା
ଭୁବନେଶ୍ୱର:ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମୁଖ୍ୟମନ୍ତ୍ରୀଙ୍କ ନାଁ ଉପରୁ ଉଠିଛି ପରଦା। ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ହେବେ ବରିଷ୍ଠ ବିଜେପି ନେତା ତଥା କେନ୍ଦୁଝରର ବିଧାୟକ ମୋହନ ମାଝୀ ସେ ଆସନ୍ତାକାଲି ଅପରାହ୍ନ ୪.୪୫ଟାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ…
