ଆସନ୍ତାକାଲି ନୌସେନା ଦିବସ।ପୁରୀ ଜଳରାଶିରେ ଅପରେସନ୍ କୌଶଳ ଦେଖାଇବେ ନୌବୀର।

ପୁରୀ (ସମୀର ରଞ୍ଜନ ନାୟକ): ଆସନ୍ତାକାଲି ନୌସେନା ଦିବସ। ପୁରୀ ସମୁଦ୍ରର ଅଥଳ ଜଳରାଶିରେ ଅପରେସନ୍ କୌଶଳ ଦେଖାଇବେ ନୌବୀର। ୧୫ଟି ଯୁଦ୍ଧପୋତ, ୪୦ ଏୟାରକ୍ରାଫ୍ଟ୍ ଏହି ଯୁଦ୍ଧ କୌଶଳ ପ୍ରଦର୍ଶନ କରିବେ।ନୌସେନାର ଏହି ପରାକ୍ରମକୁ ଦେଖିବେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ।…

ଶ୍ରୀ ଗୋବର୍ଦ୍ଧନ ମଠରେ ରାଷ୍ଟ୍ରୀୟ ମର୍ମଚିକିତ୍ସା ସମ୍ମିଳନୀ

ପୁରୀ (ସମୀର ରଞ୍ଜନ ନାୟକ ): ବାହିନୀର ଆଦିତ୍ଯ ଚିକିତ୍ସା କେନ୍ଦ୍ର ଓ ଓଡିଶା ସ୍ବାସ୍ଥ୍ୟ ସଂଘ ତରଫରୁ ଏକ ଦୁଇ ଦିନିଆ ରାଷ୍ଟ୍ରୀୟ ମର୍ମଚିକିତ୍ସା ସମ୍ମିଳନୀ ସ୍ଥାନୀୟ ଗୋବର୍ଦ୍ଧନମଠ ପରିସରେ ଅନୁଷ୍ଠିତ ହୋଇଯାଇ ଅଛି । ଓଡିଶା ସ୍ବାସ୍ଥ୍ୟସଂଘ ର…

ପୁରୀରେ ଏଡ଼ସ ସଚେତନତା ଶୋଭାଯାତ୍ରା

ପୁରୀ (ସମୀର ରଞ୍ଜନ ନାୟକ ) : ଅସଂଯତ ଜୀବନ ଶୈଳୀ ଓ ଅପ୍ରାକୃତିକ ଯୌନ ସଂପର୍କ ରୁ ଦୂରରେ ରହି,ଏକ ଶୃଙ୍ଖଳିତ ଜୀବନ ଯାପନ ଭାରତବର୍ଷକୁ ୨୦୩୦ ମସିହା ସୁଦ୍ଧା ଏଡ଼ସ ମୁକ୍ତ କରିପାରେ ବୋଲି ମତପ୍ରକାଶ ପାଇଛି। ଡିସେମ୍ବର…

ରାଜ୍ୟ ସ୍ତରୀୟ ବିଚ୍ ଭଲିବଲ୍ ପ୍ରତିଯୋଗିତା ଉଦଯାପିତ

ପୁରୀ (ସମୀର ରଞ୍ଜନ ନାୟକ ):ରିଖ ପୁରୀ ଜିଲ୍ଲା ସ୍କୁଲ୍ ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ ୧୭ ବର୍ଷରୁ କମ୍ ବାଳକ ବାଳିକା ବିଚ୍ ଭଲିବଲ୍ ପ୍ରତିଯୋଗିତା ଉଜ୍ଜାପିତ ହୋଇଅଛି ।ଏହା ତା ୨୮-୧୧ ରୁ ଆରମ୍ଭ ହୋଇ ଦୁଇ…

କୋଣାର୍କ ଉତ୍ସବ ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ।

ପୁରୀ (ସମୀର ରଞ୍ଜନ ନାୟକ) :ଗତକାଲି ଅପରାହ୍ନରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଡିସେମ୍ବର ୧ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା କୋଣାର୍କ ଉତ୍ସବ ଓ ବାଲୁକା କଳା ଉତ୍ସବ ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର…

