ଭୁବନେଶ୍ୱର:ଓଡ଼ିଆ ମାଟିର ଗର୍ବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ୬୬ ବର୍ଷରେ ପାଦ ଥାପିଛନ୍ତି।ଜନ୍ମ ଦିବସ ଅବସରରେ ମହାମହିମ ରାଷ୍ଟ୍ରପତି ଦିଲ୍ଲୀ ଜଗନ୍ନାଥ ମନ୍ଦିରରେ ପୂଜାର୍ଚନା କରିଛନ୍ତି।୧୯୫୮ ମସିହା ଜୁନ ୨୦ରେ ମୟୂରଭଞ୍ଜ ଜିଲା ଉପରବେଡ଼ା ଗ୍ରାମର ଏକ ସାନ୍ତାଳୀ ପରିବାରରେ…
Category: ବିଶେଷ ଖବର
ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ନେଦରଲ୍ୟାଣ୍ଡ୍ସରେ ସେ ନାଦିଆ ନାମ୍ନୀ ଜଣେ ବିଦେଶୀ ଯୁବତୀଙ୍କୁ ବିବାହ କରିଛନ୍ତି। ଏମିତିରେ ବିଜୁ ବାବୁଙ୍କ ବଡ଼ ପୁଅ ପ୍ରେମ ପଟ୍ଟନାୟକ କିମ୍ବା ତାଙ୍କ ପୁଅ…
ଲୋକସଭା ବାଚସ୍ପତି ଚୟନରେ ଏହି ଦୁଇ ନାମ ସର୍ବାଗ୍ରେ
ନୂଆଦିଲ୍ଲୀ :ଏନଡିଏ ସହଯୋଗୀଙ୍କ ମଧ୍ୟରେ ବାଚସ୍ପତି ଚୟନକୁ ନେଇ ଚାଲିଛି କସରତ। ଲୋକ ସଭାରେ ବାଚସ୍ପତି କିଏ ହେବେ, ତା’କୁ ନେଇ ସସପେନ୍ସ ଜାରି ରହିଛି। ଭାଜପା ଏହି ପଦର ମହତ୍ୱ ଓ ଗୁରୁତ୍ୱ ଦୃଷ୍ଟିରୁ ନିଜ ହାତ ଛଡା କରିବାକୁ…
ନିଜ ଆଇଏଏସ୍ ଅଧିକାରୀ ଝିଅକୁ ସାଲ୍ୟୁଟ୍ କଲେ ଆଇପିଏସ ବାପା
ହାଇଦ୍ରାବାଦ :ସନ୍ତାନ ଯେତେବେଳେ ବାପା ମା ଙ୍କୁ ଅତିକ୍ରମ କରି ଉନ୍ନତିକରିଥାନ୍ତି ସବୁ ବାପା,ମା ଖୁସି ହୁଅନ୍ତି। ଘଟଣାଟି ଘଟିଛି ହାଇଦ୍ରାବାଦରେ। ରବିବାର ପିତୃ ଦିବସ ଅବସରରେ ଏଭଳି ଏକ ଫଟୋ ଆଧାରିତ ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଯାହାକୁ…
ଶେଷରେ,ପୋପ୍ ଭଗବାନଙ୍କୁ ଭେଟିବାର ସୁଯୋଗ ପାଇଲେ – କଂଗ୍ରେସ
ନୂଆଦିଲ୍ଲୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଟାଲୀରେ ଜି7 ଶିଖର ସମ୍ମିଳନୀରେ ପୋପ୍ ଫ୍ରାନ୍ସିସ୍ଙ୍କ ଙ୍କ ସହ ଏକ ଐତିହାସିକ ବୈଠକ କରିଥିଲେ।କଂଗ୍ରେସ ଶାନ୍ତ ରହିପାରିଲା ନାହିଁ ପୁରୁଣା ଦଳ ଏହି ସୁଯୋଗ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଟାକ୍ଷ କରିଥିଲା। ବ୍ଯଙ୍ଗାତ୍ମକ କ୍ୟାପସନ…
ଚଳିତ ବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରା ୨ ଦିନ
