ଅନୁଗୋଳ(ଅଜିତ କୁମାର ଭୋଇ): ଅଗ୍ନିଶମ ବିଭାଗର ଶହୀଦ କର୍ମଚାରୀ ଚନ୍ଦନ ପଟ୍ଟନାୟକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧ କୋଟି ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହା ସହିତ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ପ୍ରଦାନ…
Category: ଅନୁଗୁଳ
ଅନୁଗୋଳରେ ଏଆଇ-ଆଧାରିତ ଇ-ଚାଲାଣ ବ୍ୟବସ୍ଥା ,୧୦୦ରୁ ଅଧିକ ଟ୍ରାଫିକ୍ ଉଲ୍ଲଂଘନ ଚିହ୍ନଟ ।
ଅନୁଗୋଳ (ଅଜିତ କୁମାର ଭୋଇ) : ସଡ଼କ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ଏବଂ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ ଅନୁଗୋଳ ପୋଲିସ ପକ୍ଷରୁ ଏଆଇ (AI) ଆଧାରିତ ଇ-ଚାଲାଣ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ମୋଟର ଯାନ…
ମୃତ୍ତିକା ଓ ଜଳ ସଂରକ୍ଷଣକୁ ଗୁରୁତ୍ୱ ଦେଉଛି ଅନୁଗୋଳ ବନ ବିଭାଗ; ସବୁଜ ଜଙ୍ଗଲ ଗଠନ ଲକ୍ଷ୍ୟ
ଅନୁଗୋଳ (ଅଜିତ କୁମାର ଭୋଇ) : ଜଙ୍ଗଲର ପରିବେଶଗତ ସନ୍ତୁଳନ ବଜାୟ ରଖିବା ସହ ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ଅନୁଗୋଳ ବନ ବିଭାଗ ପକ୍ଷରୁ ମୃତ୍ତିକା ଓ ଜଳ ସଂରକ୍ଷଣ (SMC) କାର୍ଯ୍ୟକ୍ରମକୁ ଅଧିକ ଜୋରଦାର କରାଯାଇଛି। କ୍ଷେତ୍ରସ୍ତରରେ ବିଭିନ୍ନ…
ଥର୍ମାଲ ଡ଼ିଏଭି ପବ୍ଲିକ ସ୍କୁଲରେ ଜାତୀୟ ପତାକା ଦିବସ ପାଳିତ
ତାଳଚେର ଥର୍ମାଲ ଡ଼ିଏଭି ପବ୍ଲିକ ସ୍କୁଲରେ ଜାତୀୟ ପତାକା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ବିନୋଦିନି ଦାଶଙ୍କ ପ୍ରତ୍ଯେକ୍ଷ ତତ୍ତ୍ବାବଧାନରେ ବିଦ୍ୟାଳୟ ପ୍ରାଙ୍ଗଣରେ ଉକ୍ତ ଦିବସ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ…
ଅନୁଗୋଳରେ ୨.୧୦ ଲକ୍ଷ ମୂଲ୍ୟର ୨୧ ଗ୍ରାମ ବ୍ରାଉନସୁଗାର ସହ ଜଣେ ଗିରଫ
ଅନୁଗୁଳ (ଅଜିତ କୁମାର ଭୋଇ): ଜିଲ୍ଲାରେ ମାଦକ କାରବାର ବିରୋଧରେ ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି। ଅନୁଗୋଳ ନମ୍ବର–୧ ଅବକାରୀ ଦଳ ଆଜି ଗିରାଙ୍ଗ ଛକ ନିକଟରେ ଚଢ଼ାଉ କରି ୨୧ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିଛି। ଜବତ…
