ଚୋରି ହୋଇଥିବା କାର୍ ଉଦ୍ଧାର ୩ଗିରଫ

ଅନୁଗୋଳ/ତାଳଚେର(ଅଜିତ କୁମାର ଭୋଇ): ଗତ ୧୯/୦୭/୨୦୨୫ ଦିନ ଅଭିଯୋଗକାରୀ ସୁଜିତ ସିଂହ ଯାହାଙ୍କ ଘର ବହ୍ଲର ଗ୍ରାମରେ ଅଟେ । ତାଳଚେର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ଯେ, ତାଙ୍କ ମାରୁତି ସୁଜିକି ଡ଼ିଜିଆଇଆର ନଂ- ଓଡ଼ି୦୨-ଏପି ୨୧୪୯କୁ ତାଙ୍କ…

ଗବେଷକ ବିଭୂତି ସାହୁଙ୍କ ପରଲୋକ

ଅନୁଗୋଳ/ତାଳଚେର(ଅଜିତ କୁମାର ଭୋଇ):ତାଳଚେରର ବିଶିଷ୍ଟ ଗବେଷକ ବିଭୂତି ଭୂଷଣ ସାହୁ (୬୬ ବର୍ଷ)ଙ୍କର ଆଜି ମଧ୍ୟ।।ହ୍ନ ୧ଘଟିକା ସମୟରେ ପରଲୋକ ହୋଇଯାଇଛି । କିଛିଦିନ ଧରି ସେ ଅସୁସ୍ଥ ଥାଇ ନିଜ ବାସଗୃହରେ ଚିକିତ୍ସିତ ହେଉଥିଲେ । ଆଜି ସକାଳେ ତାଙ୍କ…

ଅବସର ଗ୍ରହଣପରେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦୁଃଖ ନୂତନ ପେନସନ୍ ନୀତିକୁ ଘୋର ନିନ୍ଦା

ଅନୁଗୋଳ (ଅଜିତ କୁମାର ଭୋଇ): ନେତାମନ୍ତ୍ରୀ ସମାଜସେବାରେ ନିୟୋଜିତ ହୋଇ ୫ବର୍ଷ ବିତେଇବା ପରେ ସେମାନେ ଲକ୍ଷାଧିକ ଟଙ୍କା ଦରମା ସହିତ ମୋଟାଅଙ୍କର ପେନସନ୍ ପାଇ ଆସୁଥିବା ବେଳେ ଶିକ୍ଷକ, ଶିକ୍ଷୟତ୍ରୀ ଦୀର୍ଘବର୍ଷ ବିଦ୍ୟାଳୟରେ ପାଠପଢ଼ାଇବା ଠାରୁ ଆରମ୍ଭ କରି ମଧ୍ୟାହ୍ନ…

ଅନଗୁଳ ମାଟିର ଝିଅ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାମଲଙ୍କୁ ଡକ୍ଟର ଅଫ୍ ଫିଲୋସଫି ଡିଗ୍ରୀ ପ୍ରାପ୍ତ

ଅନୁଗୋଳ (ଅଜିତ କୁମାର ଭୋଇ) ଝାଡ଼ଖଣ୍ଡ ରାଜ୍ୟର ମନାତୁ ଅଞ୍ଚଳରେ ଅବସ୍ଥିତ ସେଣ୍ଟ୍ରାଲ ୟୁନିଭର୍ସିଟି ଅଫ୍ ଝାରଖଣ୍ଡ (C.U.J) ର ରସାୟନ ବିଜ୍ଞାନ ବିଭାଗର ଗବେଷଣାଛାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାମଲ ସଫଳତା ସହିତ ତାଙ୍କର ଗବେଷଣାକାର୍ଯ୍ୟ ସମାପ୍ତ କରି ଡକ୍ଟର ଅଫ୍…

