ରାୟଗଡା (ଗୋପୀନାଥ ଗୌଡ଼): ରାୟଗଡା ସହରର ସାହିତ୍ୟ-ସଂସ୍କୃତିକ ଦୃଶ୍ୟପଟରେ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ “ଇମାନୀ ନୃତ୍ୟକଳା କେନ୍ଦ୍ର”ର ଭବ୍ୟ ଉଦଘାଟନ ଅନୁଷ୍ଠିତ ହୋଇଯାଇଛି ।ଏହି ସଂସ୍ଥାକୁ ଶ୍ରୀମତୀ ଇମାନୀ ଶତପଥୀ ପରିଚାଳନା କରୁଥିବା ବେଳେ, ଓଡ଼ିଶୀ ନୃତ୍ୟ ପ୍ରଶିକ୍ଷଣ ଦେବେ ଓଡିଶା ସଙ୍ଗୀତ…
Category: ରାୟଗଡା
ବାଲୁଙ୍କେଶ୍ବର ମନ୍ଦିରରେ ଦୁଇ କିଲୋ ଚାନ୍ଦିର ପଞ୍ଚମୂଖି ସର୍ପ ସ୍ଥାପନ।
ରାୟଗଡା (ଗୋପୀନାଥ ଗୌଡ଼): ବ୍ରାହ୍ମଣ ସାହିସ୍ଥିତ ପି.ଏଚ.ଡ଼ି ନିକଟରେ ଥିବା ବାଲୁଙ୍କେଶ୍ବର ମହାଦେବଙ୍କ ମନ୍ଦିରରେ ଦୁଇ କିଲୋ ଓଜନର ସର୍ପ ସ୍ଥାପନ କରଯାଇଛି। ନବ ନିର୍ମିତ ବାଲୁଙ୍କେଶ୍ବର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ଫେବୃୟାରୀ ମାସରେ ଆରମ୍ଭ ହୋଇଥିଲା। କ୍ରମାଗତ ଭାବରେ ମନ୍ଦିର…
ରକ୍ତ ଦାନ ମହତ ଦାନ
ରାୟଗଡ଼ (ଗୋପୀନାଥ ଗୌଡ଼): ରକ୍ତ ଦାନ ମହତ ଦାନ ଏହି ମୂଳ ମନ୍ତ୍ରକୁ ଆପଣେଇଛନ୍ତି ରାୟଗଡ଼ ଜିଲ୍ଲା “ସମ୍ବାଦ” ଖବର କାଗଜ ଜିଲ୍ଲା ପ୍ରତିନିଧି ଶିବ ପ୍ରସାଦ ଦୋରା। ପିଲାବେଳୁ ଅନ୍ୟର ଦୁଃଖ କଷ୍ଟକୁ ଦେଖି ସମ୍ଭାଳି ପାରନ୍ତି ନାହିଁ ଶ୍ରୀ…
ପୋଲ ସାଜିଛି ପାର୍କିଂ ଏରିଆ
ରାୟଗଡ଼ା (ଗୋପୀନାଥ ଗୌଡ଼): ରାୟଗଡ଼ା ସହରରେ ପାର୍କିଂ ବ୍ୟବସ୍ଥା ର ସୁଧାର ଆସି ପାରୁ ନାହିଁ। ବିଶେଷ କରି ପ୍ରମୁଖ ତୀର୍ଥ ସ୍ଥଳ ମା ମାଝୀ ଘରିଆଣୀ ମନ୍ଦିର କୁ ଆସୁ ଥିବା ପର୍ଯ୍ୟଟକ ଙ୍କ ପାଇଁ ପାର୍କିଂ ବ୍ୟବସ୍ଥା ନାହିଁ।…
ଭକ୍ତି ଏବଂ ଦାନର ଅଭାବ ନାହିଁ, ଭକ୍ତଙ୍କୁ ସେବା ଯୋଗାଉନି ମନ୍ଦିର ପ୍ରଶାସନ
ରାୟଗଡା (ଗୋପୀନାଥ ଗୌଡ଼): ଭକ୍ତିରେ ଡାକିଦେଲେ ରାୟଗଡାର ଅଧିଷ୍ଟ୍ରାତ୍ରୀ ଦେବୀ ମା ମଝିଘରିଆଣୀ ଭକ୍ତର ଡାକ ଶୁଣନ୍ତି ସେଥିପାଇଁ ମାଁଙ୍କ ଉପରେ ଭକ୍ତର ଅଗାଢ଼ ବିଶ୍ବାସ। ଏହି ବିଶ୍ବାସ ପାଇଁ ମାଁଙ୍କ ଦାନ ହୁଣ୍ଡିରେ କୋଟି କୋଟି ଟଙ୍କା ସହ ବହୁ…
ବିୟୁଟିସୀୟାନ ୱେଲଫେର ଏସୋସିଏସନ୍ ପକ୍ଷରୁ ଖାଦ୍ୟ ଓ ବସ୍ତ୍ର ବଣ୍ଟନ।
