ଧନୁଯାତ୍ରାରୁ ନିଖୋଜ ଯୁବତୀ ଜଙ୍ଗଲରୁ ଉଦ୍ଧାର ଘଟଣା: ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବରଗଡ଼ (ମୁକୁନ୍ଦ ଦାସ) : ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ମାମଲା ସାରାରାଜ୍ୟରେ ହଇଚଇ ସୃଷ୍ଟି କରିଛି। ପୀଡ଼ିତା ଏବେ ମଧ୍ୟ ଭୀମସାର୍‌, ବୁର୍ଲାରେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାରେ ସୋମବାର…

ବୀରସୁରେନ୍ଦ୍ର ସାଏ ସ୍ମାରକୀ ପୀଠରେ ଯୁବ ସମ୍ମେଳନ*

ବରଗଡ (ମୁକୁନ୍ଦ ଦାସ): ଅମ୍ବାଭୋନା ବ୍ଲକ ଅନ୍ତର୍ଗତ କର୍ଲା ଗ୍ରାମ ନିକଟବର୍ତ୍ତୀ ବୀର ସୁରେନ୍ଦ୍ର ସାଏ ସ୍ମାରକୀ ପୀଠରେ ଜାତୀୟ ଯୁବ ସପ୍ତାହ ପାଳନ ଅବସରରେ ଯୁବ ସମ୍ମେଳନ ଅନୁଷ୍ଠିତ ହୋଇଯାଇଛି।ଅତାବିରା ଓ ବେଲପାହାଡ ବିବେକାନନ୍ଦ ଯୁବ ମହାମଣ୍ଡଳ ଆନୁକୂଲ୍ୟରେ ଆୟୋଜିତ…

ଭାରତୀୟ କିସାନସଙ୍ଘର ପଦ ଧୋତ କାର୍ଯ୍ୟକ୍ରମରେ ଜୈବିକ କୃଷିକୁ ପ୍ରlଧାନ୍ୟତା

ବରଗଡ଼ (ମୁକୁନ୍ଦ ଦାସ) : ସନ୍ଧ୍ୟା ୬ ଘଣ୍ଟା ସମୟରେ ବିଶ୍ୱ ପ୍ରସିଦ୍ଧ ଧନୁ ଯାତ୍ରାରେ କୃଷ୍ଣ -ବଳରାମ -ଅକ୍ରୁର ଙ୍କ ମେଲାଣି ଅବସର ରେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଭାରତୀୟ କିସାନ ସଂଘ, ବରଗଡ଼ ଜିଲ୍ଲା…

ବରଗଡ଼ ସରକାରୀ ବାଳିକା ହାଇସ୍କୁଲ ପରିସରରେ ତ୍ରିଦିବସୀୟ ବାଲ୍ ଧନୁଯାତ୍ରା ଉଦଯାପିତ

ବରଗଡ (ମୁକୁନ୍ଦ ଦାସ): ବରଗଡ଼ ଜିଲ୍ଳା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବରଗଡ଼ ସରକାରୀ ବାଳିକା ହାଇସ୍କୁଲ ପରିସରରେ ତ୍ରିଦିବସୀୟ ବାଲ୍ ଧନୁଯାତ୍ରା ଉଦଯାପିତ ହୋଇଯାଇଛି।ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାଧାକାନ୍ତ ଛତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ…

ଅପ୍ରାଇଜ ଗ୍ରୁପ୍ ଅଫ ଇନଷ୍ଟିଚ୍ୟୁଟ ତରଫରୁ ଆଲୋଚନା ଚକ୍ର ଅନୁଷ୍ଠିତ

ବରଗଡ : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଲାଦର ପାଲି ସ୍ଥିତ ମାଁ ରାମଚଣ୍ଡୀ ମନ୍ଦିର ପରିସରରେ ଅପ୍ରାଇଜ ଗ୍ରୁପ୍ ଅଫ ଇନଷ୍ଟିଚ୍ୟୁଟ, ବରଗଡ଼ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ନିର୍ମାଣ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।…

