ରତ୍ନବେଦୀ ଛାଡ଼ି ସ୍ନାନମଣ୍ଡପରେ କୋଟି ଓଡ଼ିଆଙ୍କ ମଉଡମଣୀ

ପୁରୀ :ଦେଉଳର ରତ୍ନବେଦୀ ଛାଡ଼ି ସ୍ନାନମଣ୍ଡପକୁ ଆସିଛନ୍ତି ଚତୁର୍ଦ୍ଧା ମୂର୍ତ୍ତୀ। ୧୦୮ ସୁବାସିିତ ଜଳରେ ସ୍ନାକ କରିବେ ଶ୍ରୀଜିଉ। ପରେ ଦୁର୍ଲଭ ଗଜାନନ ବେଶରେ ଭକ୍ତଙ୍କୁ ଦେବେ ଦର୍ଶନ।ଆଜି ୫ଟାରୁ ଶ୍ରୀବିଗ୍ରହଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଏବେ ଚତୁର୍ଦ୍ଧାମୂର୍ତ୍ତୀ ସ୍ନାନମଣ୍ଡପରେ ବିରାଜମାନ…

ବଳିୟାରଭୁଜଙ୍କ ଶ୍ରୀଭୁଜରେ ସେବକମାନଙ୍କ ଭରାଦେବା ନିଷେଧ

ପୁରୀ:ଆଜି ପବିତ୍ର ସ୍ନାନ ପୁର୍ଣିମା। ମହାବହୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନ ପହଣ୍ଡି ହୋଇ ସ୍ନାନ ମଣ୍ଡପକୁ ଆସିବା ପରେ ୧୦୮ ଗରା ଜଳରେ ସ୍ନାନ କରିବେ । ପରେ ଦୁର୍ଲଭ ହାତୀ ବେଶରେ ଦର୍ଶନ ଦେବେ ।…

ଯୋଗକୁ ବିଶ୍ୱବାସୀଙ୍କ ପାଖରେ ଆଦୃତ କରିପାରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତିସଂଘ ସାଧାରଣ ପରିଷଦରେ ନିଜ ଅଭିଭାଷଣରେ ପ୍ରତିବର୍ଷ ଜୁନ ୨୧ ତାରିଖଟିକୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ । ମୋଦୀଙ୍କ ମତରେ ସାରାବିଶ୍ୱକୁ ଭାରତର ମୂଲ୍ୟବାନ ଉପହାର ହେଉଛି…

ସ୍ନାନଯାତ୍ରା ପାଇଁ ପୁରୀରେ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା

ପୁରୀ : ପବିତ୍ର ସ୍ନାନଯାତ୍ରା ପାଇଁ ପୁରୀ ରେ ସମସ୍ତ ପ୍ରସ୍ତୁତି ସରିଛି l ତେବେ ସ୍ନାନଯାତ୍ରା ଦେବସ୍ନାନ ପୂର୍ଣ୍ଣମୀ। ଶୃଙ୍ଖଳିତ ସ୍ନାନଯାତ୍ରା ନେଇ ପୁରୀ ଏସପି ପିନାକ ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଲକ୍ଷାଧିକ ଭକ୍ତଙ୍କ ଆଗମନକୁ…

ଯୋଗ ଦିବସ ପାଳିତ

ପୁରୀ :ଭାରତ ବିକାଶ ପରିଷଦ ପୁରୀ, ଶିଳ୍ପ ତାଲିମ କେନ୍ଦ୍ର ପୁରୀ, ଏବଂ ଜିଲ୍ଲା ପ୍ରଶାସନ ପୁରୀ ସହଯୋଗରେ ଆନ୍ତର୍ଜାତିକ ଯୋଗ ଉତ୍ସବ ବ୍ଲୁ ଫ୍ଲାଗ ବିଚ୍ ଠାରେ ଅନୁଷ୍ଠିତ ହୋଇଛି। ପ୍ରତ୍ୟହ ଯୋଗ ଶିକ୍ଷା କରିବା ଭାରତୀୟ ସଂସ୍କୃତି, ପରମ୍ପରାର…