ରାୟଗଡା (ଗୋପୀନାଥ ଗୌଡ଼): ସେବା ହିଁ ପରମ୍ ଧର୍ମ! ଏହି ମୂଳ ମନ୍ତ୍ରକୁ ଆପଣେଇଛନ୍ତି ରାୟଗଡ ବିୟୁଟିସିୟାନ୍ ୱେଲଫେର ଏସୋସିଏସନ୍ ସଦସ୍ୟ ମାନେ। ଏହି ସଂଘର ସଭାପତି ଶ୍ରୀମତି ଲକ୍ଷ୍ମୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ରାୟଗଡ଼ ସହର ତୁମ୍ବିଗୁଡ଼ାସ୍ଥିତ ବୃଦ୍ଧାଶ୍ରମରେ ଖାଦ୍ୟ…
ବିପର୍ଯ୍ୟୟ ପ୍ରଶମନ ନିମନ୍ତେ ଟେବୁଲ ଟପ୍ ଅଭ୍ୟାସ
ରାୟଗଡ଼(ଗୋପୀନାଥ ଗୌଡ଼): ରାୟଗଡ଼ ଜିଲ୍ଲା ବିପର୍ଯ୍ଯୟ ପରିଚାଳନା ଅଧିକାରୀଙ୍କ ତରଫରୁ ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟର ସୁପରିଚାଳନା ନିମନ୍ତେ ଟେବୁଲ ଟପ୍ ଅଭ୍ୟାସ ଶିବିର ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ବୁଧବାର ଦିବା ଦଶ ଘଟିକା ସମୟରେ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ଅତିରିକ୍ତ ଜିଲ୍ଳାପାଳ…
ଆଇନସେବା ପ୍ରାଧିକରଣ ଦ୍ୱାରା ଜାତୀୟ ବୃଦ୍ଧ ଅତ୍ୟାଚାର ବିରୋଧୀ ସଚେତନତା ଦିବସ ପାଳିତ
ରାୟଗଡା (ଗୋପୀନାଥ ଗୌଡ଼): ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ପୌରହିତ୍ୟରେ…
ଲୋକଙ୍କ ନିକଟରେ ଯୋଜନା ସହ ବିକାଶ
ରାୟଗଡ଼ (ଗୋପୀନାଥ ଗୌଡ଼): ଯୋଜନା ସହ ବିକାଶର ବାହନ ଲୋକଙ୍କ ନିକଟରେ ପହଞ୍ଚିଲା। ରାୟଗଡ଼ ବ୍ଳକର କାମ୍ପ ମାଲିଗାଁ, କୁଲି ଓ ବଡ଼ ଆଲୁବାଡ଼ି ଗ୍ରାମ ପଞ୍ଚାୟତ ରେ ସୋମବାର ବିକାଶ ବାହନ ପହଁଞ୍ଚିଛି। ବାଜା, ତୁରୀ, ହୁଳହୁଳି ଓ ନାଚ…
ଗୁଣପୁରରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର
ରାୟଗଡ (ଗୋପୀନାଥ ଗୌଡ଼) : ତା.୧୬-୦୬-୨୦୨୫ରିଖ ଦିନ ଗୁଣପୁର ଉପ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ରେ ଜିଲ୍ଲାପାଳ, ରାୟଗଡ଼ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ପାରୁଲ ପଟୱାରୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଶିବିର…
