ପବିତ୍ର କାର୍ତିକ ପୂର୍ଣ୍ଣିମା ରେ ଦୀପ ଜାଳି ଡ଼ଙ୍ଗା ଭସେଇଲେ ହଜାର ହଜାର ଶ୍ରଦ୍ଧାଳୁ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସ୍ଥିତ ପୁଣ୍ୟପୀଠ ପାପକ୍ଷୟ ଘାଟରେ ଶତାଧିକ ମହିଳା ଓ ପୁରୁଷ ଲୋକ ଡଙ୍ଗା ଭସାଇଛନ୍ତି ।ବୁଡ଼ ପକାଇବା ପରେ ଲୋକେ ନିକଟସ୍ଥ ବଟବୃକ୍ଷ ଅର୍ଗଲିରେ ଗଲି…

ବିନିକା ଗୋକୁଲାଷ୍ଟମି ଯାତ୍ରା ପାଇଁ ଶୁଭସ୍ତମ୍ଭ ସ୍ଥାପନ

ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ) ସୁବର୍ଣ୍ଣପୁର ଜିଲ୍ଲା ବିନିକା କଂସାରୀପଡା ଠାରେ ବ୍ରଜ ବିହାରୀ ନୃତ୍ୟ କଳା ପରିଷଦ ତରଫରୁ ଗୋକୁଲାଷ୍ଟମୀ ମହୋତ୍ସବ ଆୟୋଜନ ନେଇ ଆଜି ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି l ଏହା ଚଳିତ ମାର୍ଗଶିର ମାସ ୯ତାରିଖରୁ ୧୬ତାରିଖ ପର୍ଯ୍ୟନ୍ତ…

ସୋନପୁର କଲେଜରେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜନ୍ମଜୟନ୍ତୀ ଅବସରରେ ୧୧ ଓଡ଼ିଶା ବାଟାଲିଅନ ଏନସିସି ବଲାଙ୍ଗିର ଅଧୀନସ୍ଥ ସୋନପୁର କଲେଜ, ସୋନପୁରର ଏନସିସି କ୍ୟାଡେଟମାନଙ୍କ ଏବଂ ସୋନପୁର କଲେଜ ଆଲୁମିନୀ ସଂଘ ପକ୍ଷରୁ ଏକ ସ୍ୱଚ୍ଛତା…

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅବସରରେ ପଦଯାତ୍ରା ଓ ସଚେତନତା ସଭା ଅନୁଷ୍ଠିତ

ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୁବର୍ଣ୍ଣପୁର ଠାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଏକ ସଚେତନତା ସଭା ଓ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି ଦୁର୍ନୀତି ନିବାରଣ ସଚେତନତା ପଦଯାତ୍ରା ଜିଲ୍ଲା ପରିଷଦ…

“ପଏଁରୀ ତିହାର-୨୦୨୬” ପାଈଁ ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ଆନୁକୁଲ୍ୟରେ ଓଡିଶା ସରକାରଙ୍କ ଓ ଜିଲ୍ଲା ସଂସ୍କୃତି ପରିଷଦ ସୁବର୍ଣ୍ଣପୁର ସହଯୋଗ ରେ ଆସନ୍ତା ଜାନୁୟାରୀ ୧ରେ ହେବାକୁ ଥିବା ପାରମ୍ପରିକ ଲୋକନୃତ୍ୟ ଓ ସଂଗୀତ ଉତ୍ସବ…

ସୁବର୍ଣ୍ଣପୁରରୁ ବାହାରିଲା କାଳିଆ ତୁଳସୀ ଯାତ୍ରା ରଥ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ପାତାଳୀ କ୍ଷେତ୍ର କୋଟସମଲାଇ ଠାରୁ ଶ୍ରୀକ୍ଷେତ୍ର ପୁରୀ କୁ ଶ୍ରୀ ଜଗନ୍ନାଥଙ୍କ ସୁନାବେଶ ନିମନ୍ତେ ପଦ୍ମ ଓ ଗେଣ୍ଡୁଫୁଲ ସହିତ ତୁଳସୀ ଲାଗି ହେବାପାଇଁ ଲୋକ ମାନଙ୍କ ଦ୍ବାରା ପ୍ରଦତ୍ତ…

ଗ୍ରାମରେ ମଦ ବିକ୍ରୀକୁ ବିରୋଧ କରି ଥାନାର ଦ୍ୱାରସ୍ଥ ହେଲେ ମହିଳା

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ଗ୍ରାମ ପଞ୍ଚାୟତର ବଳିପାଲି ଗ୍ରାମରେ ବ୍ୟାପକ ମାତ୍ରାରେ ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଛି। ଏଣୁ ଏଥିରେ ଅତିଷ୍ଠ ହୋଇ ଗ୍ରାମର ମହିଳାମାନେ ଏକତ୍ରିତ ହୋଇ…

ବୁଗୁଡ଼ାରେ ମା’ ଗଜଲକ୍ଷ୍ମୀଙ୍କ ଭସାଣି ଉତ୍ସବ

ଗଞ୍ଜାମ/ବୁଗୁଡ଼ା(ସୋରେନ କୁମାର ପ୍ରଧାନ):ବୁଗୁଡ଼ା ଅଞ୍ଚଳରେ ଚଳିତ ବର୍ଷ ମା’ ଗଜଲକ୍ଷ୍ମୀଙ୍କ ପୂଜା ଉତ୍ସବ କୁମାର ପୂର୍ଣ୍ଣିମା ଦିନରୁ ଅନୁଷ୍ଠିତ ହୋଇଆସୁଥୁଲା ବେଳେ ଦୈନିକ ସନ୍ଧ୍ୟାରେ ପୂଜା ମଣ୍ଡପ ଗୁଡିକ ନିକଟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିଲା ବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ…

ମୁର୍ଷୁଣ୍ଢୀ ୪୩ତମ ଗଜଲକ୍ଷ୍ମୀ ଅବସରରେ ମୁରାସୁର ଦରବାର ଚତୁର୍ଥ ସନ୍ଧ୍ୟା

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ଠାରେ ୪୩ ତମ ଗଜଲକ୍ଷ୍ମୀ ପୂଜା ଅବସରରେ ମୁରାସୁର ଦରବାରର ଚତୁର୍ଥ ସନ୍ଧ୍ୟା ରେ ବରୁଣ ରାଜା ଲକ୍ଷ୍ମୀ ଙ୍କ ପାଇଁ ସ୍ବୟମ୍ବର ସଭା ଆୟୋଜନ। ବିଷ୍ଣୁ…

୭୨ ବର୍ଷୀୟ ସାଇକେଲ ଆରୋହୀ ରଘୁନାଥ ସାହୁଙ୍କୁ ଜିଲ୍ଲା ପ୍ରଶାସନର ଭବ୍ୟ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ଫିଟ୍ ଇଣ୍ଡିଆ ବାର୍ତ୍ତା ନେଉ ତିନୋଟି ରାଜ୍ଯ ପରିଭ୍ରମଣ କରି ଗତ କାଲି ସୋନପୁର ରେ ପହଞ୍ଚିଥିବା ପୁରୀ ଜିଲ୍ଲା ବାସିନ୍ଦା ୭୨ ବର୍ଷୀୟ ସାଇକେଲ ଆରୋହୀ ରଘୁନାଥ ସାହୁ ଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ…

error: Content is protected !!