ପୁରୀ :ପ୍ରତିବର୍ଷ ୧୫ ଦିନ ଅଣସରରେ ରହିଥାନ୍ତି ମହାପ୍ରଭୁ କିନ୍ତୁ ଚଳିତ ବର୍ଷ ୧୩ ଦିନ ଅଣସରରେ ରହିବେ ଶ୍ରୀଜିଉ । ୫୩ ବର୍ଷ ପରେ ଚଳିତ ଥର ୧୩ ଦିନ ପଡୁଛି ଅଣସର ନୀତି ।ଯେଉଁଦିନ ନେତ୍ରୋତ୍ସବ, ସେହିଦିନ ନବଯୌବନ…
ଗ୍ରୀଷ୍ମ ଛୁଟି ପରେ ଆସନ୍ତା ୧୮ ତାରିଖରୁ ସ୍କୁଲ ଖୋଲିବାକୁ ଯାଉଛି।
ଭୁବନେଶ୍ୱର: ସ୍କୁଲ ଖୋଲିବାର ପ୍ରଥମ ଦିନରୁ ମିଳିବ ମଧ୍ୟାହ୍ନ ଭୋଜନ । ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତର ପିଲାଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ସମସ୍ତ ଡିଇଓଙ୍କୁ ପିଏମ୍ ପୋଷଣ ରାଜ୍ୟ ନୋଡାଲ ଅଧିକାରୀଙ୍କ ନିର୍ଦ୍ଦେଶ ରହିଛି । ଯେପରି କୌଣସି…
କନ୍ନଡ ଅଭିନେତା ଦର୍ଶନଙ୍କ ନିଷ୍ପାପ ପୁଅକୁ ସୋସିଆଲ ମିଡିଆରେ ଆପତ୍ତିଜନକ ବାର୍ତ୍ତା
ବେଙ୍ଗାଲୁର:ପବିତ୍ର ଗୌଡ଼ାଙ୍କ ବିରୋଧରେ ଏକ ଇନଷ୍ଟାଗ୍ରାମ ମନ୍ତବ୍ଯକୁ ନେଇ ବେଙ୍ଗାଲୁରୁରେ 33 ବର୍ଷୀଯ଼ା ରେଣୁକାସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ କନ୍ନଡ ଅଭିନେତା ଦର୍ଶନ ଥୁଗୁଦୀପ ଏବଂ ଅନ୍ଯ 12 ଜଣଙ୍କୁ ମଙ୍ଗଳବାର ଦିନ ଗିରଫ କରାଯାଇଛି। ସୂଚନା ଅନୁଯାଯ଼ୀ, ଏକ ଦଶନ୍ଧିରୁ…
ଯୋଗୀ ଆଦିତ୍ୟନାଥଙ୍କ କଡା ନିର୍ଦେଶ
ଉତ୍ତରପ୍ରଦେଶ ରେ ବକ୍ରୀଇଦ ଅବସରରେ ବଳିଦାନ ପାଇଁ ସ୍ଥାନ ପୂର୍ବରୁ ଚିହ୍ନିତ କରାଯିବା ଉଚିତ। ଅନ୍ଯ କୌଣସି ସ୍ଥାନରେ ବଳିଦାନ କରାଯିବା ଉଚିତ ନୁହେଁ। ବିବାଦୀଯ଼ କିମ୍ବା ସମ୍ବେଦନଶୀଳ ସ୍ଥାନରେ ବଳିଦାନ କରାଯିବା ଉଚିତ ନୁହେଁ। ଅଧିକାରୀମାନେ ସୁନିଶ୍ଚିତ କରିବା ଉଚିତ…
ରଜ ଉପଲକ୍ଷେ ଉତ୍ସବ ମୁଖର ଗାଁ ଠୁ ସହର ପର୍ଯ୍ୟନ୍ତ
ପୁରୀ: ରଜ ଦୋଳି କଟମଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ । ଆଜି ପହିଲି ରଜ। ଗାଁଠୁ ସହର ଏନେଇ ଚାରିଆଡ଼େ ଉତ୍ସାହ। ସଜେଇ ହେଉଛନ୍ତି ଯୁବତୀ। ପୁରୀ ବିଭିନ୍ନ ଅଞ୍ଚଳରେ ସ୍ୱତନ୍ତ୍ର ଆୟୋଜନ। ପିଠାପଣା, ରଜପାନ ଆଉ ତା…
