ଡେଙ୍ଗାପଦର ଶ୍ରଦ୍ଧାଶ୍ରୀ ଶିକ୍ଷାକେନ୍ଦ୍ରର ବାର୍ଷିକ ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ

ଗଞ୍ଜାମ/ବୁଗୁଡା(ସୋରେନ କୁମାର ପ୍ରଧାନ):ବାଲିପଦର ନିକଟସ୍ଥ ଡେଙ୍ଗାପଦର ଗ୍ରାମର ଶ୍ରଦ୍ଧାଶ୍ରୀ ଶିକ୍ଷାକେନ୍ଦ୍ର ପକ୍ଷରୁ ବାର୍ଷିକ ଉତ୍ସବ ସହ ଛାତ୍ରଛାତ୍ରୀଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏହି ଅବସରରେ ଆୟୋଜିତ ସଭାରେ ଯୁବ ସମାଜସେବୀ କାହ୍ନୁଚରଣ ଗୌଡ଼ ପୌରହିତ୍ଯ କରିଥିବା ବେଳେ ପବିତ୍ର କୁମାର…

ବୈଷ୍ଣବ ଚରଣ ଦାଶ ଙ୍କ ‘ ପର୍ବ ଆମ ପରମ୍ପରାର ‘ ପୁସ୍ତକ ଉନ୍ମୋଚିତ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୀରଧନଞ୍ଜୟ ପୁର ଶାସନସ୍ଥ ବୁଦ୍ଧ ବିହାର ଛାତ୍ରାବାସ ପରିସର ରେ ନିୟୁ ଏରା ପବ୍ଲିକ ସ୍କୁଲ ର ସହକାରୀ ଶିକ୍ଷକ ବୈଷ୍ଣବ ଚରଣ ଦାଶ ଙ୍କ ରଚିତ ‘ପର୍ବ ଆମ ପରମ୍ପରାର’ ପୁସ୍ତକ ଉନ୍ମୋଚନ ହୋଇଥିଲା।…

ବୁଗୁଡା ବ୍ଳକରେ ୧୦ ଜଣ ପ୍ରଶିକ୍ଷାର୍ଥୀ ଓଏଏସ ଅଫିସର

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ) : ଗଞ୍ଜାମ ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା ୧୯୭୧, ଗଞ୍ଜାମ ଜିଲ୍ଲାର ୮ ଗୋଟି ବ୍ଳକର ୧୬ ଗୋଟି ପଞ୍ଚାୟତରେ ୧୬ ଟି ଗୃପରେ ୮୦ ଜଣ ଓଡିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ପ୍ରଶିକ୍ଷାର୍ଥୀ ଭାବେ…

ଗଣେଶ ପୂଜା ପାଇଁ ଗାଁ ଠୁ ସହର ଚଳଚଞ୍ଚଳ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ଚଳିତ ମାସ ୨୭ ତାରିଖ ଦିନ ପଡୁଛି ଗଣେଶ ପୂଜା ଉତ୍ସବ। ଏବେଠାରୁ ସଜେଇ ହେଲାଣି ବୁଗୁଡା ଅଞ୍ଚଳର ବିଭିନ୍ନ ଗ୍ରାମ। ବିଭିନ୍ନ ସ୍ଥାନରେ ଟେଣ୍ଟ ଭିଡା କାମ ଆରମ୍ଭ ହୋଇଯାଇଥିଲା ବେଳେ ମୂର୍ତ୍ତି ଗଢା କାମ…

ଗୌଡ଼ିଆବୋରଦା ପଞ୍ଚାୟତ କାର୍ଯ୍ୟାଳୟରେ 500ରୁ ଉର୍ଦ୍ଧ୍ବ ପରିବାରକୁ ଡଷ୍ଟବିନ ବଣ୍ଟନ ମେଳା

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ସ୍ୱଚ୍ଛ ରହିଲେ ପରିବେଶ ସୁସ୍ଥ ରହିବ ସମାଜ l ସ୍ୱଚ୍ଛ ପରିବେଶ ପାଇଁ କେନ୍ଦ୍ର ସରକାର ଙ୍କ ସ୍ୱଚ୍ଛ ଭାରତ ମିଶନ ଜରିଆରେ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା l ଏହି ଯୋଜନା ମାଧ୍ୟମରେ ପ୍ରତି…

ଅଗ୍ନିକାଣ୍ଡରେ ଚାଳଘର ଭସ୍ମୀଭୂତ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ଭଗବାନପୁର ଗ୍ରାମ ଛକ ନିକଟରେ ଥିବା ଏକ ଚାଳଘରେ ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି।ପ୍ରକାଶ ଯେ,କେନ୍ଦୁପତ୍ର ରଖିବା ପାଇଁ ତିଆରି ହୋଇଥିବା ସେହି ଘରେ କିଛି ଲୋକ ନିଜ ନିଜର ଛେଳି ରଖୁଥିଲେ।ଛେଳି ରଖିବାକୁ…

ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ନବାଗତଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ସମ୍ମିଳନୀ କକ୍ଷରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଡ.ପୁରୁଷୋତ୍ତମ ମିଶ୍ରଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ…

“ଆସ ସ୍କୁଲ ଯିବା” ଅଭିଯାନ ପଦଯାତ୍ରା କାର୍ଯ୍ୟକ୍ରମ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ଅଧାରୁ ପାଠ ଛାଡିଥିବା , ଆଦୌ ନାମ ଲେଖାଇନଥିବା ଏବଂ ବିଦ୍ଯାଳୟ ବାହାରେ ଥିବା ପିଲାମାନଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟବ୍ୟାପୀ…

ବୁଗୁଡ଼ା ସହରରେ ତ୍ରିରଙ୍ଗା ଶୋଭାଯାତ୍ରା

ଗଞ୍ଜାମ/ବୁଗୁଡ଼ା(ସୋରେନ କୁମାର ପ୍ରଧାନ):ବୁଗୁଡ଼ା ସହରରେ ବିଜେପି ପକ୍ଷରୁ ସ୍ବାଧିନତା ଦିବସ ଅବସରରେ ଆଜି ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ବୁଗୁଡ଼ା ନଗର ସଭାପତି କେଦାରନାଥ ମହାରଣା ତତ୍ତ୍ଵାବଧାନରେ ବୁଗୁଡ଼ା ମାଁ ସନ୍ତୋଷୀ ମନ୍ଦିର ଠାରୁ ଏକ…

ପାଖେଇ ଆସିଲାଣି ଗଣେଶ ପୂଜା,ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ କାରିଗର

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ଗଣେଶ ପୂଜା ପାଖେଇ ଆସିଲାଣି । ଉତ୍ସବ ମୁଖର ହୋଇ ଉଠିବ ବୁଗୁଡ଼ା ଅଞ୍ଚଳ । ସେଥି ପାଇଁ ବୁଗୁଡ଼ା ଅଞ୍ଚଳର ମୂର୍ତ୍ତି କାରିଗରମାନେ ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ। ଆଉ କିଛି ଦିନ ବ୍ୟବଧାନ ପରେ ଗଣେଶ…

error: Content is protected !!