ସାତକୋଶିଆରେ ଜଳବନ୍ଦୀ
ଅନୁଗୁଳ (ଅଜିତ କୁମାର ଭୋଇ): ଅନୁଗୋଳ ବ୍ଲକ ର ଟିକରପଡା ପଞ୍ଚାୟତ ରେ ବନ୍ୟା ସ୍ଥିତି ଉପୁଜିଛି । ମହାନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ଟିକରପଡା ପଞ୍ଚାୟତ ରମୁଖ୍ୟରାସ୍ତା ରେ ଦଶ ଫୁଟ ଉଚ୍ଚରେ ଜଳ ପ୍ରବାହିତ ହେଉଛି ।କରଡାପଡା ରୁ…
ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଦ୍ୱାରା ଗ୍ରାମ୍ୟ ରାସ୍ତା ଉନ୍ନତିକରଣ ପ୍ରକଳ୍ପର ଶୁଭାରମ୍ଭ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୁଗୁଡ଼ା ଅଞ୍ଚଳ ରେ ଗ୍ରାମ୍ୟ ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଗତିଶୀଳ କରିବା ଲକ୍ଷ୍ୟରେ “ଗ୍ରାମ୍ୟ ରାସ୍ତାର ଉନ୍ନତିକରଣ ଯୋଜନା” ଅନ୍ତର୍ଗତ ବିଭିନ୍ନ ରାସ୍ତାର ଉନ୍ନତିକରଣ କାର୍ଯ୍ୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମତ୍ସ୍ୟ ଓ…
ଥର୍ମାଲ ଡ଼ିଏଭି ପବ୍ଲିକ ସ୍କୁଲରେ କାର୍ଗିଲ୍ ବିଜୟ ଦିବସ ପାଳିତ
ଅନୁଗୁଳ (ଶ୍ରୀକ୍ଷେତ୍ର ନ୍ୟୁଜ଼ ବ୍ୟୁରୋ): ତାଳଚେର ଥର୍ମାଲ ଡ଼ିଏଭି ପବ୍ଲିକ ସ୍କୁଲରେ କାର୍ଗିଲ୍ ବିଜୟ ଦିବସ ପାଳିତ ହୋଇଯାଇଛି | ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ବିନୋଦିନି ଦାଶଙ୍କ ପ୍ରତ୍ଯେକ୍ଷ ତତ୍ତ୍ବାବଧାନରେ ବିଦ୍ୟାଳୟ ପ୍ରାଙ୍ଗଣରେ ଉକ୍ତ ଦିବସ ପାଳିତ ହୋଇଯାଇଛି…
ତାଳଚେର ଟାଉନ ବଡ଼ବଜାର ଗୁଣ୍ଡିଚା ମନ୍ଦିରରେ ହେରପଞ୍ଚମୀ ଉପଲକ୍ଷେ ପ୍ରବଳ ଭିଡ
ତାଳଚେର(ଅଜିତ କୁମାର ଭୋଇ): ଆଶାଢ଼ମାସ ଶୁକ୍ଳପକ୍ଷ ସପ୍ତମୀ ତିଥିରେ ଜଗତରନାଥ ଶ୍ରୀ ଜଗନ୍ନାଥଙ୍କର ଆଜି ଗୁଣ୍ଡିଚାମନ୍ଦିରରେ ରୀତିନୀତି ଅନୁସାରେ ହେରାପଂଚମୀ ଅନୁଷ୍ଠିତ ହୋଇଯାଇଛି । ପୂରାଣ ଅନୁସାରେ ଆଜି ମା’ଲକ୍ଷୀ ରାଗଋଷା ଅଭିମାନ କରି ରାଗ ତମତମରେ ଶ୍ରୀମନ୍ଦିର ଛାଡ଼ି ବଡ଼ଦାଣ୍ଡରେ…
ନୂତନ ବିଜେପି କାର୍ଯ୍ୟାଳୟର ଉଦ୍ଘାଟନ
ଅନୁଗୋଳ(ଅଜିତ କୁମାର ଭୋଇ) : ବଅଁରପାଳ ବ୍ଲକର ତୁଳସୀପାଳ ଗ୍ରାମ ପଞ୍ଚାୟତର କଙ୍କିନାଳୀଠାରେ ନୂତନ ବିଜେପି କାର୍ଯ୍ୟାଳୟର ଉଦ୍ଘାଟନ ଉତ୍ସବ ଉତ୍ସାହର ସହ ଅନୁଷ୍ଠିତ ହୋଇଛି। ଏହି ଉତ୍ସବରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ…