କ୍ୟାନ୍ସର ପୀଡ଼ିତାଙ୍କ ଉଦେଶ୍ୟ ରେ କେଶ ଦାନ

ଯାଜପୁର :କ୍ୟାନ୍ସର ପୀଡ଼ିତାଙ୍କ ମୁଁହରେ ହସ ଫୁଟାଇବା ପାଇଁ ପ୍ରୟାସ ଆରମ୍ଭ କରୁଛନ୍ତି। ସୋପଭା ଟ୍ରଷ୍ଟ । ତିନି ବର୍ଷ ଭିତରେ 27 ଟି କେଶୀ (WIG) କ୍ୟାନ୍ସର ପୀଡ଼ିତା ଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିବା ସହିତ 170 ଜଣ…

ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ :ଶ୍ରୀଜଗନ୍ନାଥ ମନ୍ଦିରକୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ଆସନ୍ତାକାଲି ଅର୍ଥାତ ଶୁକ୍ରବାର ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଦେବସ୍ନାନ ମଣ୍ଡପକୁ ପହଣ୍ଡି ବିଜେ ପାଇଁ ଶ୍ରୀବିଗ୍ରହମାନଙ୍କ ସେନାପଟା ଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ବଡ଼ସିଂହାର…

ସର୍ବସାମ୍ମତି କ୍ରମେ ବାଚସ୍ପତି ନିର୍ବାଚିତ ହେଲେ ଶ୍ରୀମତୀ ସୁରମା ପାଢ଼ୀ

ଭୁବନେଶ୍ୱର :ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ହେଲେ ରଣପୁର ବିଧାୟିକା ସୁରମା ପାଢୀ । ସର୍ବସମ୍ମତି କ୍ରମେ ସୁରମା ପାଢୀ ବାଚସ୍ପତି ନିର୍ବାଚିତ ହୋଇଛନ୍ତି । ଏନେଇ ଘୋଷଣା କରିଛନ୍ତି କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସୁରମା ଭାଜପାର…

ଆଜି ମହାମହିମ ରାଷ୍ଟ୍ରପତିଙ୍କ ୬୬ତମ ଜନ୍ମଦିନ ,ଦିଲ୍ଲୀ ଜଗନ୍ନାଥ ମନ୍ଦିରରେ କଲେ ପୂଜାର୍ଚନା

ଭୁବନେଶ୍ୱର:ଓଡ଼ିଆ ମାଟିର ଗର୍ବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ୬୬ ବର୍ଷରେ ପାଦ ଥାପିଛନ୍ତି।ଜନ୍ମ ଦିବସ ଅବସରରେ ମହାମହିମ ରାଷ୍ଟ୍ରପତି ଦିଲ୍ଲୀ ଜଗନ୍ନାଥ ମନ୍ଦିରରେ ପୂଜାର୍ଚନା କରିଛନ୍ତି।୧୯୫୮ ମସିହା ଜୁନ ୨୦ରେ ମୟୂରଭଞ୍ଜ ଜିଲା ଉପରବେଡ଼ା ଗ୍ରାମର ଏକ ସାନ୍ତାଳୀ ପରିବାରରେ…

ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ନେଦରଲ୍ୟାଣ୍ଡ୍‌ସରେ ସେ ନାଦିଆ ନାମ୍ନୀ ଜଣେ ବିଦେଶୀ ଯୁବତୀଙ୍କୁ ବିବାହ କରିଛନ୍ତି। ଏମିତିରେ ବିଜୁ ବାବୁଙ୍କ ବଡ଼ ପୁଅ ପ୍ରେମ ପଟ୍ଟନାୟକ କିମ୍ବା ତାଙ୍କ ପୁଅ…

error: Content is protected !!