ପୁରୀରେ ନୌସେନା ଦିବସ ପାଇଁ ପ୍ରସ୍ତୁତି ବର୍ତ୍ତମାନ ଶେଷ ପର୍ଯ୍ୟାୟରେ

ପୁରୀ (ସମୀର ରଞ୍ଜନ ନାୟକ ): ପୁରୀରେ ନୌସେନା ଦିବସ ପାଇଁ ପ୍ରସ୍ତୁତି ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଭାରତୀୟ ସ୍ଥଳ ସେନାରେ ୮ଟି ଯୁଦ୍ଧ ଟ୍ୟାଙ୍କର ମଧ୍ୟ ପୁରୀ ବେଳାଭୂମିରେ ପହଞ୍ଚିଛି । ବି ଏମ ପି ନାମକ…

ଅସ୍ତରଙ୍ଗ ରେ କରତ କଳ ଉପରେ ଚଢ଼ାଉ

ପୁରୀ (ସମୀର ରଞ୍ଜନ ନାୟକ):ଅସ୍ତରଙ୍ଗ ରେ ଦୁଇଟି କରତ କଳ ଉପରେ ଚଢ଼ାଉ ହୋଇ ଥିବା ଖବର ଆମ ହସ୍ତଗ ହୋଇଛି ମିଳି ଥିବା ଖବର ଅନୁଯାଇ ପୁରୀ ଜିଲ୍ଲା ଅସ୍ତରଙ୍ଗର କୁହୁଡ଼ି ସିନେମା ଛକ ନିକଟରେ ବେଇଆଇନ ଭାବେ ଚାଲୁଥିବା…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ଵାରା ମହୋଦଧି ଦିବସ ପୋଷ୍ଟର ଉନ୍ମୋଚିତ

ପୁରୀ (ସମୀର ରଞ୍ଜନ ନାୟକ): କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀସ୍ଥ ତାଙ୍କ ବାସଭବନ ଠାରେ ମହୋଦଧି ଦିବସ ର ଅଫିସିଆଲ୍ ପୋଷ୍ଟର ଉନ୍ମୋଚିତ କରିଛନ୍ତି | ପୁରୀ ସ୍ୱର୍ଣ୍ଣାଭ ବେଳାଭୂମି ଠାରେ ଡିସେମ୍ବର ୧୦ ରୁ ୧୨ ତାରିଖ ପର୍ଯ୍ୟନ୍ତ ମହୋଦଧି…

ଚିଲିକାରେ ବିଦେଶୀ ପକ୍ଷୀଙ୍କ ସମ୍ଭାର

ପୁରୀ (ସମୀର ରଞ୍ଜନ ନାୟକ): ଶୀତ ପ୍ରଭାବରେ ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ। ତେଣୁ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ବନ ବିଭାଗ। ଚିଲିକା ବନଖଣ୍ଡ ବନାଞ୍ଚଳ ବାଲୁଗାଁ କାର୍ଯ୍ୟାଳୟ ତରଫରୁ ବିଭିନ୍ନ ରେଞ୍ଜରେ ପକ୍ଷୀ ସୁରକ୍ଷା ପଇଁ ୨୧ଟି ଟିମ…

ପୋଷ୍ୟ ସନ୍ତାନ ସଚେତନତା ରଥ ଉଦଘାଟିତ।

ପୁରୀ (ସମୀର ରଞ୍ଜନ ନାୟକ ): ପୁରୀ ଜିଲ୍ଲା ସ୍ତରୀୟ ପୋଷ୍ୟ ସନ୍ତାନ ସଚେତନତା ରଥକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଉଦଘାଟନ କରିଛନ୍ତି।ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଏହି ସଚେତନତା ରଥକୁ ଉଦଘାଟନ କରି ଜିଲ୍ଲାପାଳ ଶ୍ରୀ…

error: Content is protected !!
Powered by Joinchat