ବଅଁରପାଳ ଡିଗ୍ରୀ ମହାବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ

ଅନୁଗୋଳ(ଅଜିତ କୁମାର ଭୋଇ): ଜିଲ୍ଲା ବଅଁରପାଳ ବ୍ଲକ୍ ନିକଟରେ ଥିବା ପିଏସଏସଜେ ସ୍ନାତକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରମୋଦ କୁମାର ବେହେରାଙ୍କ ସଭାପତିତ୍ଵ ରେ Internal Complaint Committee ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚେୟାରପର୍ସନ ଭାବେ ଅଧ୍ୟାପିକା…

ରାସନ୍ ଦୋକାନରୁ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ

ଅନୁଗୋଳ (ଅଜିତ କୁମାର ଭୋଇ): ବଅଁରପାଳ ଥାନା ଅନ୍ତର୍ଗତ ଭୁଗବେରେଣି ଗ୍ରାମର ଜଣେ ମହିଳା କାଳୀ ବାଜରରେ ରାସନ୍ ଦୋକାନ ଦେଇଛନ୍ତି। ତେଣୁ ତାଙ୍କ ଦୋକାନରୁ ଚୋରି ହୋଇଥିବା ନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି। ମିଳିଥିବା ଖବର ଅନୁସାରେ…

ଘର କରିବାକୁ ନେଇ ଭିନ୍ନକ୍ଷମ ଝିଅ ଓ ମା କୁ ଆକ୍ରମଣ ନେଇ ଥାନାରେ ଅଭିଯୋଗ

ଅନୁଗୋଳ(ଅଜିତ କୁମାର ଭୋଇ): ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଗ୍ରାମ ପଞ୍ଚାୟତ ରେ ଘର କରିବାକୁ ନେଇ ଭିନ୍ନକ୍ଷମ ଝିଅ ଓ ମା କୁ ପଡୋଶୀ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକାରୀଙ୍କ ସୂଚନା ମୁତାବକ ଅର୍ଣ୍ଣପୂର୍ଣ୍ଣ ଗୋଚ୍ଛାୟତ…

ପାରିବାରିକ କଳହ ନେଇ ଥାନାରେ ଅଭିଯୋଗ

ଅନୁଗୋଳ(ଅଜିତ କୁମାର ଭୋଇ):ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଗ୍ରାମ ପଞ୍ଚାୟତ ଗଡ଼ ସାହି ରେ ବଡ଼ ଭାଇ ପରିବାର ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ସାନଭାଇ ପରିବାର। ଅଭିଯୋଗକାରୀ ଜଣଙ୍କ ହେଲେ ବର୍ଷା ରାଣୀ ଗୋଚ୍ଛାୟତ। ବର୍ଷା ଙ୍କ…

ଚେଇଁ ଶୋଇଛନ୍ତି ମାଇନିଙ୍ଗ ଅଧିକାରୀ , ବାଲି ଧରୁଛି ସ୍ପେଶିଆଲ ସ୍କ୍ୱାର୍ଡ

ଅନୁଗୋଳ (ଅଜିତ କୁମାର ଭୋଇ): ଜିଲ୍ଲାରେ ବଢୁଛି ବେଆଇନ୍ ବାଲି ଚାଲାଣଚେଇଁ ଶୋଇ ପଡ଼ିଛି ମାଇନିଙ୍ଗ ଅଧିକାରୀ , ବାଲି ଧରୁଛି ସ୍ପେଶିଆଲ ସ୍କ୍ୱାର୍ଡଜିଲ୍ଲାରେ ଦିନକୁ ଦିନ ଖଣିଜ ପଦାର୍ଥ ବେଆଇନ୍ ଲୁଟ ହେଉଛି। ତାଳଚେରରେ ଥିବା ଖଣି ଉପ ନିର୍ଦ୍ଦେଶକ…

କଣିହାଁ ରେ ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ଅନୁଗୋଳ (ଅଜିତ କୁମାର ଭୋଇ) : ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ କଣିହାଁ ବ୍ଳକ୍ କାର୍ଯ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜନଶୁଣାଣି ଶିବିରରେ ସମୁଦାୟ ୨୬ଟି ଅଭିଯୋଗ ଗ୍ରହଣ କରାଯାଇଥିଲା…

error: Content is protected !!