ତାଳଚେର(ଅଜିତ କୁମାର ଭୋଇ): ଓଡ଼ିଶା ମ୍ୟୁନିସ୍ ପାଲିଟ୍ ମାନୁଆଲର ସେକସନ ୯୧ ଓ ୯୨ ଅନୁଯାୟୀ ତାଳଚେର ପୌରପରିଷଦ କାଉନସିଲ ପକ୍ଷରୁ ୨୧ନଂ ୱାର୍ଡ଼ର କାଉନସିଲର ଅନିତା ବିଶ୍ୱାଳଙ୍କୁ ଉପନଗରପାଳ ଭାବେ ଦାୟୀତ୍ୱ ପ୍ରଦାନ କରାଯାଇଛି । ପ୍ରକାଶ ଥାଉକି ପୂର୍ବରୁ…
Category: ଅନୁଗୁଳ
ଅନୁଗୋଳ ଛୁରୀ ଦେଖାଇ ଟଙ୍କା ଓ ମୋବାଇଲ ଲୁଟ୍ ଘଟଣାରେ ଦୁଇ ଗିରଫ
ଅନୁଗୋଳ (ଜିତେନ୍ଦ୍ର କୁମାର ସାବୁତ): ନାଲକୋ ଥାନା ଅନ୍ତର୍ଗତ କୁକୁଡାଙ୍ଗ ଗ୍ରାମ ନିକଟରେ ଥିବା ନାଲକୋ ଆସପଣ୍ଡ ନିକଟରେ ଦୁଇ ସାଙ୍ଗ ଫଟୋ ଉଠାଉଥିବା ବେଳେ ଗୋଟିଏ ପଲସର ବାଇକରେ ତିନିଜଣ ଆସି ଛୁରୀ ଦେଖାଇ ଇ ଦୁଇଟି ମୋବାଇଲ୍ ଓ…
ପରିବେଶ ସଚେତନତା ସମ୍ପର୍କିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ
ଅନୁଗୁଳ (ଅଜିତ କୁମାର ଭୋଇ): ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଗୋଳ ଶାଖା ତରଫରୁ ପରିବେଶ ସଚେତନତା ସମ୍ପର୍କିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ଆୟୋଜିତ ସାଇକେଲ ରାଲି କୁ ପତାକା ଦେଖାଇ ଉଦଘାଟନ କରିଥିଲେ। ଏହି ସାଇକେଲ ରାଲିରେ ବିଭିନ୍ନ…
କେଦାରଗୌରୀ ଦୃଷ୍ଟିହୀନ ତାଲିମ୍ କେନ୍ଦ୍ରରେ ଖାଦ୍ୟ ବଣ୍ଟନକଲେ ସମାଜସେବୀ ଅଭିମନ୍ୟୁ ସାହୁ
ଅନୁଗୋଳ (ଅଜିତ କୁମାର ଭୋଇ): ସୁସୁଡା ପଞ୍ଚାୟତ ଅନ୍ତର୍ଗତ କେଦାରଗୌରୀ ଦୃଷ୍ଟିହୀନ ଧନ୍ଦାମୂଳକ ତାଲିମ୍ କେନ୍ଦ୍ରକୁ ସାହାଯ୍ୟ ର ହାତ ବଢ଼ାଇଛନ୍ତି ସମାଜସେବୀ ଅଭିମନ୍ୟୁ ସାହୁ। ପବିତ୍ର ଗୁରୁ ଦିବସ ଉପଲକ୍ଷେ ବଅଁରପାଳ ଅଞ୍ଚଳର ଯୁବ ସମାଜସେବୀ #ଅଭିମନ୍ୟୁ #ସାହୁ କେଦାରଗୌରୀ…
ତାଳଚେର ଗଣେଶପୂଜାକୁ ଦୃଷ୍ଟିରେ ରଖି ଟାଉନ ପୋଲିସର ଫ୍ଲାଗମାର୍ଚ୍ଚ
ଅନୁଗୁଳ/ତାଳଚେର(ଅଜିତ କୁମାର ଭୋଇ): ପୂଜା ପାର୍ବଣଋତୁ ଆଗମନ ପୂର୍ବରୁ ତାଳଚେର ଅଂଚଳରେ କିପରି ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇପାରିବ ତା’ଉପରେ ଆଜି ତାଳଚେର ଟାଉନ ପୋଲିସ ପକ୍ଷରୁ ସହରରେ ଫ୍ଲାଗମାର୍ଚ୍ଚ କରିବା ସହିତ ଲୋକଙ୍କୁ ସଚେତନତା କରାଇଥିଲେ । ଚଳିତବର୍ଷ ୧୪ ତାରିଖରେ…
ଅନୁଗୋଳରେ ସ୍କ୍ରବ୍ ଟାଇଫସ୍କୁ ନେଇ ସୂଚନା
