ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଜୟ କୁମାର ସାହୁ,ପିଡି ମୃତ୍ତିକା ସଂରକ୍ଷଣ ବିଭାଗ ର କିଶୋର ଚନ୍ଦ୍ର ବେହେରା,…
Category: ଜିଲ୍ଲା
ପଖାଳ ଦିବସ ପାଳିତ
ରାୟଗଡ଼ା (ଗୋପୀନାଥ ଗୌଡ଼): ଓଡିଶାର ଲୋକ ଜୀବନ ସହିତ ଜଡିତ ଏକ ଅତ୍ୟନ୍ତ ଲୋକପ୍ରିୟ ପର୍ବ ହେଉଛି ପଖାଳ ପରବ ତଥା ପଖାଳ ଦିବସ । ପ୍ରତିବର୍ଷ ମାର୍ଚ୍ଚ ୨୦ତାରିଖରେ ଏହି ଦିବସକୁ ଉତ୍ସାହ ଓ ଆନନ୍ଦର ସହିତ ପାଳନ କରାଯାଉଛି…
ସେଞ୍ଚୁରିଅନ ପବ୍ଲିକ ସ୍କୁଲର ଗ୍ରାଜୁଏସନ ସମାରୋହ
ରାୟଗଡ (ଗୋପୀନାଥ ଗୌଡ଼) : ସ୍ଥାନୀୟ ରାୟଗଡା ସ୍ଥିତ ସ୍ସେଞ୍ଚୁରିଅନ ପବ୍ଲିକ ସ୍କୁଲ ପରିସରରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଗ୍ରାଜୁଏସନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ରାଧା କୃଷ୍ଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଶ୍ରୀ ସତ୍ୟବାଦୀ ପତି…
ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଅଚଳ ଜେସିବି ସହିତ ବାଇକ ଧକ୍କା
କୋରାପୁଟ/ନନ୍ଦପୁର(ଶିବ ବିଶୋଇ): କୋରାପୁଟ ଜିଲ୍ଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଅଚଳ ଜେସିବି ମେସିନକୁ ବାଇକ ଧକ୍କା ଦେବା ଫଳରେ ଜଣେ ଯୁବକ ଗୁରୁତର ହୋଇଛନ୍ତି।ଗୁରୁବାର ରାତି…
ଶ୍ରୀରାମ ନବମୀ ଉତ୍ସବ ପାଳିତ
ଗଞ୍ଜାମ/ବୁଗୁଡ଼ା(ସୋରେନ କୁମାର ପ୍ରଧାନ): ସ୍ଥାନୀୟ ଶ୍ରୀ ବିରଞ୍ଚିନାରାୟଣ ମନ୍ଦିର ପରିସରସ୍ଥ ରଘୁନାଥ ଠାକୁରଙ୍କ ନବମୀ ଉତ୍ସବ ଯଥା ରୀତିନୀତି ପ୍ରକାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବ ପାଳନ ଅବସରରେ ପ୍ରାତଃ କାଳରେ ଅବକାଶ, ମଙ୍ଗଳ ଆଳତୀ,ବାଳଭୋଗ ଆଦି ନୀତି ପୂଜକ…
ରାମନବମୀ ଉପଲକ୍ଷେ ପ୍ରସ୍ତୁତି ବୈଠକ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ଆସନ୍ତା ୨୭ ରିଖ ଦିନ ହେବାକୁ ଥିବା ପବିତ୍ର ରାମନବମୀ ଉପଲକ୍ଷେ ବୁଗୁଡ଼ା ସହରରେ ଏକ ବିଶାଳ ବାଇକ ରାଲି ଆୟୋଜନ ନେଇ ମାନ୍ୟବର ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଏବଂ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ…
ଗୋପାଳପ୍ରସାଦରେ ମା’ହିଙ୍ଗୁଳାଙ୍କ ଜନ୍ତାଳ ପର୍ବ
ତାଳଚେର(ଅଜିତ କୁମାର ଭୋଇ): ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ସୁପ୍ରସିଦ୍ଧ ଜନ୍ତାଳ ପର୍ବ ଗୋପାଳପ୍ରସାଦସ୍ଥିତ ମା’କୁଟେଇଶୁଣୀ ପୀଠ ପରିସରରେ ପାଳିତ ହୋଇଯାଇଛି । ମା’ଙ୍କ ମୁଖ୍ୟ ପୂଜକଙ୍କ ଦିଅଁଘରୁ ଦିବା ୧୨.୪୫ମି. ସମୟରେ ମା’ ହିଙ୍ଗୁଳାଙ୍କ ଚଳନ୍ତି ପ୍ରତିମା…
ବୁଗୁଡ଼ା ବନାଞ୍ଚଳରୁ ପୁରୀକୁ ଗଲା ରଥ କାଠ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ତିଆରି ସକାଶେ ପୁରୀକୁ ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡ଼ା ବନାଞ୍ଚଳରୁ ରଥ କାଠ ପ୍ରେରଣ କରାଗଲା I ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ଖରିଡା, ବଡଖୋଲି ଓ…
ଗୋତମରା ଉପରସାହିରେ ଭକ୍ତିମୟ ପରିବେଶରେ ବାର୍ଷିକ ହରିହାଟ ମହୋତ୍ସବ ପାଳିତ
ଅନୁଗୁଳ/ବଅଁରପାଳ(ଅଜିତ କୁମାର ଭୋଇ) : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗୋତମରା ଉପରସାହିରେ ଶନିବାର ଦିନ ଭକ୍ତି ଓ ଆଧ୍ୟାତ୍ମିକତାର ମାହୋଲ ମଧ୍ୟରେ ବାର୍ଷିକ ବଡ଼ ମେଳା ହରିହାଟ ମହୋତ୍ସବ ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମଗ୍ର…
ବୀରମହାରାଜପୁର ନବମ ଲୋକ ମହୋତ୍ସବ ମାଲେଶ୍ରୀ-୨୦୨୬ ର ଦ୍ଵିତୀୟ ସଂଧ୍ୟା
ସୁବର୍ଣ୍ଣପୁର ( ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସ୍ତରୀୟ ନବମ ଲୋକ ମହୋତ୍ସବର ଶନିବାର ଦ୍ବିତୀୟ ସଂଧ୍ୟାରେ ପହଞ୍ଚିଛି l ବୀରମହାରାଜପୁର ଉପଜିଲ୍ଲାପାଳ ତଥା ଲୋକ ମହୋତ୍ସବ କମିଟିର ଅଧ୍ୟକ୍ଷ ସୁରେନ୍ଦ୍ର ମେହେର ଙ୍କ ସଭାପତିତ୍ବ…
