ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୁଗୁଡ଼ା ବ୍ଲକ ଅନ୍ତର୍ଗତ ପୋଚାଲୁଣ୍ଡି ମା କାଳୀ କୃଷକ ବିଦ୍ୟାପୀଠ ରେ ଏକ ” କିଶୋରୀ ବାଳିକା ଶିକ୍ଷା ଆଲୋଚନା ଚକ୍ର ” ବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି | ପ୍ରଧାନ ଶିକ୍ଷକ ରମାରଞ୍ଜନ ମିଶ୍ରଙ୍କ ସଭାପତିତ୍ୱ…
Category: ଜିଲ୍ଲା
ଡୁଙ୍ଗୁରିପାଲିରେ ନୂତନ ବିଜ୍ଞାନ କଲେଜ ପାଇଁ ଦାବି କଲେ ଅଞ୍ଚଳର ସଚେତନ ନାଗରିକ
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସ୍ଥିତି ଚନ୍ଦ୍ରମଣି ମିଶ୍ରଙ୍କ ବାସଭଵନକୁ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦଓ ଏବଂ ତାଙ୍କ ଧର୍ମପତ୍ନୀ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂଦେଓ ଆସିଥିବାବେଳେ, ଡୁଙ୍ଗୁରିପାଲି ଅଂଚଳର ସଚେତନ ନାଗରିକଙ୍କ ପକ୍ଷରୁ…
୧୫ ବର୍ଷ ରୁ କମ ଇଣ୍ଟରକ୍ଲବ୍ ଫୁଟବଲ ଚମ୍ପିଅନସିପ-୨୦୨୫ର ଦ୍ଵିତୀୟ ମ୍ୟାଚ
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୋନପୁର ଗାନ୍ଧୀ ଷ୍ଟାଡିୟମ ରେ ୧୫ ବର୍ଷ ରୁ କମଇଣ୍ଟର କ୍ଳବ୍ ଜିଲ୍ଲା ସ୍ତରୀୟ ଫୁଟବଲ୍ ଚାମ୍ପିଅନସିପ ୨୦୨୫ ଗତକାଲି ଉଦଘାଟନ ହୋଇଯାଇଥିବାବେଳେ ଆଜି ଦ୍ଵିତୀୟ ଦିବସ ର ଖେଳ ବି ଏସ ଏ ଉଲୁଣ୍ଡା…
ଓଡ଼ିଆ ପକ୍ଷ ପାଳନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ରକ୍ତଦାନ ଅଭିଯାନ
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ଓଡ଼ିଆ ପକ୍ଷ ପାଳନ ଅବସରରେ ରାଜ୍ୟ ସରକାରଙ୍କ ରେଡକ୍ରସ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆଜି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ରକ୍ତ ଦାନ ଅଭିଯାନ…
ତହସିଲଦାରଙ୍କ ନାକତଳେ ସକ୍ରୀୟ ଇଟା ବେପାରୀ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବାରମ୍ବାର ଖବର ପ୍ରସାରଣ ପରେ ବୁଗୁଡ଼ା ଅଞ୍ଚଳର ଇଟାଭାଟି ଉପରେ ବୁଗୁଡ଼ା ତହସିଲଦାର ତାପସ ରାଉତ ଚଢ଼ାଉ କରି ଇଟାଭାଟି ଭାଙ୍ଗି ଫାଇନ ଆଦାୟ କରି ଇଟା କାରିଗର ମାନେ ନିଜ ଅଞ୍ଚଳ କୁ ଫେରି ଯିବାକୁ…
ପିପୁଲ୍ସ କଲେଜରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର , ୬୩ ୟୁନିଟ୍ ରକ୍ତ ସଂଗ୍ରହ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ ): ଓଡ଼ିଆ ପକ୍ଷ ଉପଲକ୍ଷେ ସ୍ଥାନୀୟ ପିପୁଲ୍ସ କଲେଜ ପକ୍ଷରୁ ସ୍ବପରିସରସ୍ଥ ସମ୍ମିଳନୀ କକ୍ଷରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରକୁ ବୁଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁତିକୃଷ୍ଣ ପାତ୍ର ଉଦଘାଟନ କରିଥିବା…
ଜନତା ହାଇସ୍କୁଲରେ ପରିବେଶ ଶିକ୍ଷା କାର୍ଯ୍ୟକ୍ରମ
ବରଗଡ (ମୁକୁନ୍ଦ ଦାସ): ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଭୁକ୍ତାରେ ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ପରିପୋଷଣୀୟ ଜୀବନଶୈଳୀ ଉପରେ ଆଧାରିତ ବ୍ଲକସ୍ତରୀୟ ପ୍ରଦର୍ଶନୀ ବ୍ଲକ ଶିକ୍ଷା ଅଧିକାରୀ ଭାବନା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ…
କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ପାଇଁ ପ୍ରେସ ଏଣ୍ଡ ମିଡ଼ିଆ ୱେଲଫେୟାର କମିଟି ଗଠନ।
ରାୟଗଡ଼ (ଗୋପୀନାଥ ଗୌଡ଼) : ରାୟଗଡ଼ ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକଙ୍କ କଲ୍ୟାଣ ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ସାମ୍ବାଦିକ କଲ୍ୟାଣ କମିଟି ଆଜି ଗଠନ ହୋଇଛି । ସ୍ଥାନୀୟ ବରିଷ୍ଠ ନାଗରିକ କଲ୍ୟାଣ ସଂଘ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆଜି…
ସାମ୍ବାଦିକାଙ୍କୁ ସେବାୟତଙ୍କ ମାଡ଼ ମରା ଘଟଣାରେ ଆରକ୍ଷୀ ଅଧିକ୍ଷକଙ୍କୁ ସ୍ମାରକପତ୍ର ପ୍ରଦାନ
ରାୟଗଡାତା (ଗୋପୀନାଥ ଗୌଡ଼) : ଶ୍ରୀକ୍ଷେତ୍ର ଧାମରେ କୁରୁକ୍ଷେତ୍ର ଆରମ୍ଭ କରୁଛନ୍ତି ପୁରୀ ପବିତ୍ର ମନ୍ଦୀର ର କିଛି ସେବାୟତ। ଏହିଭଳି ଆଚରଣ ଏବଂ ମହିଳା ସାମ୍ବାଦିକା ଙ୍କ ପ୍ରତି ଖରାପ ଭାଷାର ଉଚ୍ଚାରଣ ବିଲକୁଲ ଠିକ୍ ନୁହେଁ।ପୁରୀ ଭଳି ପବିତ୍ର…
ଅନୁଗୋଳ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ
ଅନୁଗୋଳ(ଅଜିତ କୁମାର ଭୋଇ) : ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ କିଶୋରନଗର ବ୍ଲକ୍ କାର୍ଯ୍ୟାଳୟ ଠାରେ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜନଶୁଣାଣି ଶିବିରରେ ସମୁଦାୟ ୩୧ଟି ଅଭିଯୋଗ ଗ୍ରହଣ…
