ତାଳଚେର(ଅଜିତ କୁମାର ଭୋଇ): ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ସୁପ୍ରସିଦ୍ଧ ଜନ୍ତାଳ ପର୍ବ ଗୋପାଳପ୍ରସାଦସ୍ଥିତ ମା’କୁଟେଇଶୁଣୀ ପୀଠ ପରିସରରେ ପାଳିତ ହୋଇଯାଇଛି । ମା’ଙ୍କ ମୁଖ୍ୟ ପୂଜକଙ୍କ ଦିଅଁଘରୁ ଦିବା ୧୨.୪୫ମି. ସମୟରେ ମା’ ହିଙ୍ଗୁଳାଙ୍କ ଚଳନ୍ତି ପ୍ରତିମା…
Category: ଅନୁଗୁଳ
ଗୋତମରା ଉପରସାହିରେ ଭକ୍ତିମୟ ପରିବେଶରେ ବାର୍ଷିକ ହରିହାଟ ମହୋତ୍ସବ ପାଳିତ
ଅନୁଗୁଳ/ବଅଁରପାଳ(ଅଜିତ କୁମାର ଭୋଇ) : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗୋତମରା ଉପରସାହିରେ ଶନିବାର ଦିନ ଭକ୍ତି ଓ ଆଧ୍ୟାତ୍ମିକତାର ମାହୋଲ ମଧ୍ୟରେ ବାର୍ଷିକ ବଡ଼ ମେଳା ହରିହାଟ ମହୋତ୍ସବ ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମଗ୍ର…
ଜାତୀୟ ମାନବାଧିକାର କମିଶନରଙ୍କ ଅନୁଗୋଳ ଜିଲ୍ଲା ଗସ୍ତ
ଅନୁଗୋଳ (ଅଜିତ କୁମାର ଭୋଇ) : ଜାତୀୟ ମାନବାଧିକାର କମିଶନର ସ୍ପେସିଆଲ ମନିଟର ଶ୍ରୀ ଆର୍ ହେମନ୍ତ କୁମାର ଆଜି ଏକ ଦିନିକିଆ ଅନୁଗୋଳ ଗସ୍ତରେ ଆସି ସାତକୋଶିଆ ଅଭୟାରଣ୍ୟ ଅଧୀନସ୍ଥ ୩ ଗୋଟି ଗ୍ରାମରେ ଜଙ୍ଗଲ ଅଧିକାର ଆଇନ ସମ୍ବନ୍ଧୀୟ…
ଜନଗଣନାର ତିନିଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ
ଅନୁଗୋଳ (ଅଜିତ କୁମାର ଭୋଇ) : ଅନୁଗୋଳ ଜିଲ୍ଳାର ବ୍ଲାକ ଡାଇମଣ୍ଡ ସମ୍ମିଳନୀ କକ୍ଷଠାରେ ଜନଗଣନା ୨୦୨୭ ସମ୍ବନ୍ଧୀୟ ତିନିଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି l ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ ଶ୍ରୀ ପ୍ରତାପ…
ଅନୁଗୋଳ ଓକିଲ ସଂଘ ନିର୍ବାଚନ,୧୧ଜଣଙ୍କ ନାମାଙ୍କନ ପତ୍ର ଦାଖଲ
ଅନୁଗୁଳ (ଅଜିତ କୁମାର ଭୋଇ): ଅନୁଗୋଳ ଓକିଲ ସଂଘ ନିର୍ବାଚନଆସନ୍ତା ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଅନୁଗୋଳ ଓକିଲ ସଂଘର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ୭ ତାରିଖରୁ ଆରମ୍ଭ ହୋଇ ସୋମବାର ୯ ତାରିଖରେ ଶେଷ…
