ଆଠଗଡ :ଆଜି TEAM-ALWAYS HELP OTHERS ଓ ପିଙ୍କନ ସାହୁଙ୍କ ନେତୃତ୍ୱତରେ ଆଠଗଡ଼ ନିର୍ବାଚନ ମଣ୍ଡଳୀ ଓରନ୍ଦା ପଞ୍ଚାୟତ ରେ ବୁକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବନବିଭାଗ ର ଦୁଇଜଣ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ. ସମାଜକୁ ସବୁଜ…
Category: ଜିଲ୍ଲା
ବ୍ୟବହୃତ ପ୍ଲାଷ୍ଟିକ ବୋତଲ ମୁକ୍ତ ରଥଯାତ୍ରା,ପୁନଃ ପ୍ରକ୍ରିୟା କରଣ ବ୍ୟବସ୍ଥା
ପୁରୀ :ଚଳିତ ରଥଯାତ୍ରା କୁ ପରିବେଶ ଉପଯୋଗୀ କରିବା ସହ ବ୍ୟବହୃତ ପ୍ଲାଷ୍ଟିକ ବୋତଲ ମୁକ୍ତ କରିବା ପାଇଁ ପ୍ରୟାସ କରାଯାଇଥିଲା।ଏହା ଏକ ବଡ ପଦକ୍ଷେପ । ଏକ ଦୀର୍ଘ ସ୍ଥାୟୀ ସୂତ୍ରରେ ଏହାର ପୁନଃ ପ୍ରକ୍ରିୟା କରଣ କରାଯାଉଛି ବୋଲି…
ଶ୍ରୀ ନୀଳାଦ୍ରୀ ବିଜେ ମହୋତ୍ସବ ୨୦୨୪
ପୁରୀ : ଶ୍ରୀ ଜଗନ୍ନାଥଙ୍କ ନିଳାଦ୍ରୀ ବିଜେ ଅବସରରେ ଗତକାଲି ପୁରୀ ଶ୍ରୀ ଜଗନ୍ନାଥ ନୀଳାଦ୍ରୀ ସେବା ଟ୍ରଷ୍ଟ ପକ୍ଷରୁ “ନିଳାଦ୍ରୀ ବିଜେ ମହୋତ୍ସବ” ଅନୁଷ୍ଠିତ ହୋଇଯାଇଛି। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସଭାଗୃହରେ ଆୟୋଜିତ ଏହି ଆଧ୍ୟାତ୍ମିକ ମିଳନରେ ଓଡିଶା ଉଚ୍ଚ…
ମାସିକ ଶିଶୁ ସମ୍ବାଦପତ୍ର ଶିଶୁ ସମାଚାରର ୧୭ଶ ସ୍ଵନକ୍ଷତ୍ର ଦିବସ
ପୁରୀ:ଓଡ଼ିଶାର ପ୍ରଥମ ଶିଶୁ ସମ୍ବାଦ ପତ୍ର ଶିଶୁ ସମାଚାର ର ୧୭ଶ ସ୍ୱ ନକ୍ଷତ୍ର ଉତ୍ସବ ପାଳନ ଅବସରରେ ରାଜ୍ୟସ୍ତରୀୟ ଚେସ ପ୍ରତିଯୋଗିତା ସ୍ଥାନୀୟ ସୁଖଲତା ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇ ଯାଇଛି।ଏଥିରେ ରାଜ୍ୟର ବିଭିନ୍ନ ସ୍କୁଲରୁ…
ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ କମଳା ପୂଜାରୀ
କୋରାପୁଟ: ପଞ୍ଚଭୂତରେ ଲୀନ ହୋଇଛନ୍ତି ସ୍ଵର୍ଗତାଃ ପୂଜାରୀ। କୋରାପୁଟ ଜିଲାର ଜୟପୁର ବ୍ଲକ ଅନ୍ତଗର୍ତ ପାତ୍ରପୁଟ ଗ୍ରାମ ଶ୍ମଶାନରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ରବିବାର ପୂର୍ବାହ୍ନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଅନ୍ତିମ ସଂସ୍କାର ପୂର୍ବରୁ ଗାଁ ଶ୍ମଶାନରେ ତାଙ୍କୁ…