ବ୍ୟୁରୋ ଅଫ ଇଣ୍ଡିଆନ୍ ସ୍ଟାଣ୍ଡାର୍ଡସ୍ (BIS)ର 78ତମ ଷ୍ଟାପନା ଦିବସ ପାଳନ

ବରଗଡ (ମୁକୁନ୍ଦ ଦାସ): ବ୍ୟୁରୋ ଅଫ ଇଣ୍ଡିଆନ୍ ସ୍ଟାଣ୍ଡାର୍ଡସ୍ (BIS) ଭୁବନେଶ୍ୱର ଶାଖା ତରଫରୁ VSSUT ସମ୍ବଲପୁରରେ BIS ର 78ତମ ଷ୍ଟାପନା ଦିବସ ପାଳନବ୍ୟୁରୋ ଅଫ ଇଣ୍ଡିଆନ୍ ସ୍ଟାଣ୍ଡାର୍ଡସ୍ (BIS) ଭୁବନେଶ୍ୱର ଶାଖା 6 ଜାନୁଆରୀ 2025 ରେ VSSUT,…

ପଲ୍ଲିଶ୍ରୀ ଖାଦ୍ୟ ମେଳା ରେ ବିଶେଷ ଆକର୍ଷଣ “କଂସ ଥାଳି”, “କୃଷ୍ଣ ଥାଳି” ଏବଂ “ଯଶୋଦା ଥାଳି”

ବରଗଡ (ମୁକୁନ୍ଦ ଦାସ): ୭୭ତମ ବିଶ୍ୱପ୍ରସିଦ୍ଧ ପବିତ୍ର ଧନୁଯାତ୍ରା ମହୋତ୍ସବ ଅବସରରେ ଓରମାସ ଏବଂ ଜିଲ୍ଲା ପ୍ରଶାସନ, ବରଗଡ଼ ର ମିଳିତ ପ୍ରଚେଷ୍ଟାରେ ଉତଘାଟିତ ହେଇଥିବା ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ଚଳିତ ବର୍ଷ ଖାଦ୍ୟ ଷ୍ଟଲ ର ବେଶ ଚାହିଦା…

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏକାଧିକ ରେଳ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ ।

ରାୟଗଡ଼ (ଗୋପୀନାଥ ଗୌଡ଼): ସଂଯୋଗୀକରଣ ବୃଦ୍ଧି ତଥା ସାମାଜିକ, ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବ ରେଳ ପ୍ରକଳ୍ପ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରକଳ୍ପ ର ଶୁଭାରମ୍ଭ କରିଛନ୍ତି । ଆଉ କିଛି ଶିଳାନ୍ୟାସ କରିଛନ୍ତି।…

ଭୁକ୍ତା ଜନତା ହାଇସ୍କୁଲରେ କ୍ରୀଡ଼ାକୁ ପ୍ରାଧାନ୍ୟ,ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ

ବରଗଡ଼(ମୁକୁନ୍ଦ ଦାସ) : ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଭୁ୍କ୍ତା ସ୍ଥିତ ଜନତା ହାଇସ୍କୁଲରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ସ୍ଥାନୀୟ ଶ୍ରୀରାମ ମନ୍ଦିରରୁ ମଶାଲ ଶୋଭାଯାତ୍ରାରେ ସମସ୍ତ ଖେଳାଳୀ ବିଦ୍ୟାଳୟ ଖେଳ ପଡିଆରେ ପହଞ୍ଚିବା ପରେ ବିଦ୍ୟାଳୟର…

ହିନ୍ଦୁ ଜାଗୃତିମଞ୍ଚ ତରଫରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପ୍ରସ୍ତୁତି ବୈଠକ

କେନ୍ଦୁଝର (ସୀତାରାମ ଦୀକ୍ଷିତ): କେନ୍ଦୁଝରର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ କପିଳେଶ୍ୱର ମହେଶ ମନ୍ଦିର ପରିସରରେ ହିନ୍ଦୁ ଜାଗୃତିମଞ୍ଚ ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ହିନ୍ଦୁ ଜାଗୃତି ମଞ୍ଚର ଉପଦେଷ୍ଟା…

error: Content is protected !!