ଏନଟିପିସି ତାଳଚେର ଥର୍ମାଲ ପକ୍ଷରୁ ଜାତୀୟ ସୁରକ୍ଷା ସପ୍ତାହ ସମାପନ ସମାରୋହ ପାଳିତ
ତାଳଚେର/ଏନ୍ ଟି ପି ସି(ଅଜିତ କୁମାର ଭୋଇ): 4 ମାର୍ଚ୍ଚ ରୁ 11 ମାର୍ଚ୍ଚ 2026 ପର୍ଯ୍ୟନ୍ତ ପାଳିତ ଜାତୀୟ ସୁରକ୍ଷା ଦିବସ ଏବଂ ସୁରକ୍ଷା ସପ୍ତାହ 2026 ର ସମାପନା ସମାରୋହ ବୁଧବାର ଦିନ ଏନଟିପିସି ତାଳଚେର ଥର୍ମାଲ ପାୱାର…
ନିଜ ଘରେ ଦୀର୍ଘ ୬ଘଣ୍ଟା ଧରି ଗୃହ ବନ୍ଦୀ ହୋଇ ରହିଲେ ମହିଳା
ଅନୁଗୁଳ (ଅଜିତ କୁମାର ଭୋଇ): ତାଳଚେର ବ୍ଲକ ବ୍ରଜନାଥ ପୁର ଗ୍ରାମପଞ୍ଚାୟତ ର ରାଧାରମଣପୁର ଗାଁ ରେ ଏକ ଅଭାବନିୟ ଘଟଣା ଘଟିଛି, ସୂଚନା ଥାଉକି ସକାଳ ୧୧:୦୦ ଘଟିକା ସମୟରୁ ଆସି ସନ୍ଧ୍ୟା 5ଟା ହେଲାଣି ଘର ଭିତରେ ଗୃହ…
‘ଅନ୍ତର୍ଜାତୀୟ ମହିଳା ଦିବସ’ରେ ମହିଳାଙ୍କୁ ମିଳିଲା ସୁଭଦ୍ରାର ଚତୁର୍ଥ କିସ୍ତି
ଅନୁଗୋଳ (ଅଜିତ କୁମାର ଭୋଇ) : ଅନ୍ତର୍ଜାତୀୟ ମହିଳା ଦିବସରେ ରାଜ୍ୟ ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ଆଜି ପୁରୀ ଜିଲ୍ଲାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ…
ମହିଳା ବିକାଶ ପରିବର୍ତ୍ତନ ତରଫରୁ ନାବାଳିକାଙ୍କୁ ଶିଘ୍ର ନ୍ୟାୟ ପ୍ରଦାନ ଦାବି
ଅନୁଗୋଳ/ତାଳଚେର(ଅଜିତ କୁମାର ଭୋଇ): ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ମହିଳା ବିକାଶମଂଚ (ପରିବର୍ତନ) ଅନୁଗୋଳ ପକ୍ଷରୁ ଆଜି ତାଳଚେର କୋର୍ଟ ପରିସରକୁ ଏକ ପ୍ରତିନିଧି ଦଳ ଆସି ମହିଳା ଓ ପ୍ରାପ୍ତ ବୟସ୍କ କନ୍ୟାମାନଙ୍କ ବିରୁଦ୍ଧରେ ଘଟୁଥିବା ଅପରାଧ ଆଇନ ଅନୁୁଯାୟୀ…
ବିଶ୍ୱମହିଳା ଦିବସ ପାଳିତ
ଅନୁଗୋଳ (ଅଜିତ କୁମାର ଭୋଇ): ଆଗେଇବା ଦୈନିକ ଖବରକାଗଜ ପକ୍ଷରୁ ପଂଚାୟତ ସଭାଗୃହ ଠାରେ ବିଶ୍ୱମହିଳା ଦିବସ ପାଳିତ ହୋଇଛି । ମୁଖ୍ୟ ଅତିଥିଭାବେ ପୂର୍ବତନ ସାଂସଦ ତଥା ଆଗେଇବା କାଗଜର ଯୋଗଦେଇ ନାରୀମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅଭିହିତ କରିଥିଲେ…
