ମହାବିନାୟକ ଚାରିଟେବୁଲ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ

ପୁରୀ (ସମୀର ରଞ୍ଜନ ନାୟକ):ମହାବିନାୟକ ଚାରିଟେବୁଲ ସେବା ଟ୍ରଷ୍ଟ ସଭାନେତ୍ରୀ ସବିତା ମିଶ୍ରଙ୍କ ଅଧକ୍ଷତାରେ ହାଇଟେକ ମେଡିକାଲ କଲେଜ ର ଭ୍ରାମ୍ୟମାଣ ବସ ମାଧ୍ୟମରେ ଶନି ମନ୍ଦିର ଗଳି ଶ୍ରୀଦାଣ୍ଡ ରେ ମାଗଣାରେ ଦାନ୍ତ ଏବଂ ଆଖି ର ସ୍ୱାସ୍ଥ୍ୟସେବା ଯୋଗାଇ…

ପୁରୀ ଷ୍ଟେସନରୁ ପୁରୁଷୋତ୍ତମ ଏକ୍ସପ୍ରେସ୍‌ର S2 ବଗିର ସିଟ୍‌ ତଳୁ ୧୫୦ଟି ଜୀବନ୍ତ ଗୁଳି ଜବତ

ପୁରୀ :(ସମୀର ରଞ୍ଜନ ନାୟକ )ପୁରୀ ରେଳ ଷ୍ଟେସନରୁ ୧୫୦ଟି ଜୀବନ୍ତ ଗୁଳି ଜବତପୁରୁଷୋତ୍ତମ ଏକ୍ସପ୍ରେସ୍‌ର S2 ବଗିର ସିଟ୍‌ ତଳୁ ଜବତଏକ ବ୍ୟାଗ୍‌ ଭିତରେ ୧୫ଟି ପ୍ୟାକେଟ୍‌ରେ ଅଛି 8 MM ଗୁଳିମାମଲା ରୁଜୁ କରି ଆରପିଅଫ ତଦନ୍ତ କରୁଥିବା…

ଚିଲିକାରୁ ଅଜଣା ମୃତଦେହ ଉଦ୍ଧାର

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ): ଚିଲିକା ରୁ ଅଜଣା ମୃତଦେହ ଉଦ୍ଧାର ହୋଇଥିବା ଖବର ଆମ ହସ୍ତଗତ ହୋଇଛି ମିଳିଥିବା ଖବର ଅନୁଯାଇ କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ଚିଲିକା ନୂଆପଡା ଗ୍ରାମ୍ୟତଳି ଚିଲିକା ତେଣ୍ଟା ଧୁଆ ଫାର୍ମ…

ରାଜ୍ୟ ସରକାର କେବଳ ଘସିରେ କିପରି ଶବଦାହ କରିବେ ସେନେଇ ଦ୍ବନ୍ଦ୍ବ ଉପୁଜିଛି।

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ):ବଡ ସୂଚନା ଦେଲେ ମନ୍ତ୍ରୀ ।ଏଣିକି ସ୍ୱର୍ଗଦ୍ୱାରରେ ଗଛ କାଠ ବଦଳରେ ଗୋବର କାଠ ବା ଘସିରେ ହେବ ଶବ ଦାହ। ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଗୋବରକୁ ଶବ ଦାହରେ ବ୍ୟବହାର କରାଯାଏ। ଏହାଦ୍ୱାରା…

ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଖରିଫ୍ ଋତୁରେ ଧାନ ସଂଗହ ନିମନ୍ତେ ପ୍ରସ୍ତୁତି ବୈଠକ

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ): ଆଜି ଅପରାହ୍ନ ୪ ଘଟିକା ସମୟରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଖରିଫ୍ ଋତୁ ୨୦୨୪-୨୫ରେ ଧାନ ସଂଗହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ…

ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳିତ।

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ): ପ୍ରାକୃତିକ ବିପର୍ଯ୍ୟୟକୁ ବନ୍ଦ କରାଯାଇ ପାରିବ ନାହିଁ। କିନ୍ତୁ ସଚେତନ ଓ ସତର୍କ ହେଲେ ବିପର୍ଯ୍ୟୟର ପ୍ରଭାବ ଓ କ୍ଷୟକ୍ଷତିକୁ ରୋକାଯାଇ ପାରିବ ବୋଲି କହିଛନ୍ତି ଅତିଥି ମାନେ।ଆଜି ପୂର୍ବାହ୍ନରେ ସର୍କିଟ…

ଭୋଟର ତାଲିକା ସଂଶୋଧନ ଅବସରରେ ପଥ ଉତ୍ସବ ଅନୁଷ୍ଠିତ।

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ) : ଭୋଟର ପରିଚୟ ପତ୍ର ମତଦାନ ସହ ଅନ୍ୟାନ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରେ ବ୍ୟବହୃତ ହୋଇଥାଏ। ତେଣୁ ପ୍ରତ୍ୟେକ ସଚେତନ ହୋଇ ନିଜର ସଠିକ ଭୋଟର ପରିଚୟ ପ୍ରସ୍ତୁତ ରେ ସହଯୋଗ…

ବାଲୁକା କଳାରେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟର ଶୁଭାରମ୍ଭ

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ) : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ ଗୋପାଳନ ପୁରୀ ନୀଳାଦ୍ରୀ ବିଚ୍ ଠାରେ ୨୦୨୫ ର ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ (SSR) ର ଥିମ୍ ଉପରେ ବାଲୁକା…

ହଜିବାକୁ ବସିଆଣି ମାଟି ଦୀପ ଓ ପାତ୍ରର ଚାହିଦା

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ) : ଓଡ଼ିଆ ଚଳଣି ଓ ପରମ୍ପରା ନିଆରା। ସବୁ ପର୍ବପର୍ବାଣି, ପୂଜାର୍ଚ୍ଚନା ଓ ଯାନିଯାତ୍ରା ସମୟରେ ମାଟିତିଆରି ସାମଗ୍ରୀ ଖୋଜାପଡ଼େ। କୌଣସି ଶୁଭକାମ କରିବା ସମୟରେ ପ୍ରଥମେ ମାଟିପାତ୍ର ଆବଶ୍ୟକ ହୋଇଥାଏ। ମାଟିପାତ୍ର…

ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ ଅନୁଷ୍ଠିତ।

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ) : ଚଳିତ ବର୍ଷ ଅକ୍ଟୋବର ୨୮ ତାରିଖ ଠାରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶ ରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି। ଏହି ଅବସରରେ ଆଜି…

error: Content is protected !!
Powered by Joinchat