ତୋରା ରେ ପାନୀୟ ଜଳ ସମସ୍ୟା ନେଇ ଜିଲ୍ଲାପାଳ ଅଫିସରେ ଅଭିଯୋଗ

ବରଗଡ଼ (ମୁକୁନ୍ଦ ଦାସ) : ବରଗଡ଼ ସହର ଉପକଣ୍ଠ ରେ ଥିବା ତୋରା ପଂଚାୟତ ରେ ପାନୀୟ ଜଳ ସମସ୍ୟା କୁ ନେଇ ସୋମବାର ଜିଲ୍ଲାପାଳ ଅଫିସ କୁ ପହଂଚିଛନ୍ତି ଗ୍ରାମର ମହିଳା ମାନେ। ଦୀର୍ଘ ବର୍ଷେ ରୁ ଅଧିକ ହେଵ…

ଜାନୁଆରୀ ୩ ରୁ ୧୩ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ,ବଦଳିବେ କଂସ

ବରଗଡ(ମୁକୁନ୍ଦ ଦାସ): ଆସନ୍ତା ଜାନୁଆରୀ ୩ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ୭୮ତମ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ଆସନ୍ତା ଡିସେମ୍ବର ୪ତାରିଖ ସନ୍ଧ୍ୟା ୫ଟା ୧୫ ମିନିଟ୍ ସମୟରେ , ବରଗଡ଼ ଅଧିଷ୍ଠାତ୍ରୀ ଦେବୀ ମା’…

ବୈଜ୍ଞାନିକ ପ୍ରତିଭା ପ୍ରଦର୍ଶନର ଉତ୍କୃଷ୍ଟ ମାଧ୍ୟମ ହେଉଛି ବିଜ୍ଞାନ ମେଳା

ବରଗଡ(ମୁକୁନ୍ଦ ଦାସ): ଅମ୍ବାଭୋନା ବ୍ଲକସ୍ତରୀୟ ଶିଶୁ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ (୧୭୮ପ୍ରକଳ୍ପ ପ୍ରଦର୍ଶିତ)।ଶିକ୍ଷାର୍ଥୀଙ୍କ ମନରେ ବୈଜ୍ଞାନିକ ମନୋବୃତ୍ତି ସୃଷ୍ଟି କରିବା ନିମନ୍ତେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଲଖନପୁର ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଶିଶୁ ବୈଜ୍ଞାନିକ…

ବରଗଡ଼ ସହର ମଧ୍ୟରୁ ରକ୍ତ ଭଣ୍ଡାର ଉଠି ଯିବକି !

ବରଗଡ଼ (ମୁକୁନ୍ଦ ଦାସ) : ଆଉ କିଛି ଦିନ ପରେ ବରଗଡ଼ ପୁରୁଣା ଡାକ୍ତରଖାନାରୁ ରକ୍ତ ଭଣ୍ଡାର ଉଠିଯିବ ଯାହାକୁ ନେଇ ବରଗଡ଼ବାସୀ ଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏହି ରକ୍ତ ଭଣ୍ଡାର ନୂଆ ହସ୍ପିଟାଲ ଖେଦାପାଲି କୁ…

ଜନତା ହାଇସ୍କୁଲରେ ବିଶ୍ଵ ଶୌଚାଳୟ ଦିବସ ପାଳିତ

ବରଗଡ (ମୁକୁନ୍ଦ ଦାସ): ଶୌଚାଳୟର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଭୁକ୍ତା ଜନତା ହାଇସ୍କୁଲରେ ବିଶ୍ଵ ଶୌଚାଳୟ ଦିବସ ପାଳିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଗାପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ଇକୋ…