ହତ୍ୟା ଘଟଣା ର ପର୍ଦାଫାଶ କଲା ପୋଲିସ
ବାଲେଶ୍ୱର :ଏକ ହତ୍ୟା ଘଟଣା ର ପୋଲିସ ପରଦା ଫାସ କରି ଥିବା ଖବର ମିଳି ଛି ମିଳିଥିବା ଖବର ଅନୁସାରେ ବାଲେଶ୍ୱର ଜିଲ୍ଲା ସୋର ତଳନଗର ଏନ୍ଏଚ୍ରେ ଯୁବକଙ୍କୁ ହତ୍ୟା ଘଟଣାରେ ୨ ଗିରଫ। ଘଟଣାର ପର୍ଦ୍ଦାଫାସ୍ କଲା ବାଲେଶ୍ବର…
ପୁରୀ ଜିଲ୍ଲା ତଥା ଓଡ଼ିଶା ପାରମ୍ପରିକ ମତ୍ସ୍ୟ କର୍ମୀ ୟୁନିୟନର ବୈଠକ ଅନୁଷ୍ଠିତ l
ପୁରୀ :ଆଜି ପୁରୀ ଜିଲ୍ଲା ତଥା ଓଡ଼ିଶା ମତ୍ସ୍ୟ କର୍ମୀ ୟୁନିୟନ ପକ୍ଷରୁ ଏକ ଆଲୋଚନା ୟୁଥ ହଷ୍ଟେଟ ଠାରେ ଅନୁଷ୍ଠିତ ହୋଇ ଯାଇଛି l ଏହି ଆଲୋଚନାରେ ସେମାନଙ୍କର ସମସ୍ୟା ଗୁଡ଼ିକ ସମାଧାନ କଲେ ମତ୍ସ୍ୟଜୀବି ମାନଙ୍କର ଜୀବନ ଓ…
ରତ୍ନଭଣ୍ଡାରର ମରାମତି ନିତ୍ୟାନ୍ତ ଆବଶ୍ୟକ: ଗଜପତି
ପୁରୀ: ଗଜପତି ମହାରାଜଙ୍କ ଉପସ୍ଥିତରେ ଭିତର ରତ୍ନଭଣ୍ଡାରରୁ ଖଟଶେଯ ଘରକୁ ଅଳଙ୍କାର ସ୍ଥାନାନ୍ତର ଆରମ୍ଭ ହୋଇଛି। ଭିତର ରତ୍ନଭଣ୍ଡାରରୁ ଫେରି ଗଜପତି ମହାରାଜା ଏହି କାର୍ଯ୍ୟ ସନ୍ଧ୍ୟା ସୁଦ୍ଧା ଶେଷ ହେବ ବୋଲି କହିଛନ୍ତି। ରତ୍ନଭଣ୍ଡାରର ମରାମତି ଆବଶ୍ୟକ ବୋଲି ବି…
ଭକ୍ତି ଓ ଭାବରେ ଉଛୁଳୁଛି ବଡ଼ଦାଣ୍ଡ। ସୁନାବେଶରେ ସଜେଇ ହୋଇଛନ୍ତି କୋଟି ବ୍ରହ୍ମାଣ୍ଡ ଠାକୁର
ପୁରୀ :ଆରମ୍ଭ ହୋଇଛି ସୁନାବେଶ । ମହଣ ମହଣ ସୁନାରେ ସଜେଇ ହୋଇଛନ୍ତି ତିନି ଠାକୁର । ଭକ୍ତଙ୍କୁ ଦେଉଛନ୍ତି ଦର୍ଶନ , ଏହି ଦୁର୍ଲ୍ଲଭ ବେଶ ଦେଖି ଭକ୍ତ ଆଖିରୁ ଗଡୁଛି ଲୋତକ । ଆଜି ବଡଦାଣ୍ଡରେ ଭକ୍ତ ଓ…
ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ରତ୍ନଭଣ୍ଡାର ସଂପର୍କିତ ତଦାରଖ କମିଟିର ବୈଠକ
ପୁରୀ: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ପୁନର୍ବାର କେବେ ରତ୍ନଭଣ୍ଡାର ଖୋଲାଯିବ ସେ ନେଇ ଆଲୋଚନା ହୋଇଥିଲା ଉକ୍ତ ବୈଠକ ରେଏଥିରେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ ସଦସ୍ୟ ଡାକ୍ତର ସିବିକେ ମହାନ୍ତିଙ୍କ…