ଅନୁଗୁଳ (ଅଜିତ କୁମାର ଭୋଇ): ରିପୋର୍ଟ ହୋଇଥିବା ସ୍କ୍ରବ୍ ଟାଇଫସ୍ ମାମଲାକୁ ନେଇ ଆତଙ୍କିତ କିମ୍ବା ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ।ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟଙ୍କ ସୂଚନା ଅନୁଯାୟୀ, ପ୍ରାଥମିକ ଭାବେ ରିପୋର୍ଟ ହୋଇଥିବା ମାମଲାଗୁଡ଼ିକ ରାପିଡ୍ କିଟ୍ ଟେଷ୍ଟ ଆଧାରରେ ଚିହ୍ନଟ…
ଅନୁଗୋଳର ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ଅନୁଷ୍ଠିତ
ଅନୁଗୋଳ (ଅଜିତ କୁମାର ଭୋଇ) : ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଉତ୍ସାହରେ ମୁଖରିତ ହୋଇଛି ଅନୁଗୋଳ ସହର। ଅନୁଗୋଳବାସୀଙ୍କ ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଜନ୍ମଦିନ ତଥା ବାର୍ଷିକ ଯାତ୍ରା ପାରମ୍ପରିକ ରୀତିନୀତି ଓ ଧୁମଧାମରେ ଅନୁଷ୍ଠିତ ହୋଇଛି।…
ଆହତ ବ୍ଲାକ୍ କାଇଟ୍ ଉଦ୍ଧାର, ଚିକିତ୍ସା ପରେ ନିରୀକ୍ଷଣରେ
ଅନୁଗୁଳ/ତାଳଚେର(ଅଜିତ କୁମାର ଭୋଇ) : ଅନୁଗୋଳ ବନଖଣ୍ଡ ପକ୍ଷରୁ ଆହତ ଏକ ବ୍ଲାକ୍ କାଇଟ୍କୁ ଉଦ୍ଧାର କରାଯାଇ ତୁରନ୍ତ ଚିକିତ୍ସା ପ୍ରଦାନ କରାଯାଇଛି। ଡାହାଣ ପକ୍ଷରେ ଆଘାତ ଲାଗିଥିବା ଅବସ୍ଥାରେ ପକ୍ଷୀଟିକୁ ତାଳଚେର ରେଞ୍ଜ ଅଫିସକୁ ଅଣାଯାଇଥିଲା।ପକ୍ଷୀଟି ରେଞ୍ଜ ଅଫିସରେ ପହଞ୍ଚିବା…
ପ୍ରଶାସନ ରୋକିଲା ବାଲ୍ୟ ବିବାହ
ଅନୁଗୁଳ/ତାଳଚେର(ଅଜିତ କୁମାର ଭୋଇ): ତାଳଚେର ବ୍ଲକ କୋଲିୟରୀ ଥାନା ଅନ୍ତର୍ଗତ ଘଂଟପଡ଼ା ଗ୍ରାମ ବରସାହିର ବିଟି ସାହୁଙ୍କ ଝିଅ ସନ୍ତୋଷୀ ସାହୁଙ୍କର ବାଲ୍ୟ ବିବାହ ହେଉଥିବା ବେଳେ ଭାରପ୍ରାପ୍ତ ସିଡ଼ିପିଓ ଜୟନ୍ତୀ ସାମଲ ଏହି ଖବର ପାଇ ଘଟଣା ସ୍ଥଳରେ ପଂହଚିଥିଲେ…
ଥର୍ମାଲ ଡ଼ିଏଭି ପବ୍ଲିକ ସ୍କଲରେ ସଂସ୍କୃତ ଦିବସ ପାଳିତ
ଅନୁଗୁଳ(ଶ୍ରୀକ୍ଷେତ୍ର ନ୍ୟୁଜ଼ ବ୍ୟୁରୋ): ତାଳଚେର ଥର୍ମାଲ ଡ଼ିଏଭି ପବ୍ଲିକ ସ୍କୁଲରେ ଅଧ୍ୟକ୍ଷା ଶ୍ରୀମତୀ ବିନୋଦିନି ଦାଶଙ୍କ ତତ୍ତ୍ବାବଧାନରେ ସଂସ୍କୃତ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିସରରେ ବିଗତ ଏକ ସପ୍ତାହକୁ ବେଦ ସପ୍ତାହ ରୂପରେ ବହୁ ଆଡମ୍ବର ସହକାରେ…