ପାଇକମାଲ ଶିଶୁ କନ୍ୟା ବଳାତ୍କାର ଓ ହତ୍ୟା ଘଟଣାରେ ନ୍ୟାୟ ଦାବି

ବରଗଡ଼ ( ମୁକୁନ୍ଦ ଦାସ ): ପାଇକମାଲ ବ୍ଲକ ଅନ୍ତର୍ଗତ ସୋଢ଼ା ଗ୍ରାମର ୫ ବର୍ଷୀୟ କୁନି ଶିଶୁ ଅର୍ଚ୍ଚିତା ବାରିହାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ସାରା ଅଂଚଳରେ ଆଲୋଡନ ସୃଷ୍ଟି କରିଛି ପୀଡିତ ପରିବାର କୁ ନ୍ୟାୟ ଦାବୀରେ…

ଗନ୍ଧମାର୍ଦନ ପର୍ବତର ସୁରକ୍ଷା ପାଇଁ ଦାବୀ କଲା ଆମ୍ ଆଦମୀ ପାର୍ଟି

ବରଗଡ଼ (ମୁକୁନ୍ଦ ଦାସ):ଗନ୍ଧମାର୍ଦନ ପର୍ବତକୁ ସରକାର ଅଦାନୀ କମ୍ପାନୀ ହାତ ରେ ଟେକି ଦେବା ଭୟ ରେ ଏହାର ସ୍ୱାୟତ୍ତ ଓ ସୁରକ୍ଷା ଦାବୀରେ ସୋମବାର ଆମ୍ ଆଦମୀ ପାର୍ଟି ବରଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବୋଧନ କରି ଏକ ଦାବୀ କରି ଜିଲ୍ଲାପାଳ…

ଜନ କଲ୍ୟାଣ ସେବା ଟ୍ରଷ୍ଟ ର ବାର୍ଷିକ ଉତ୍ସବ ପାଳିତ। ଶହେ ଜଣ ବହୁମୁଖି ପ୍ରତିଭା ସମ୍ମାନିତ

ବରଗଡ଼ :ପଶ୍ଚିମ ଓଡ଼ିଶାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟର ବାର୍ଷିକ ଉତ୍ସବ ମଙ୍ଗଳବାର ବରଗଡ଼ ସ୍ଥିତ ବିଜୁ ପଟ୍ଟନାୟକ ଟାଉନ ହଲ ରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ସାଂସଦ…

ଗିରି ଗୋବର୍ଦ୍ଧନ ପୂଜା ଅବସରରେ ଆୟୋଜିତ ରକ୍ତଦାନ ଶିବିରରୁ ୩୨ୟୁନିଟ ରକ୍ତ ସଂଗୃହୀତ

ବରଗଡ (ରିପୋର୍ଟ – ମୁକୁନ୍ଦ ଦାସ ): ବରଗଡ଼ ଜିଲ୍ଲା ଅତାବିରା ଅନ୍ତର୍ଗତ ଲସ୍ତଲା ଗ୍ରାମରେ ଗିରିଗୋବର୍ଦ୍ଧନ ପୂଜା ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଆୟୋଜନ କରାଯାଇ ଥିଲା। ଏହି ଶିବିର ରେ ମୁଖ୍ୟ ଅତିଥି ଭାବରେ ଅତାବିରା…

ରାଜ୍ୟରେ ଓବିସି ମାନଙ୍କୁ ଅଣଦେଖା କରୁଛି ସରକାର: ଓବିସି ସୁରକ୍ଷା ମଞ୍ଚ

ବରଗଡ଼ (ରିପୋର୍ଟ – ମୁକୁନ୍ଦ ଦାସ ) : ଅନ୍ୟାନ ପଛୁଆ ବର୍ଗ (ଓବିସି) ମାନଙ୍କ ବିଭିନ୍ନ ପ୍ରସଙ୍ଗ ଯଥା ଶିକ୍ଷା,ଚାକିରୀ ଓ ରାଜନୀତି କ୍ଷେତ୍ରରେ ସଂରକ୍ଷଣ ଲାଗୁ କରିବା ଦାବୀ ରେ ଓବିସି ସୁରକ୍ଷା ମଞ୍ଚ, ଓଡିଶା ପକ୍ଷରୁ ଏକ…

error: Content is protected !!